Daily Archives

‘ସାବିତ୍ରୀ’ ପୌରାଣିକ ଗୀତ ନାଟକ

ଡା. ରୁଦ୍ର ନାରାୟଣ ପଟେଲଙ୍କ ଯମ ରୂପରେ ବେଶ୍‌ ମନମୁଗ୍ଧ ହୋଇଥିଲା ମଂଚ ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାମଜୀ ନାଟକ ସଂସଦ ବଲାଙ୍ଗିର ଦ୍ୱାରା ପୌରାଣିକ ଗୀତ ନାଟକ ‘ସାବିତ୍ରୀ’ ଅନୁଷ୍ଠିତ ହୋଇଯାଇଛି । ବିଗତ କିଛି ଦିନରେ ଲୋପ ପାଇ ଯାଉଥିବା ନାଟକଟି ପୁଣି ପୁନଃ ଉଦ୍ଧାର ହୋଇଛି ।
Read More...

ଶିକ୍ଷକ ପର୍ଶୁରାମ ବେହେରାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପୁର ବ୍ଲକ ଅନ୍ତର୍ଗତ ପଥରଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ପର୍ଶୁରାମ ବେହେରାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା । ବିଦ୍ୟାଳୟରେ ଅନୁଷ୍ଠିତ ସଭାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ରାଉତ ସଭାପତି
Read More...

ଭୁତିଆରବାହାଲ ଗ୍ରାମର ଗୌନ୍ତିଆ ଡିଗେଶ୍ୱର ଭୋଇଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୁତିଆରବାହାଲ ଗ୍ରାମର ଗୌନ୍ତିଆ ଡିଗେଶ୍ୱର ଭୋଇ ମଙ୍ଗଳବାର ସକାଳ ଆଠଟା ସମୟରେ ତାଙ୍କ ବାସଭବନରେ ଇହଧାମ ତ୍ୟାଗ କରିଥିବା ସୂଚନା ମିଳିଛି । ସେ ଜଣେ ସମଭାବାପନ୍ନ ଅମାୟିକ, ବନ୍ଧୁବତ୍ସଲ ତଥା ହୃଦୟବାନ ବ୍ୟକ୍ତି ଥିଲେ । ସେ ଅନେକ ଅନୁଷ୍ଠାନ ସହ ଅନ୍ତରଙ୍ଗ ଭାବେ
Read More...

ଅଶୋକ ଚନ୍ଦନ ସ୍ମୃତି ସମିତି ପକ୍ଷରୁ ସାରସ୍ଵତ ସମାବେଶ, କବିତା ପାଠୋତ୍ସବ ଓ ଆଲୋଚନାଚକ୍ର

ପାଟଣାଗଡ, (ଗୋରେଖନାଥ ବରିହା) : ଓଡିଆ ଗଳ୍ପ ଜଗତରେ ଆପଣାର ଅସ୍ତିତ୍ୱବାଦୀ ଚେତନାର ଗଳ୍ପ ପାଇଁ ପାଠକୀୟ ଆଦୃତ ପାଇଥିବା ସୁନାମ ଗାଳ୍ପିକ ଅଶୋକ କୁମାର ଚନ୍ଦନଙ୍କ ଅକାଳ ବିୟୋଗ ଓଡିଆ ସାହିତ୍ୟ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କ ସାହିତ୍ୟ କୃତିର ଯଥାଯଥ ମୂଲ୍ୟାୟନ ହେବା ଜରୁରୀ ବୋଲି ଆଜି
Read More...

ସହରରେ ଲଜ୍ଜ୍ୟା : ବୃଦ୍ଧା ମହିଳାଙ୍କୁ ବଳାତ୍କାର କଲା ଯୁବକ, ଥାନାରେ ଅଭିଯୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ମହାନଗର ରାଉରକେଲାରେ ପୁଣି ଲଜ୍ଜାର ଘଟଣା । ପ୍ଲାଣ୍ଟ ସାଇଟ୍ ଥାନା ଅନ୍ତର୍ଗତ ଗୋପବନ୍ଧୁପଲ୍ଲୀ ବସ୍ତି ଅଞ୍ଚଳରେ ନିଜ ଘରେ ଏକା ଥିବା ବେଳେ ବୃଦ୍ଧାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ଆସିଛି ପ୍ଲାଣ୍ଟ ସାଇଟ ଥାନାକୁ । ପୋଲିସ ବୃଦ୍ଧା ମହିଳାଙ୍କୁ ଉଦ୍ଧାର
Read More...

ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭା କକ୍ଷଠାରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ବିଶ୍ୱରଞ୍ଜନ ପତିଙ୍କ ସଭାପତିତ୍ୱରେ ଆୟୋଜିତ ଜିଲ୍ଲା ସ୍ତରୀୟ ସଭାରେ ଡା ପ୍ରଦୀପ କୁମାର
Read More...