Monthly Archives

May 2022

ସଂକ୍ରୀରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ତୃତୀୟ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅମଠି ଗ୍ରାମ ପଞ୍ଚାୟତ ସଂକ୍ରୀ ଗ୍ରାମରେ ନବ ନିର୍ମିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବର ଆଜି ତୃତୀୟ ଦିନରେ ନୀଳଚକ୍ର ପୂଜାର୍ଚ୍ଚନା କରାଯାଇଥିଲା । ଏହା ସହିତ ଅନ୍ୟାନ୍ୟ ଦୀପ ଘଣ୍ଟକୁ ସ୍ନାନ କରାଯାଇଥିଲା ।
Read More...

ନାଳରେ ବୁଡି ବୃଦ୍ଧା ମୃତ

କୋମନା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ଥାନା ପେଣ୍ଡରାବନ୍ଧ ଗାଁ ନିକଟ ନାଳରେ ବୁଡି ଯାଇ ଦେଇ ମାଝୀ(୬୫)ଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଦେଇ ମାଝୀ ନାଳକୁ ଏକୁଟିଆ ଗାଧୋଇବା ପାଇଁ ଯାଇ ଆଉ ଘରକୁ ଫେରିନଥିଲେ । ପରେ ତାଙ୍କ ମୃତ ଦେହ ନାଳରେ ଭାସୁଥିବା ଦେଖି
Read More...

ଯବାନଙ୍କ ପରିବାରର କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ପାଣ୍ଠି ଗଠନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସମାରିକ ତଥା ଅର୍ଦ୍ଧ ସମାରିକ ବାହିନୀରେ ରହି ଦେଶ ପାଇଁ ପ୍ରଣାବଳୀ ଦେଉଥିବା ଯବାନଙ୍କ ପରିବାରର କଲ୍ୟାଣ ପାଇଁ ରାଜ୍ୟ ସରକାର କାର୍ଗିଲ ଯୁଦ୍ଧ ସମୟରୁ ଏକ ସହାୟତା ପାଣ୍ଠି ଗଠନ କରିଛନ୍ତି । ପ୍ରଥମେ ଏହି ସହାୟତା ରାଶି ଏକ ଲକ୍ଷ ଟଙ୍କା ଥିବା ବେଳେ ୨୦୧୦ ଓ
Read More...

ବିପ୍ଲବୀ ଧରଣୀଧର ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ପାଳନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାନ୍ ବିପ୍ଲବୀ ଧରଣୀଧର ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ପାଳନ ଅବସରରେ ଆଜି ଭୁବନେଶ୍ଵର ଇଏସ୍ଆଇ ହସ୍‌ପିଟାଲ ରାସ୍ତା ସ୍ଥିତ ଧରଣୀଧରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ଏଥିସହିତ ସନ୍ଧ୍ୟାରେ ଜୟଦେବ ଭବନରେ ଏକ ସାଧାରଣ ସଭା
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ ରୁ ୧୮ ବର୍ଷ ମଧ୍ୟରେ ୪ ଜଣ ଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୯୯ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଥମ ସମ୍ମାନିତ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିବ ଭାରତ

• ୭୫ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଆର. ମାଧବନଙ୍କ ପ୍ରଯୋଜିତ ‘ରକେଟ୍ରି’ର ଓ୍ବାର୍ଲ୍ଡ ପ୍ରିମିୟର ଅନୁଷ୍ଠିତ ହେବ• ଭାରତୀୟ ପାଭିଲିୟନରେ “ଭାରତ ବିଶ୍ବର ବିଷୟବସ୍ତୁ କେନ୍ଦ୍ର (କଣ୍ଟେଣ୍ଟ ହବ୍)’’ ବିଷୟବସ୍ତୁ ପ୍ରତି ଧ୍ୟାନ ଦିଆଯିବ : ଅନୁରାଗ ଠାକୁର• କାନ୍ସ ନେକ୍ସଟରେ ସମ୍ମାନିତ
Read More...

ନୀଳାଚଳ କୃଷକ ମହାସଂଘର ୩୭ତମ ବାର୍ଷିକ ଉତ୍ସବ ଓ କୃଷକ ଦିବସ ସମାବେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ମୋ ପାଠାଗାର, ମୂନିନ୍ଦା ଠାରେ ନୀଳାଚଳ କୃଷକ ମହାସଂଘର ୩୭ତମ ବାର୍ଷିକ ଉତ୍ସବ ଓ କୃଷକ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶ ଉତ୍ସବରେ ମହାସଂଘର ସଭାପତି ତଥା
Read More...

ପୁଞ୍ଜିଲାଲଙ୍କ ସର୍ତମୂଳକ ଜାମିନ ମଂଜୁର ସହ ୨୦ ହଜାର ଟଙ୍କା ଜରିମାନା ଆଦାୟ ଆଦେଶ

ପାଟଣାଗଡ଼, (ଗୋରେଖନାଥ ବରିହା) : ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଗତକାଲି ସର୍ତମୂଳକ ଜାମିନ ମିଳିଛି । ପାଟଣାଗଡ଼ ଜେଲରୁ ଫେରାର ଘଟଣାରେ ତାଙ୍କୁ ପାଟଣାଗଡ଼ ଏସ୍ ଡିଜେଏମ୍‌ କୋର୍ଟରୁ ଜାମିନ କରାଯାଇଛି । ପ୍ରକାଶ ଯେ, ୨୦୧୮
Read More...

ଭୀମ ପାହାଡ଼ର ଐତିହାସିକ ପୃଷ୍ଠଭୂମି ଶୀର୍ଷକ ସମ୍ପାନ ଅନୁଷ୍ଠିତ

ଗବେଷଣା ହିଁ ନୂତନ ପରିଚୟ ସୃଷ୍ଟି କରିବ ଗୁମ୍ଫା ସଂସ୍କୃତି ଏ ଅଞ୍ଚଳର ପରିଚୟବୀରତାର ମୁକସାକ୍ଷୀ ‘ଭୀମପାହାଡ଼’ ବଲାଙ୍ଗିର, (କେପିଏନ୍‌ଏସ୍‌) : ଘଞ୍ଚ ଜଙ୍ଗଲ ଉପରେ ଅବସ୍ଥିତ ଭୀମ ପାହାଡ଼ ଆଜକୁ ପ୍ରାୟ ୩୦ ବର୍ଷ ପୂର୍ବେ ଏକ ଅଜଣା ସ୍ଥାନ ହୋଇ ରହିଥିଲା । ଭୀମ ପାହାଡ଼ରେ ଗୋଟେ ପରେ ଗୋଟେ
Read More...

ପର୍ଶୁରାମ ଜୟନ୍ତୀ ଧୁମ୍‌ଧାମ୍‌ରେ ପାଳନ

ନୂଆପଡା, (ନିରାକାର ମେହେର) : ଗୋଡାଳ ବ୍ରାହ୍ମଣ ମହାସଭା ଦ୍ୱାରା ଗୋଡାଳଠାରେ ଭଗବାନ ପର୍ଶୁରାମଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ ପର୍ଶୁରାମଙ୍କ ରଥ ଗାଁ ପରିକ୍ରମା କରିଥିଲା । ଏଥିରେ ଗାଁର ସମସ୍ତ ବ୍ରାହ୍ମଣ ପରିବାର ସଦସ୍ୟ ଓ ବିଭିନ୍ନ ଗାଁରୁ ଆସିଥିବା ବ୍ରାହ୍ମଣ ଦେବତା ମାନେ
Read More...