Monthly Archives

May 2022

ଗଞ୍ଜାମ ଜିଲ୍ଲାରେ ବନ୍ଦ କରାଯାଇଥିବା ସମସ୍ତ ସରକାରୀ ସ୍କୁଲଗୁଡିକ ଖୁବଶୀଘ୍ର ଖୋଲିବା ନିମନ୍ତେ ଦାବୀ

ନୂତନ ଶିକ୍ଷାନୀତି ଆଳରେ ଦାରିଦ୍ର୍ୟ ସୀମାରେଖା ତଳ ଶ୍ରେଣୀର ପିଲା ପାଠପଢ଼ାରୁ ବଞ୍ଚିତଦାବୀ ପୂରଣ ନ ହେଲେ ଜନ ଆନ୍ଦୋଳନ ପାଇଁ ଚେତାବନୀ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବନ୍ଦ ଓ ମିଶ୍ରଣନୀତି ବାତିଲ କରି ଅବିଳମ୍ବେ ସରକାରୀ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ନାମଲେଖା ଆରମ୍ଭ
Read More...

ଗୋଚର ଜମି ପରିମାଣ ହ୍ରାସ ନିଷ୍ପତ୍ତିର ପୁନଃ ସମୀକ୍ଷା ହେଉ – କୁସୁମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ସରକାର ଓଡ଼ିଶା ଜମି ବନ୍ଦୋବସ୍ତ ଆଇନ-୧୯୮୩ରେ ସଂଶୋଧନ କରି ପ୍ରତ୍ୟେକ ଗାଁରେ ଆବଶ୍ୟକ ହେଉଥିବା ଗୋଚର ଜମି ପରିମାଣକୁ ଶତକଡ଼ା ୫ରୁ ୩ ଭାଗକୁ ହ୍ରାସ କରିବାକୁ ନେଇଥିବା ନିଷ୍ପତ୍ତିକୁ କଡା ବିରୋଧ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା
Read More...

ସାପ କାମୁଡାରେ ଯୁବକଙ୍କ ମୃତ୍ୟୁ

ବୌଦ୍ଧ,(ବଂଶୀଧର ମାଝି): ସାପ କାମୁଡାରେ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ମାହାରସାହି ଗ୍ରାମର ଉତ୍ତର ଦେହୁରୀ (୩୫ବର୍ଷ) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଉତ୍ତର ଅନ୍ୟମାନଙ୍କ ସହ ମିଶି ଜଣଙ୍କ କୂଅରୁ ପଙ୍କ ଉଦ୍ଧାର କରୁଥିଲେ । ଏହି ସମୟରେ ସେଠାରେ ଥିବା ଏକ
Read More...

ମାଟ୍ରିକ ପରୀକ୍ଷା କେନ୍ଦ୍ର ଆଗରେ ଗଣ୍ଡଗୋଳ

ବଲାଙ୍ଗିର,(କେପିଏନ୍‌ଏସ୍‌) : ପରୀକ୍ଷା କେନ୍ଦ୍ର ସାମ୍ନାରେ ଅବିଭାବକ ଓ ପରୀକ୍ଷାର୍ଥୀ ପିଟାପିଟି । ଏମିତି ଏକ ଘଟଣା ଦେଖିବାକୁ ମିଲିଛି ବଲାଙ୍ଗିର ସହର ହାତୀଶାଳପଡାଠାରେ ଥିବା ଟାଉନ ବଏଜ ହାଇସ୍କୁଲ ସାମ୍ନାରେ । ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ତୁଳସୀନଗର ପୁଲିସ ହାଇସ୍କୁଲର
Read More...

ପିକ୍‌ଅପ୍‌ ଭ୍ୟାନ ଓଲଟି ୨ ମୃତ, ୯ ଗୁରୁତର

ବରଗଡ, (ନିରୋଜ କୁମାର ପାଣୀ) : ପିକ୍‌ଅପ୍‌ ଭ୍ୟାନ ଓଲଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଥିବା ଜଣାପଡିଛି । ସୂଚନା ଅନୁସାରେ ବରପାଲି ଥାନା କୁମ୍ଭାରୀ ଗ୍ରାମରେ ବାହାଘର ପରେ କନ୍ୟା ବିଦାୟ ପାଇଁ ଭେଡେନ ଥାନା ମାନପୁର ପଂଚାୟତର ଗଳିମା ଗ୍ରାମକୁ ଆସିଥିଲେ । ସେଠାରେ ଭୋଜି
Read More...

ସିୟୁଇଟି ପରୀକ୍ଷା ପାଇଁ ଆବେଦନ ଅବଧି ମେ’ ୨୨କୁ ଘୁଞ୍ଚିଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସିୟୁଇଟି ପରୀକ୍ଷା ପାଇଁ ଆବେଦନ ଅବଧି ମେ' ୨୨କୁ ଘୁଞ୍ଚି ଥିବା ଜଣାପଡିଛି । ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୟୁଜି ପାଠ୍ୟକ୍ରମରେ ନାମଲେଖା ପାଇଁ ସାରା ଦେଶରେ ହେବାକୁ ଥିବା ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (ସିୟୁଇଟି)ର ଆବେଦନ ସମୟ ସୀମା
Read More...

କେନାଲରୁ ମୃତଦେହ ଉଦ୍ଧାର

ଜି.ଉଦୟଗିରି : କନ୍ଧମାଳ ଜିଲ୍ଲା ନୂଆହାଟ ପଛପଟ କେନାଲରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ଅଶୋକ ବେହେରା ବୋଲି ଜଣାପଡିଛି । ସୂଚନାନୁଯାୟୀ, ଗୁରୁବାର ରାତିରେ ନୂଆହାଟ କେନାଲରେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ମୃତଦେହଟି
Read More...

ଜଙ୍ଗଲ ଭିତରୁ ୭୫୦ କୁଇଣ୍ଟାଲ ଗଞ୍ଜେଇ ଜବତ

ଲମତାପୁଟ : ଜଙ୍ଗଲ ଭିତରୁ ୭୫୦ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି । ବିଶେଷ ସୂତ୍ରରୁ ଖବର ପାଇ ନନ୍ଦପୁର ଏସଡିପିଓଙ୍କ ନେତୃତ୍ଵରେ କଣ୍ଟା ଗାଁ ନିକଟ ଜଙ୍ଗଲ ଭିତରୁ ୭୫୦କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ଓ ଲମତାପୁଟ ପୋଲିସ । ତେବେ ଘଟଣାସ୍ଥଳରୁ ମାଫିଆମାନେ ଫେରାର୍
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ ରୁ ୧୮ ବର୍ଷ ମଧ୍ୟରେ ୨ ଜଣ ଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୯୯ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ବିପ୍ଲବୀ ଧରଣୀଧରଙ୍କ ଜୟନ୍ତୀ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିପ୍ଲବୀ ଧରଣୀଧର ନାଏକ ଜନଜାତି ସ୍ବାଭିମାନର ପ୍ରତୀକ ଥିଲେ । ତାଙ୍କର ଜାତିପ୍ରୀତି ତଥା ଆଦର୍ଶ ଉତ୍ତରପିଢି ପାଇଁ ପ୍ରେରଣା ହୋଇ ରହିବ ବୋଲି ଜୟଦେବ ଭବନରେ ଆୟୋଜିତ ବିପ୍ଲବୀ ଧରଣୀଧରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ
Read More...