Monthly Archives

May 2022

ହେଲ୍‌ଥ କ୍ଲବ ସଦସ୍ୟଙ୍କ ଦ୍ୱାରା ମାନସିକ ବିକୃତ ମହିଳାଙ୍କ ଶବ ସତ୍କାର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡିଆଳ ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା, ଅତ୍ୟନ୍ତ ଦୁଃଖ ତଥା ବିଡମ୍ବନାର ବିଷୟ ମାନସିକ ବିକୃତ ମହିଳା ଦେମନ୍ତିଙ୍କ ଶବକୁ ସଂସ୍କାର ପାଇଁ କୌଣସି ଲୋକ ତଥା ମୃତ ମହିଳାଙ୍କ ବନ୍ଧୁ ବାନ୍ଧବ କିମ୍ବା ଜାତି ପରିଜନ ଲୋକ ଜଣେ ମଧ୍ୟ
Read More...

ଆଇପିଏଲ୍‌ରେ ଜୁଆ ଖେଳାଇ ଧରା ପଡିଲେ ୫ ଯୁଆଡି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଇପିଏଲ୍‌ କ୍ରିକେଟ ମ୍ୟାଚ୍‌ରେ ବେଟିପ୍ସ ଯୁଆ ଖେଳାଉ ଥିବା ବେଳେ ବରଗଡ଼ ଟାଉନ ପୋଲିସ ହାତରେ ଧରାପଡିଲେ ୫ ଯୁଆଡି । ତାଙ୍କ ଠାରୁ ପୋଲିସ ଲକ୍ଷାଧିକ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଜବତ କରିଛନ୍ତି । ଗତ ୨୭ ତାରିଖ ଦିନ ଆଇପିଏଲ୍‌ର ରୟାଲ ଚ୍ୟାଲେଞ୍ଜର
Read More...

ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ (ଏବିଡିଏମ୍) ପାଇଁ ଏନ୍‌ଏଚ୍‌ଏ ଅନଲାଇନ୍ ପବ୍ଲିକ୍ ଡ୍ୟାସବୋର୍ଡର ଶୁଭାରମ୍ଭ କରିଛି

ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳ ସ୍ତର ପର୍ୟ୍ୟନ୍ତ ମିଶନର ଅଗ୍ରଗତି ବିଷୟରେ ସୂଚନା ନିମନ୍ତେ ଏବିଡିଏମ୍ ପବ୍ଲିକ୍ ଡ୍ୟାସବୋର୍ଡ ହେଉଛି ୱାନ-ଷ୍ଟପ୍ ସମାଧାନ ନୂଆଦିଲ୍ଲୀ, (ପିଆଇବି) : ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ (ଏବିଡିଏମ୍) ର ଫ୍ଲାଗସିପ୍ ସ୍କିମ୍ ଅଧୀନରେ ଜାତୀୟ ସ୍ୱାସ୍ଥ୍ୟ
Read More...

‘ଗରିବ କଲ୍ୟାଣ ସମ୍ମିଳନୀ’ରେ ଯୋଗ ଦେବାକୁ ମେ’୩୧ରେ ଶିମଲା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ମୋଦୀ ସରକାରଙ୍କର କେନ୍ଦ୍ରରେ ୮ ବର୍ଷ ପୂରଣ ହେବା ଅବସରରେ ସମଗ୍ର ଦେଶରେ ଗରିବ କଲ୍ୟାଣ ସମ୍ମିଳନୀ ଆୟୋଜିତ ହେବଏହି କାର୍ୟ୍ୟକ୍ରମରେ ସାରା ଦେଶର ନିର୍ବାଚିତ ଜନ ପ୍ରତିନିଧିମାନେ ଲୋକମାନଙ୍କ ସହିତ ସିଧାସଳଖ ଭାବ ନିବିମୟ କରିବେଏହି କାର୍ୟ୍ୟକ୍ରମରେ ହିତାଧିକାରୀଙ୍କ ସହ କଟକର ମାହାଙ୍ଗାରୁ
Read More...

ଗରିମା ରଜର ରାଜକୁମାରୀ ଆସନ୍ତା ଜୁନ୍ ୧୬ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସାଂସ୍କୃତିକ ପରିଷଦ, ଗରିମା ରଜର ରାଜକୁମାରୀ ଆସନ୍ତା ଜୁନ୍ ୧୬ତାରିଖ ଶେଷ ରଜ ଦିନ ଇସ୍ପାତ ମାର୍କେଟ ସ୍ଥିତ ସରୋବର କୋର୍ଟରେ ହେବ ବୋଲି ଜଣାପଡ଼ିଛି । ଏ ନେଇ ସରୋବର କୋର୍ଟରେ ଆୟୋଜିତ ଏକ ପ୍ରସ୍ତୁତି ବୈଠକରେ ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ କୟାଲ,
Read More...

ମାଙ୍କଡ଼ କାମୁଡାରେ ୬ ଆହତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନୀପୁର ପଞ୍ଚାୟତ ତିଗିରିଆ ଗ୍ରାମରେ ମାଙ୍କଡ଼ କାମୁଡାରେ ୬ ଜଣ ଆହତ ହୋଇଥିବା ଖବର ମିଳିଛି । ମାଙ୍କଡ଼ କାମୁଡାରେ ସେହି ଗ୍ରାମର ଶୈଳବାଳା ବଡ଼ଜେନା, ଖୁଲଣା ପ୍ରଧାନ, ରେଣୁବାଳା ମଙ୍ଗରାଜ ଗୁରୁତ୍ୱର ଆହତ ହୋଇ ଖୋର୍ଦ୍ଧା
Read More...

ଦୀର୍ଘ ଦିନ ହେବ ଏଟିଏମ୍‌ ବନ୍ଦ ଯୋଗୁ ଚାଷୀମାନେ ଅସୁବିଧା ଭୋଗୁଥିବା ଅଭିଯୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କେନ୍ଦ୍ର ଓ ରାଜ୍ୟ ସରକାର କୃଷକମାନଙ୍କୁ ସୁବିଧା ଯୋଗାଇ ଦେବା ପାଇଁ ସଦାବେଳେ ତପ୍ତର ହୋଇ ରହିଥିବା ବେଳେ ଡେଲାଙ୍ଗରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଚାଷୀମାନଙ୍କୁ ସୁବିଧା ଯୋଗାଇ ଦେବା ପାଇଁ ପୁରୀ ନିମାପଡା ସମ୍ମଳିତ
Read More...

ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୦୫ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୫ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ରକ୍ତଦାନ କଲେ ଯୁବ କୁଲୁତା ସମାଜର ଦୁଇ ସଦସ୍ୟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗଲପୁର ବ୍ଲକ ଖୁଟୁଲିମୁଣ୍ଡା ଗ୍ରାମର ଅଞ୍ଜଳି ପ୍ରଧାନ (୨୪) ଗତ ୫ ଦିନ ହେଲା ବଲାଙ୍ଗିର ଭୀମ ଭୋଇ ମେଡିକାଲ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରରେ ରକ୍ତ ପରିମାଣ ୪.୫ ଥିବାରୁ ଡାକ୍ତର ତାଙ୍କୁ ରକ୍ତ ଦେବା ପାଇଁ ପରମର୍ଶ ଦେଇଥିଲେ । ଅଞ୍ଜଳି
Read More...

ଅଜଣା ଗାଡି ଧକ୍କାରେ ବାଛୁରୀ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ପ୍ରଶାସନିକ ଭବନ ସାମ୍ନାରେ ଏକ ଅଜଣା ଗାଡି ଧକ୍କାରେ ଗୋଟିଏ ବାଛୁରୀର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଏହି ସ୍ଥାନରେ ଲାଇଟ ଲାଗିଥିଲେ ସୁଦ୍ଧା ତାହା ଜଳୁ ନଥିବାରୁ ଅନ୍ଧାର ହୋଇଛି । ଏଥିପାଇଁ ଏହି ଦୁର୍ଘଟଣା ଘଟି
Read More...