Monthly Archives

May 2022

ବଜ୍ରାଘାତରେ ଜଣେ ମୃତ ୨ ଗୁରୁତର

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଚିଲିକାରେ ମାଛ ଧରିବା ବେଳେ ବଜ୍ରାଘାତରେ ଜଣେ ମତ୍ସ୍ୟଜିବୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଚିଲିକାରେ ମାଛ
Read More...

ରାସ୍ତାକଡ ଗଛକୁ ପିଟିଲା କାର୍‌, ୪ ଗୁରୁତର

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ-ଖପରାଖୋଲ ରାସ୍ତାର ବାଙ୍କିବାହାଲ ଗ୍ରାମ ହନୁମାନ ମନ୍ଦିର ନିକଟରେ ରାସ୍ତାକଡର ଏକ ଗଛକୁ କାର୍‌(ଓଡି ୦୩ ଏଲ୍‌ ୮୦୬୧) ଧକ୍କା ଦେଇଥିଲା । ଫଳରେ କାର୍‌ରେ ଥିବା ଜ୍ୟୋତି ଅଗ୍ରୱାଲ, ଅବିନାଶ ଜୈନ, ଗୁନଗୁନ ଅଗ୍ରୱାଲ ଓ ସୁମନ ଅଗ୍ରୱାଲ ଗୁରୁତର ଆହତ
Read More...

କଟୁରୀରେ ଆକ୍ରମଣ ପରେ ଘରେ ପଶି ଲୁଟ୍ ଉଦ୍ୟମ : କାବୁ କଲେ ଗ୍ରାମବାସୀ

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ସଦର ଥାନା ଚଷାଖଣ୍ଡ ପଞ୍ଚାୟତ ଅନନ୍ତପୁରରେ ସମ୍ପର୍କୀୟା ଭଉଣୀଙ୍କୁ କଟୁରୀରେ ଆକ୍ରମଣ ପରେ ଘରୁ ଗହଣା ଲୁଟ୍‌ ଉଦ୍ୟମ ବେଳେ ଗ୍ରାମବାସୀମାନେ ଦୁର୍ବୃତ୍ତକୁ କାବୁ କରି ପୋଲିସ ଜିମା ଦେଇଛନ୍ତି । ସୂଚନାନୁଯାୟୀ, ବାଲେଶ୍ଵର ଜିଲ୍ଲା ସଦର ଥାନା ଚଷାଖଣ୍ଡ ପଞ୍ଚାୟତ
Read More...

ଦୋଳି ଖେଳୁଥିବା ବେଳେ ପଥର ଖୁଣ୍ଟି ପଡି ଭଉଣୀ ମୃତ, ଭାଇ ଗୁରୁତର

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଭୟପୁର ଗାଁରେ ଦୋଳି ଖେଳିବା ସମୟରେ ପଥର ଖୁଣ୍ଟି ପଡି ଯିବାରୁ ୫ ବର୍ଷର ଭଉଣୀର ମୃତ୍ୟୁ ଘଟିଥିବା ବେଳେ ୮ ବର୍ଷର ଭାଇ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଅଭୟପୁର ଗାଁର ସହଦେବ ରାଉତଙ୍କ ଝିଅ ବେବିନା (୫) ଏବଂ ପୁଅ ଓମ ପ୍ରକାଶ
Read More...

ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ କଟକ ବାର ଆସୋସିଏସନ୍‌ର ମନ୍ତବ୍ୟକୁ ପାଟଣାଗଡ଼ରେ ନିନ୍ଦା

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ୨ଦିନ ତଳେ କଟକ ବାର ଆସୋସିଏସନ୍‌ର କିଛି କାର୍ଯ୍ୟକର୍ତ୍ତା ବିରୋଧି ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସୂଚନା
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଚ୍ଚ ଶକ୍ତି ସଂପନ୍ନ ଗ୍ରୀଡ ସବ୍‌ଷ୍ଟେସନ ଉଦ୍‌ଘାଟନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭିଡିଓ କନ୍ଫରେନ୍ସିଂ ଯୋଗେ ରାୟଗଡା, ନବରଂଗପୁର, କଳାହାଣ୍ଡି, ସମ୍ବଲପୁର, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରେ ୬ଟି ଉଚ୍ଚ ଶକ୍ତି ସଂପନ୍ନ ଗ୍ରୀଡ ସବ୍‌ଷ୍ଟେସନ ଓ ବଲାଙ୍ଗିର-କେସିଙ୍ଗାରେ ୨୨୦ କେଭି ଟ୍ରାନ୍ସମିଶନ ଲାଇନ
Read More...

‘ବିଚାର’ ପକ୍ଷରୁ ମାସିକ ଆଲୋଚନାଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ‘ବିଚାର’ ପକ୍ଷରୁ ମାସିକ ଆଲୋଚନାଚକ୍ର ଗତକାଲି ସନ୍ଧ୍ୟା ୭ଟା ସମୟରେ ସ୍ଥାନୀୟ ଆଇନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରର ବିଷୟବସ୍ତୁ ‘ଇଣ୍ଡିଆ ବନାମ ଭାରତ’ ରହିଥିବା ବେଳେ ବକ୍ତା ଭାବରେ ଏଥିରେ ଯୋଗଦାନ କରିଥିଲେ ବିଶିଷ୍ଟ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୧୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ
Read More...

ବଲାଙ୍ଗିର ଜିଲ୍ଲାରେ ଓସ୍ୱାସ ବ୍ୟବସ୍ଥା ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ରାଜ୍ୟ ସରକାରଙ୍କ ଓଡିଶା ଷ୍ଟେଟ ୱର୍କଫ୍ଲୋ ଅଟୋମେଶନ ସିଷ୍ଟମ ‘ଓସ୍ୱାସ’ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଯାଇଛି । ଏହି ବ୍ୟବସ୍ଥା ଦ୍ୱାରା ଚିରାଚରିତ ପ୍ରକ୍ରିୟାରେ ଫାଇଲ କାମ ନହୋଇ ଅନ୍‌ଲାଇନ୍‌ ମାଧ୍ୟମରେ କାର୍ଯ୍ୟାଳୟର
Read More...

ହାଇକୋର୍ଟ ବେଞ୍ଚ ଦାବୀ ସହ ଆଇନଜୀବୀ ଓ ଜନ ସାଧାରଣ ସମ୍ମଳିତ ଭାବରେ ସ୍ୱତନ୍ତ୍ର କୋସଲ ପ୍ରଦେଶ ଦାବୀକୁ ବ୍ୟାପକ କରନ୍ତୁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ହାଇକୋର୍ଟ ବେଞ୍ଚ ଦାବୀ ସହ ଆଇନଜୀବୀ ଓ ଜନ ସାଧାରଣ ସମ୍ମଳିତ ଭାବରେ ସ୍ୱତନ୍ତ୍ର କୋସଲ ପ୍ରଦେଶ ଦାବୀକୁ ବ୍ୟାପକ କରନ୍ତୁ ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି । ଆହୁରି କୁହାଯାଇଛି ଯେ, କୋସଲାଞ୍ଚଳରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବୀକୁ
Read More...