Monthly Archives

May 2022

ସଡକ ସୁରକ୍ଷା ସମ୍ପର୍କରେ ଶିକ୍ଷାଦାନ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଡକ ସୁରକ୍ଷା ସମ୍ପର୍କରେ ଜାଣିବା ପ୍ରତ୍ୟେକଙ୍କ ପାଇଁ ଜରୁରୀ ଅଟେ । ତେଣୁ ଗତକାଲି ବଲାଙ୍ଗିର ଜିଲ୍ଲାର ସ୍ଥାନୀୟ ମନୋହରପୁର ଉଚ୍ଚ ବିଦ୍ୟାଳୟଠାରେ ଅଗ୍ନିଶମ ବିଭାଗ ଓ ଟ୍ରାଫିକ ନିୟନ୍ତ୍ରଣ ଅଧିକାରୀଙ୍କ ମିଳିତ ସହଯୋଗରେ ସଡକ ସୁରକ୍ଷା ସମ୍ପର୍କରେ ସ୍କୁଲ
Read More...

ସୁନାମଧନ୍ୟ ଏଣ୍ଡୋକ୍ରୋନୋଲୋଜିଷ୍ଟ ଡା ସୁନୀଲ କୁମାର କୋଟା ଜିଲ୍ଲା ମୁଖ୍ୟାଳୟ ଏବଂ ଜିଲ୍ଲା ଗ୍ରନ୍ଥାଳୟରେ ସୁସ୍ଥ…

ସମସ୍ତେ ନିଜ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଜିଲ୍ଲାପାଳଙ୍କ ଉପଦେଶ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ଗତକାଲି ଓଡିଶାର ପ୍ରଖ୍ୟାତ ଏଣ୍ଡୋକ୍ରୋନୋଲୋଜିଷ୍ଟ ଡା ସୁନୀଲ କୁମାର କୋଟାଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏବଂ
Read More...

ଅଙ୍ଗନୱାଡି କେନ୍ଦ୍ରଗୁଡିକୁ ନିମ୍ନମାନର ପୋଷାକ ଏବଂ ଗ୍ୟାସ ଚୁଲ୍‌ହା ଯୋଗାଣ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନର ଅଙ୍ଗନୱାଡି କେନ୍ଦ୍ରଗୁଡିକୁ ନିମ୍ନମାନର ପୋଷାକ ଏବଂ ଗ୍ୟାସ ଚୁଲ୍‌ହା ଯୋଗାଣ ହେଉଥିବା ଅଭିଯୋଗ ହୋଇଛି । ଏ ନେଇ ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ମଙ୍ଗଳବାର ଅଭିଯୋଗ
Read More...

ବର୍ଣ୍ଣାଢ୍ୟ ପଟୁଆରରେ ଛତ୍ରପୁର ଠାକୁରଣୀଯାତ୍ରା ସରଗରମ ହୋଇଉଠିଛି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମାସବ୍ୟାପୀ ପାଳିତ ହୋଇଆସୁଥିବା ଐତିହାସିକ ଛତ୍ରପୁରର ଠାକୁରାଣୀ ଯାତ୍ରାର ୧୭ତମ ଘଟଯାତ୍ରା ଅବସରରେ ଶଙ୍କର ମଠ ସାହିକୁ ମାଆଙ୍କ ଆଗମନ ହୋଇଛି । ଲୀଳାମୟୀ କରୁଣାମୟୀ ମା' ରାମାୟାଣାମ୍ମା ଦେବୀଙ୍କ ଘଟଯାତ୍ରା ଦିନକୁଦିନ ଖୁବ ସରଗରମ ହୋଇଉଠିଛି ।
Read More...

ବଲାଙ୍ଗିର ପୌରାଂଚଳ ଅଧିନସ୍ଥ ବିଭିନ୍ନ ଜାଗାରେ ଆଗାମୀ ଦିନରେ ହେବାକୁ ଥିବା ନିର୍ମାଣ କାର୍ଯ୍ୟଗୁଡ଼ିକୁ ନେଇ ସୂଚନା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳ ଅଧିନସ୍ଥ ବିଭିନ୍ନ ଜାଗାରେ ଆଗାମୀ ଦିନରେ ହେବାକୁ ଥିବା ନିର୍ମାଣ କାର୍ଯ୍ୟଗୁଡ଼ିକୁ ନେଇ ସୂଚନା ଦେଇଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା । ତେବେ ଏହି ନିର୍ମାଣ କାର୍ଯ୍ୟ ଗୁଡିକ ହେଲା ୨.୨ କିଲୋମିଟରର ପିଡବ୍ଲ୍ୟୁଡି ବାଇପାସ୍
Read More...

ମଧ୍ୟାହ୍ନ ଭୋଜନରେ ପୋକରା ଚାଉଳ ପରେ ଏବେ ପ୍ଲାଷ୍ଟିକ ଚାଉଳ ଦିଆଯାଉଥିବା ଅଭିଯୋଗ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପୋକରା ଚାଉଳ ପରେ ଏବେ ପୁଣି ପ୍ଲାଷ୍ଟିକ ଚାଉଳ । ତାହା ପୁଣି ମଧ୍ୟାହ୍ନ ଭୋଜନରେ । ଏ ହେଉଛି ମଧ୍ୟାହ୍ନ ଭୋଜନ ପାଇଁ ପିଲାଙ୍କୁ ଦିଆଯାଉଥିବା ଚାଉଳ । ଯେଉଁଥିରେ ପ୍ଲାଷ୍ଟିକ ଚାଉଳ ଥିବା ଅଭିଯୋଗ ହୋଇଛି । ଏଭଳି ଅପମିଶ୍ରିତ ଚାଉଳ ଖାଇଲେ କ'ଣ
Read More...

ଶରଣକୁଳ ଲଡୁବାବାଙ୍କର ଭଉଁରୀ ଚାପଖେଳରେ ଅଘଟଣ : ଓଲଟିଲା ଡଙ୍ଗା, ବୁଡିଗଲେ ଚଳନ୍ତି ପ୍ରତିମା ଓ ଲଡୁବାବାଙ୍କ ସେବାୟତ

ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ନୟାଗଡ ଜିଲ୍ଲା ଶରଣକୁଳ ସ୍ଥିତ ପ୍ରସିଦ୍ଧ ଶୈବପୀଠ ଲଡୁବାବାଙ୍କର ଉତ୍କଳ ଭଉଁରୀରେ ଚାପ ଖେଳିଲା ବେଳେ କାଠଡଙ୍ଗା ଫାଟକଣାରେ ପାଣି ପଶି ଓଲଟିଲା ଡଙ୍ଗା । ବୁଡିଗଲେ ଚଳନ୍ତି ପ୍ରତିମା ଓ ଲଡୁବାବାଙ୍କ ସେବାୟତ । ଦିଅଁଙ୍କ ଭଉଁରୀ ଖେଳ ବେଳେ ଗତ
Read More...

ଓଡିଶା କମ୍ପ୍ୟୁଟର ଏଜୁକେସନ ମିଶନର ବାର୍ଷିକ ଉତ୍ସବରେ ସମ୍ମାନିତ ହେଲେ ଯୁବ ସାମ୍ବାଦିକ ରଜନୀକାନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା କମ୍ପ୍ୟୁଟର ଏଜୁକେସନ ମିଶନ (ଓସିଇଏମ୍) ପକ୍ଷରୁ ପ୍ରଥମ ବାର୍ଷିକ ଉତ୍ସବ କଳାହାଣ୍ଡି ଭବାନୀପାଟଣା କୃଷି ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା । ନିଆରା ତଥା ସ୍ୱଚ୍ଛ ନିର୍ଭିକ ଭାବରେ ସମ୍ବାଦ ପରିବେଷଣ କରୁଥିବାରୁ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ
Read More...

ପୃଥିବୀ ପୃଷ୍ଠର ଆର୍ଦ୍ରତା କମୁଥିବାରୁ କଇଁଛଙ୍କ ସଂଖ୍ୟା ଲୋପ ପାଉଛି : ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଡାଇନେସୋର ସମୟରୁ କଇଁଛଙ୍କ ସୃଷ୍ଟି ହୋଇଥିବାର ଗବେଷକମାନେ ମତ ଦିଅନ୍ତି । ପୃଥିବୀ ପୃଷ୍ଠରେ ପ୍ରାୟ ତିନିଶହ ପ୍ରଜାତିର କଇଁଛ ଦେଖାଯାନ୍ତି । ପରିବେଶ ସୁରକ୍ଷାରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ଏହି ଜୀବ ସଂକଟରେ । ଅଧିକାଂଶ
Read More...

ବିଶ୍ୱ ବିଦ୍ୟାଳୟରେ ନୂତନ ବିଭାଗ ଖୋଲିବା ପାଇଁ କୁଳପତିଙ୍କୁ ଛାତ୍ର କଂଗ୍ରେସର ଦାବୀପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ହେଉଛି ଓଡିଶା ତଥା ପଶ୍ଚିମ ଓଡିଶାର ଗୋଟେ ପ୍ରମୁଖ ଶିକ୍ଷାନୁଷ୍ଠାନ । କିନ୍ତୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ପାଇବାର ପ୍ରାୟ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ଏଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଯଥା ମନସ୍ତତ୍ୱ ବିଭାଗ, ସମାଜ
Read More...