Monthly Archives

May 2022

ବଲାଙ୍ଗିର ପିଡି ଡୁଡାଙ୍କ ତୁଷୁରା ଏନ୍‌ଏସିକୁ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ତୁଷୁରା ଏନ୍‌ଏସିକୁ ଆଜି ବଲାଙ୍ଗିର ପିଡି ଡୁଡା ସୁଦର୍ଶନ ସଏ ପରିଦର୍ଶନ କରିଛନ୍ତି । ପିଡି ଡୁଡା ଶ୍ରୀ ସଏ ପରିଦର୍ଶନ କରି ତୁଷୁରା ଏନ୍‌ଏସି ଅନ୍ତର୍ଗତ ସ୍ମାର୍ଟ ପାର୍କ, କ୍ରେମେଟୋରିୟମ୍, ମହିପୁର ଏବଂ ନଗାଁ ଖେଳ ପଡିଆ, ମିଶନ୍
Read More...

ଭାରତୀୟ ଜନତା ପାର୍ଟି ତରଫରୁ ସମୀକ୍ଷା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ଆମ୍ବତୋଟାଠାରେ ବଲାଙ୍ଗିର ସାଂସଦ ଶ୍ରୀମତି ସଂଗୀତା କୁମାରୀ ସିଂଦେଓଙ୍କ ନୂତନ ନୋମିନି ପ୍ରବୀଣ କୁମାର ଅଗ୍ରୱାଲଙ୍କ ନେତୃତ୍ୱରେ ମହରାପଦର ଆମ୍ବତୋଟାଠାରେ ଏକ ଜରୁରୀ ବୈଠକ ହୋଇଥିଲା । ଏଥିରେ ଖପ୍ରାଖୋଲ ବ୍ଲକ
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୧୮ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୧୧ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ଶିକ୍ଷକଙ୍କ ବଦଳି ପରେ ବ୍ରାହ୍ମଣୀ ସ୍କୁଲର ତାଲା ଖୋଲିଲା : ସ୍କୁଲ କମିଟି ଓ ଗ୍ରାମବାସୀ ମଧ୍ୟରେ ଖୁସିର ମାହୋଲ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ଅଧୀନସ୍ଥ ବ୍ଲକ କଲୋନୀ କ୍ଲଷ୍ଟର ସ୍ଥିତ ଡେଙ୍ଗ ପଞ୍ଚାୟତର ବ୍ରାହ୍ମଣୀ ସରକାରୀ ପ୍ରକଳ୍ପ ବିଦ୍ୟାଳୟଠାରେ ଶିକ୍ଷକ ବଦଳି ଦାବୀ ନେଇ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀମାନେ ଗତ ୨ ଦିନ ଧରି ସ୍କୁଲ ଗେଟରେ ତାଲା ପକାଇ
Read More...

ଓମ୍‌ଫେଡ୍‌ ଗାଡି ଓ ବାଇକ ମୁହାଁମୁହିଁ ଧକ୍କା : ବାଇକ ଆରୋହୀଙ୍କ ମୃତ୍ୟୁ, ଦୁର୍ଘଟଣା ଦେଖି ଟିଟିଲାଗଡ଼ ଉପଜିଲ୍ଲାପାଳ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ୨୬ ନମ୍ବର ଜାତୀୟ ରାଜପଥ କେରମେଲି ଛକ ପାଖରେ ଓମ୍‌ଫେଡ଼୍‌ ଗାଡି ଓ ବାଇକ ମୁହାଁ ମୁହିଁ ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ଗୋବିନ୍ଦ ସେଲମା (୩୦) । ତାଙ୍କ ଘର ଦେଓଗାଁ ଥାନା ମୁରସିଂ ବୋଲି ଜଣାପଡିଛି
Read More...

ଜିଲ୍ଲାରେ ସଡ଼କ ସୁରକ୍ଷା ଓ ଦୁର୍ଘଟଣାକୁ ହ୍ରାସ କରିବା ନିମନ୍ତେ ସମନ୍ୱୟ ବୈଠକ

ଜିଲ୍ଲାରେ ଜୁନ ୧ ତାରିଖ ଠାରୁ "ନୋ ହେଲମେଟ ନୋ ପେଟ୍ରୋଲ"କୁ କଡାକଡି କରିବା ଉପରେ ଜିଲ୍ଲାପାଳଙ୍କ କଡା ନିର୍ଦେଶଜିରୋ କାଜୁଆଲିଟି ଉପରେ ବୈଠକରେ ଗୁରୁତ୍ୱାରୋପ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାରେ ସଡ଼କ ସୁରକ୍ଷା ଓ ତତ୍‌ ସମ୍ୱନ୍ଧୀୟ ଦୁର୍ଘଟଣାକୁ
Read More...

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବ୍ରଜରାଜନଗର ବିଧାନସଭା ମଣ୍ଡଳୀ ଏବେ ମଧ୍ୟ ଅବହେଳିତ, ଖଣି ଖାଦାନରେ ଅଞ୍ଚଳରେ ମୁଖ୍ୟତଃ ଲୋକଙ୍କ ପାଇଁ ଆବଶ୍ୟକ ପାନୀୟ ଜଳ ଓ ପରିବେଶ ସୁରକ୍ଷା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦୃଷ୍ଟି ଦେଇ ନାହାନ୍ତି । ଫଳରେ ଲୋକମାନେ ଏବେ ମଧ୍ୟ ଏହି ମୈଳିକ ସୁବିଧା
Read More...

ଗାନ୍ଧୀ ଷ୍ଟାଡିୟମଠାରେ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

ଜିଲ୍ଲାର ଲୁକାୟିତ କ୍ରୀଡା ପ୍ରତିଭାଙ୍କ ନିମନ୍ତେ ଉଜ୍ଜଳ ଭବିଷ୍ୟତ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ଓ ଯୁବସେବା ବିଭାଗ ତରଫରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଦୁଇ ଦିନିଆ
Read More...

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ଜଳଛାୟା ପ୍ରକଳ୍ପ ସହାୟକ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ଜଳ ଛାୟା ବିଭାଗର ପ୍ରକଳ୍ପ ସହାୟକ ନଗେନ୍ଦ୍ରନାଥ ସ୍ୱାଇଁ । ଲାଞ୍ଚ ନେଉଥିବା ବେଳେ ତାଙ୍କୁ ମାଡି ବସିଛି ଭିଜିଲାନ୍ସ । ୪ଟି ପୋଖରୀ ଖୋଳା କାମ ବାବଦରେ
Read More...

ଗୁଦେରପାଲି କଲ୍ୟାଣ ମଣ୍ଡପ କାର୍ଯ୍ୟ ସମ୍ପୂର୍ଣ୍ଣ କେବେ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁରେ ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ନିମ୍ନ ମାନର ଏକ ମାତ୍ର କଲ୍ୟାଣ ମଣ୍ଡପ ଅର୍ଦ୍ଧ ନିର୍ମିତ ହୋଇ ପଡ଼ିରହିଥିବା ବେଳେ ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଶାସନ ଗାଁକୁ ଅଣଦେଖା କରୁଥିବା ଅଭିଯୋଗ
Read More...