Monthly Archives

May 2022

ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଘରୋଇ କୋଇଲା ଭିତ୍ତିକ କାରଖାନାଗୁଡିକୁ ନିର୍ଦ୍ଦେଶ ଜାରି

ଦିଲ୍ଲୀ : (ପିଆଇବି) : ଶକ୍ତି ମନ୍ତ୍ରଣାଳୟ ଜେନକୋ ଗୁଡିକୁ ଧାରା-୧୧ ଅଧୀନରେ ବିଦ୍ୟୁତ ଶକ୍ତିର ଅତ୍ୟଧିକ ଚାହିଦା ପରିପ୍ରେକ୍ଷୀରେ ନିର୍ଦ୍ଦେଶ ଜାରି କରିଛନ୍ତି । ବିଦ୍ୟୁତର ଅତ୍ୟଧିକ ଚାହିଦା ଓ କେତେକ ଅଞ୍ଚଳରେ ଏହା ନିଅଣ୍ଟ ଯୋଗୁଁ ଶକ୍ତି ଉତ୍ତୋଳନ ଯଥା ସମ୍ଭବ ଅଧିକ କରିବା ପାଇଁ
Read More...

ସପ୍ତଦଶ ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ (ଏମ୍‌ଆଇଏଫ୍‌ଏଫ୍‌)୨୦୨୨ ରବିବାରଠାରୁ ଆରମ୍ଭ ହେବ

ଦିଲ୍ଲୀ : (ପିଆଇବି) : ୧୦୨ ପ୍ରାମାଣିକ ଚିତ୍ର, କ୍ଷୁଦ୍ର ଚଳଚ୍ଚିତ୍ର ଓ ଆନିମେସନ ଫିଲ୍ମ ଏଥିରେ ସ୍ୱର୍ଣ୍ଣ ଓ ରୌପ୍ୟ ଶଙ୍ଖ ପୁରସ୍କାର ପାଇଁ ପ୍ରତିଯୋଗିତା କରିବେ । ସପ୍ତଦଶ ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ(ଏମ୍‌ଆଇଏଫ୍‌ଏଫ୍‌) ଆସନ୍ତା ରବିବାରଠାରୁ ଆରମ୍ଭ ହେବ । ଏହି ଚଳଚ୍ଚିତ୍ର
Read More...

ପତଞ୍ଜଳି ସହିତ ଶ୍ରୀ ଅର୍ଜୁନ ମୁଣ୍ଡାଙ୍କ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ

ଔଷଧୀୟ ଉଦ୍ଭିଦ ଗୁଡିକରେ ପରିପୂର୍ଣ୍ଣ ଆଦିବାସୀ ଅଂଚଳରେ ହର୍ବାଲ୍ ଔଷଧ ଆଜୀବିକା ମିଶନର ଏକ ଅଂଶ ହେବା ଉଚିତ୍ : ଶ୍ରୀ ଅର୍ଜୁନ ମୁଣ୍ଡାଆଦିବାସୀ ସମ୍ପ୍ରଦାୟ, ଆଦିବାସୀ ସଂସ୍କୃତି, ଆଦିବାସୀ ଜ୍ଞାନ ଏବଂ ସେମାନଙ୍କର ପରମ୍ପରା ବିଷୟରେ ଜ୍ଞାନକୁ ବ୍ୟାପକ କରିବା ନିମନ୍ତେ ଜନଜାତି/ ଆଦିବାସୀ
Read More...

ଯୁଗ୍ମ ଶ୍ରମ କମିଶନରଙ୍କ ସହ ଏଚ୍‌ଏମ୍‌ଏସ୍‌ ରାଜ୍ୟ ଉପସଭାପତିଙ୍କ ଆଲୋଚନା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ଠାରେ ଅବସ୍ଥାପିତ ରାଜ୍ୟ ଯୁଗ୍ମ କମିଶନର ଦିପ୍ତୀ ରଞ୍ଜନ ମହାନ୍ତିଙ୍କ ସହ ହିନ୍ଦ୍‌ ମଜଦୁର ସଭାର ରାଜ୍ୟ ଉପସଭାପତି ରବି ରଥ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ବହୁବିଧ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ମୁଖ୍ୟତଃ ଶ୍ରୀ ରଥ
Read More...

ଉପରଝର ଛକରେ ଡଷ୍ଟବିନର ବ୍ୟବସ୍ଥା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତ ତରଫରୁ ଶୁକ୍ରବାର ଦିନ ଉପରଝର ଛକରେ ଡଷ୍ଟବିନର ବ୍ୟବସ୍ଥା କରାଯାଇଥିଲା । ସରପଞ୍ଚ ଯଶୋବନ୍ତି ନାଏକ୍, ହେମନ୍ତ ବିଭାର, ନାଏକ ସରପଞ୍ଚ ସୌମିତ୍ରି ପଧାନ, ୱାର୍ଡ ମେମ୍ବର ରମେଶ ମହାପାତ୍ର, ଧନମାଲି ଭୋଇ, ସାଭେ ସାହୁ, କୁମଦିନି
Read More...

ଆଉ ଦିନ କେଇଟା ପରେ ଶୀତଳ ଷଷ୍ଠୀ : ୩ ଦିନ ପାଇଁ ବନ୍ଦ ରହିବ ମଦ ଦୋକାନ

ସମ୍ବଲପୁର : ଆଉ ଦିନ କେଇଟା ପରେ ଶୀତଳ ଷଷ୍ଠୀ । ତେବେ ଏହାକୁ ନେଇ ଜିଲା ପୋଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କରାଯାଇ ୩ ଦିନ ପାଇଁ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୩ ତାରିଖ ରାତି ୧୦.୩୦ରୁ ୬ ତାରିଖ ରାତି ୧୦.୩୦ ପର୍ଯ୍ୟନ୍ତ ସମସ୍ତ ବିଦେଶୀ ଠିପି ବନ୍ଦ ମଦ
Read More...

ବଲାଙ୍ଗିର ସହରର ଶାନ୍ତିପଡା ଛକ ନିକଟରେ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଶାନ୍ତିପଡା ଛକ ନିକଟରେ ଗତ ବିଳମ୍ବିତ ରାତିରେ ଏକ ସଡକ ଦୁର୍ଘଟଣା ଘଟି ୪ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରିଥିବା ବେଳେ ଆଉ ଜଣେ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ମଧ୍ୟରେ ୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ
Read More...

ଜିଲ୍ଲା ପ୍ରଶାସନ ତରଫରୁ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ବଲାଙ୍ଗିର ସହରରେ ଆସନ୍ତା ତା.୦୧/୦୫/୨୦୨୨ ଦିନ ରଥଯାତ୍ରା ଏବଂ ତା.୦୯/୦୫/୨୦୨୨ ଦିନ ବାହୁଡାଯାତ୍ରାର ସୁପରିଚାଳନା ସକାଶେ ତା.୨୭/୦୫/୨୦୨୨ ଅପରାହ୍ନ ଘ.୪.୩୦ମି. ରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ
Read More...

ମାଲବାହୀ ମିନି ଟ୍ରକ ଦୁର୍ଘଟଣା, ଜଣେ ଗୁରୁତର

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ଥାନା ସ୍ଥାନୀୟ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଶୁକ୍ରବାର ଦିନ ଏକ ମାଲବାହି ମିନି ଟ୍ରକ ଭାରସାମ୍ୟ ହରାଇ ନିମ୍ବ ଗଛରେ ଧକ୍କା ହେବା ଫଳରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମୁତାବକ ରାୟପୁର
Read More...