Daily Archives

ଗାଁ ଆମ୍ବ ପସରା ଉଦ୍‌ଘାଟିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଚାଷୀ ଓ ଚାଷର ଉନ୍ନତି ପାଇଁ ସରକାର ସଦା ସର୍ବଦା ଆଗରେ । ବରଗଡ଼ ଜିଲ୍ଲାର ଆମ୍ବ ଚାଷୀ ତଥା ସ୍ୱୟଂ ସହାୟକ ଗୋଷ୍ଠୀର ଉତ୍ପାଦିତ ଦ୍ରବ୍ୟର ବଜାରକରଣ ପାଇଁ ଆଜି ବରଗଡ଼ ବ୍ଲକ ଅଫିସ ସମ୍ମୁଖରେ 'ଗାଁ ଆମ୍ବ ପସରା' ଷ୍ଟଲ୍‌କୁ ଜିଲ୍ଲାପାଳ ମୋନୀଷା ବାନାର୍ଜୀ
Read More...

ଆର୍‌.ଡି. ରୋଡରୁ ଅଶୋକା ବିଲଡ଼କନ ଟିକସ ଆଦାୟ ବନ୍ଦ ହେଲା

ବରଗଡ, (ସସ୍ମିତା ପ୍ରଧାନ) : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଉପଜିଲ୍ଲାପାଳ ଶୁଭେନ୍ଦୁ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ହାଇୱେ ୟୁଜର୍ସ ଫୋରମ୍‌ର ସଦସ୍ୟ ମାନଙ୍କ ଉପସ୍ଥିତିରେ ଆର୍‌ ବି ରାସ୍ତାରୁ ବେଆଇନ ଟୋଲ ଟେକ୍ସ ଆଦାୟ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଡେପୁଟି କଲେକଟର
Read More...

ନାରୀ ଶକ୍ତି ସଂଗଠନର ମହିଳା ଓ ଶିଶୁମାନଙ୍କ ପାଇଁ ଆତ୍ମ ସୁରକ୍ଷା ତାଲିମ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଡେଲି ମାର୍କେଟ ସ୍ଥିତ ବି.ଏସ୍‌ ଏରୋବିକସଠାରେ ନାରୀ ଶକ୍ତି ସଂଗଠନ ଓ ବି.ଏସ. ଏରୋବିକ୍ସର ମିଳିତ ପ୍ରୟାସରେ ଆଜି ଏକ ଆତ୍ମ ସୁରକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ନାରୀ ଓ ଶିଶୁମାନଙ୍କୁ ଆତ୍ମ ସୁରକ୍ଷା, ଗୁଡ଼ ଟଚ ଓ ବେଡ଼ ଟଚ
Read More...

ହାତିବନ୍ଧା ଗାୟତ୍ରୀ ମନ୍ଦିରପଡା ସ୍ଥିତ ଚାହାର ମଞ୍ଜି କାରଖାନା ସ୍ଥାନାନ୍ତର ଦାବୀ

କାରଖାନାର ଶବ୍ଦ ଓ ଦୁର୍ଗନ୍ଧରେ ଅତିଷ୍ଠ ପଡ଼ାବାସୀ, ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗକାରଖାନା ସ୍ଥାନାନ୍ତର ନହେଲେ ଆନ୍ଦୋଳନର ଚେତାବନୀ ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତିବନ୍ଧା ଗାୟତ୍ରୀ
Read More...

ବିଦେଶୀ ନକଲି ମଦ ଜବତ ଘଟଣାର ମୁଖ୍ୟ ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ

ଶୁଆଁ ଖାଇଲାଧାନ ବଗ ପଡିଛେ ଧରା : କୋଶଳ ମୁକ୍ତି ମୋର୍ଚ୍ଚା ପାଟଣାଗଡ଼, (ଗୋରେଖନାଥ ବରିହା) : ଗତକାଲି ପାଟଣାଗଡ଼ ଅବକାରୀ ବିଭାଗ ଓ ଅବକାରୀ ଭିଜିଲାନ୍ସ ବିଭାଗ ସମ୍ବଲପୁରର ମିଳିତ ଚଢ଼ାଉରେ ଖପ୍ରାଖୋଲ ଓ ପାଟଣାଗଡ଼ ବିଦେଶୀ ମଦ ଦୋକାନରୁ ବିପୁଳ ପରିମାଣର ବିଦେଶୀ ନକଲି ମଦ ଜବତ କରାଯାଇଛି
Read More...

ପାନୀୟ ଜଳ ସୁବିଧା କରିବା ନିମନ୍ତେ ରାଉତମୁଣ୍ଡା ଗ୍ରାମବାସୀଙ୍କ ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ପାନୀୟ ଜଳ ସୁବିଧା କରିବା ନିମନ୍ତେ ରାଉତମୁଣ୍ଡା ଗ୍ରାମବାସୀ ଦାବୀ କରିଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଝରଣୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଉତମୁଣ୍ଡା ଗାଁର ସପ୍ଲାଏ ପାଣି ଟାଙ୍କି ତିଆରି ଅଧପନ୍ତରିଆ ହୋଇ ପଡିରହିଥିବା ଅଭିଯୋଗ
Read More...

ଦାବୀ ହାସଲ ପାଇଁ ଐକ୍ୟବଦ୍ଧ ସଂଗ୍ରାମର ଆବଶ୍ୟକତା ରହିଛି : ବିଷ୍ଣୁ ମହାନ୍ତି

ରାଉରକେଲା, (ସସ୍ମିତା ପ୍ରଧାନ) : ଦାବୀ ହାସଲ ପାଇଁ ଐକ୍ୟବଦ୍ଧ ସଂଗ୍ରାମର ଆବଶ୍ୟକତା ରହିଛି । ହକର ମାନେ ସମ୍ମାନର ଅଧିକାରୀ । ଖବରକାଗଜ ଓ ପାଠକଙ୍କ ମଧ୍ୟରେ ହକର ଭାଇ ସେତୁ ସଦୃଶ୍ୟ ବୋଲି ଆନ୍ତର୍ଜାତୀୟ ହକର ଦିବସ ପାଳନ ଅବସରରେ ଅତିଥିମାନେ ମତ ପ୍ରକାଶ କରିଥିଲେ । ସେକ୍ଟର ୧୬ ଶ୍ରମିକ
Read More...

ୟୁଏଇର ଜଳବାୟୁ ରାଷ୍ଟ୍ରଦୂତ ତଥା ଶିଳ୍ପ ଓ ଆଧୁନିକ ପ୍ରଯୁକ୍ତି ମନ୍ତ୍ରୀ ମହାମହିମ ଡକ୍ଟର ସୁଲତାନ ଅଲ ଜବେରଙ୍କୁ ଭେଟିଲେ…

• ଜଳବାୟୁ କାର୍ଯ୍ୟାାନୁଷ୍ଠାନ ଉପରେ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଦେବା ଏବଂ ବଢ଼ାଇବା ଲାଗି ଏକ ଫ୍ରେମୱର୍କ ପ୍ରତିଷ୍ଠା ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷରିତ• ବିଶେଷ କରି ଆର୍ଥିକ ଓ ପ୍ରଯୁକ୍ତି ସମେତ କାର୍ୟ୍ୟକାରୀ ସହାୟତା କ୍ଷେତ୍ରରେ ଆମକୁ ବିକାଶଶୀଳ ରାଷ୍ଟ୍ରମାନଙ୍କ ଚିନ୍ତା
Read More...

ଆଇଏସବି ହାଇଦ୍ରାବାଦରେ ପିଜିପି କ୍ଲାସର ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

• ଦେଶର ଆର୍ଥିକ ଓ ବ୍ୟାବସାୟିକ କ୍ଷେତ୍ରରେ ଆଇଏସବି ବିଦ୍ୟାର୍ଥୀଙ୍କ ଭୂମିକାକୁ କଲେ ପ୍ରଶଂସା• ଆଜି ସମଗ୍ର ବିଶ୍ୱ ବୁଝୁଛି ଯେ ଭାରତର ଅର୍ଥ ‘ବ୍ୟବସାୟ’ : ପ୍ରଧାନମନ୍ତ୍ରୀ• ‘‘ଆପଣମାନେ ନିଜର ବ୍ୟକ୍ତିଗତ ଲକ୍ଷ୍ୟକୁ ଦେଶର ଲକ୍ଷ୍ୟ ସହ ଯୋଡନ୍ତୁ ବୋଲି ମୁଁ ଚାହୁଁଛି”• “ନିରବଚ୍ଛିନ୍ନ
Read More...

୨୦୨୨ ଜୁନ ୨୫ ତାରିଖ ସୁଦ୍ଧା ବାର୍ଷିକ ଚିହ୍ନଟ ପ୍ରକ୍ରିୟା ଶେଷ କରିବାକୁ ପ୍ରତିରକ୍ଷା ପେନସନଭୋଗୀମାନଙ୍କୁ ଅନୁରୋଧ

ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ପେନସନ ଭୋଗୀମାନଙ୍କ ବାର୍ଷିକ ଚିହ୍ନଟ/ ଲାଇଫ୍ ସାର୍ଟିଫିକେସନ ପ୍ରକ୍ରିୟାର ଅବଧିକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବଢ଼ାଇ ଦିଆଯାଇଛି । ଯେଉଁମାନେ ବର୍ତ୍ତମାନ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିନାହାନ୍ତି, ସେମାନେ ଜୁନ ୨୫, ୨୦୨୨ ତାରିଖ ସୁଦ୍ଧା
Read More...