Daily Archives

ହୋଟେଲ ସଂଘର ପ୍ରଥମ ବାର୍ଷିକ ସମ୍ମିଳନୀ

ଜୟ ପୁରୋହିତ ସଭାପତି ଓ ରବି ପୁଝାରୀ ସଂପାଦକ ଭାବେ ମନୋନୀତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସ୍ୱୟମ ହୋଟେଲଠାରେ ବଲାଙ୍ଗିର ହୋଟେଲ ସଂଘର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଶୋକ ପାଢିଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକ ପ୍ରାରମ୍ଭରେ ଆଗ।।ମୀ ବର୍ଷରେ ସଂଘର
Read More...

ବୃହତ୍ତର ଓ ସଂଯୁକ୍ତ କୋସଲ ଆନ୍ଦୋଳନ ପାଇଁ ପ୍ରସ୍ତୁତି ୧୮ରେ : ବରଗଡ ଠାରେ ମନ୍ଥନ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋସଲ ଆନ୍ଦୋଳନ କେବଳ ଏକ ରାଜନୈତିକ ଆନ୍ଦୋଳନ ନୁହେଁ । ଏହା ଏହି ଅଂଚଳବାସୀଙ୍କ ଦଶନ୍ଧି ଦଶନ୍ଧି ଧରି ହୋଇଥିବା ଶୋଷଣ, ଉତ୍‌ପୀଡନ ଓ କ୍ରାନ୍ତି ଗାଥାର ପ୍ରତୀକ । କିନ୍ତୁ ବିଗତ ଦୁଇ ବର୍ଷରେ କରୋନା ମହାମାରୀ ଓ ଅଞ୍ଚଳର ଅସମ୍ବେଦନଶୀଳ ନେତାମାନଙ୍କ ଆତ୍ମଘାତି
Read More...

ଖାଉଟି ବଜାରରେ ନିଆଁ : ଟମାଟୋ ୧୦୦କୁ ବ୍ରଏଲର ୨୪୦

ପଦ୍ମପୁର, (ନିରୋଜ କୁମାର ପାଣୀ) : ହାଣ୍ଡିଶାଳରେ ମହଙ୍ଗା ମାଡ । ଲେମ୍ବୁ ଟମାଟୋ ପରେ ଏବେ ଆମିଷ ବଜାରରେ ଦର ବୃଦ୍ଧି ପାଇଛି । ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଅହେତୁକ ଦରବୃଦ୍ଧି ମଧ୍ୟବିତ୍ତ ପରିବାରର ଚିନ୍ତା ବଢାଉଛି । ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳରେ ବର୍ତ୍ତମାନ ଟମାଟୋ ୧୦୦ ଟଙ୍କାରେ
Read More...

ଆଦର୍ଶ ଗାଁରେ ବସୁଧା ଯୋଜନା ଫେଲ ମାରିଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଦର୍ଶ ଗାଁରେ ବସୁଧା ଯୋଜନା ଫେଲ ମାରିଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଦହିଗାଁ ଗ୍ରାମ ପଞ୍ଚାୟତର ବ୍ରାହ୍ମଣଡିହି ଗାଁକୁ ସରକାର ଆଦର୍ଶ ଗ୍ରାମ ଘୋଷଣା କରିଥିଲେ । ପ୍ରାୟ ୧୨୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁ
Read More...

ଦୁର୍ଘଟଣାରେ ମାନବିକତା ଦେଖାଇଥିବା ବ୍ୟକ୍ତିଙ୍କୁ ସମ୍ମାନିତ କଲେ ଟିଟିଲାଗଡ଼ ଉପଜିଲ୍ଲାପାଳ

ସଇଁତଲା, (ପ୍ରମୋଦ ସେଲମା) : କୌଣସି ଦୁର୍ଘଟଣା ଘଟିଲେ ଲୋକମାନେ ପୋଲିସର ଭୟରେ, ଅଯଥାରେ ସାକ୍ଷୀ ହେବା ଭୟ ଯୋଗୁଁ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରିବାର ଇଛାଥିଲେ ମଧ୍ୟ ଲୋକେ କୁଣ୍ଠାବୋଧ କରୁଛନ୍ତି । ଏଥିପାଇଁ ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଏକ ଜନସଚେତନା ସଭା
Read More...

ମୂନିନ୍ଦା ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ-ନିର୍ବାହୀ ଅଧିକାରୀଙ୍କ ବିବାଦ ସମାଧାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉିଆ) : ଡେଲାଙ୍ଗ ବ୍ଲକ ଅଧିନସ୍ଥ ମୂନିନ୍ଦା ଗ୍ରାମ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଲାଗି ରହିଥିବା ମତାନ୍ତର ସମାଧାନ ହୋଇଥିବା ନେଇ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀ ସୂଚନା ଦେଇଛନ୍ତି । ଏନେଇ
Read More...

ଗରିବଙ୍କ ସାହାଯ୍ୟ ନିମନ୍ତେ ଡାକ୍ତର ସୁଦର୍ଶନ ମେହେରଙ୍କ ଅଭିନବ ପ୍ରୟାସ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାରେ ସ୍ତ୍ରୀ ରୋଗ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ସୁଦର୍ଶନ ମେହେର ଗରିବ ରୋଗୀଙ୍କ ସହାୟତା ନିମନ୍ତେ ଶ୍ରମିକ ଦିବସ ଦିନ ଅବସରରେ ମଇ ୧ ତାରିଖଠାରୁ ପରାମର୍ଶ ପାଇଁ ମାତ୍ର ପାଞ୍ଚ ଟଙ୍କା ନେଉଛନ୍ତି ଓ ସେହି ପଇସାକୁ ଗୋଟିଏ ଦାନବାକ୍ସରେ ରୋଗୀଙ୍କୁ ନିଜେ
Read More...

ଆଇଟିଏଫ୍ ଟାଇକୋଣ୍ଡୋରେ ଓଡ଼ିଶାକୁ ସଫଳତା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ଚଳିତ ମାସ ୨୧ - ୨୨ ଦୁଇ ଦିନ ଧରି ଟାଇକୋଣ୍ଡୋ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ ଅନୁକୂଲ୍ୟରେ ୩୧ତମ ଉତ୍ତର ଓ ପୂର୍ବ କ୍ଷେତ୍ରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ହିମାଚଳ ପ୍ରଦେଶର ଡଲହାଉସୀ ୟୁଥ୍ ହଷ୍ଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ନ୍ୟାୟାଧୀଶ ଜଗନ ଠାକୁର ଓ
Read More...

ଛତ୍ରପୁର ଠାକୁରଣୀଯାତ୍ରାରେ ୪୦ ହଜାର ଜନସମାଗମ

ବର୍ଣ୍ଣାଢ୍ୟ ପଟୁଆରରେ ନେତା ନେତ୍ରୀଙ୍କ ଯୋଗଦାନ ଅଧିକ ସରଗରମ ଆଣିଦେଇଛି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଲୀଳାମୟୀ କରୁଣାମୟୀ ମା' ରାମାୟାଣାମ୍ମା ଦେବୀଙ୍କ ଘଟଯାତ୍ରା ଦିନକୁଦିନ ଖୁବ ସରଗରମ ହୋଇଉଠିଛି । ଗତକାଲି ସନ୍ଧ୍ୟାରେ ବିଶିଷ୍ଟ ରାଜନେତା ତଥା ରାଜ୍ୟ କୃଷିବିପଣନ
Read More...

ଆଫଗାନିସ୍ତାନରେ ବିସ୍ଫୋରଣ : ୯ ଜଣଙ୍କ ମୃତ୍ୟୁ

ଆଫଗାନିସ୍ତାନ : ଆଫଗାନିସ୍ତାର ଉତ୍ତରାଞ୍ଚଳରେ ଥିବା ମଜାର୍-ଇ-ଶରିଫ୍‌ରେ ଏକ ମିନି ବସରେ ବିସ୍ଫୋରଣ ହେବା ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି । ତେବେ ଏହି ଘଟଣାରେ ୧୫ ଜଣ ଗୁରୁତର ହୋଇଥିବା ମଧ୍ୟ ଜଣାପଡିଛି ।
Read More...