Daily Archives

ଦିବ୍ୟଜୀବନ ସଂଘ ପକ୍ଷରୁ ଦହିପାଣି ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଦିବ୍ୟଜୀବନ ସଂଘ ତରଫରୁ ସ୍ଥାନୀୟ ଟିଟିଲାଗଡ ରୋଡସ୍ଥିତ ଆର୍‌ଟିଓ ଛକଠାରେ ରବିବାରରେ ଦହିପାଣି ବଣ୍ଟନ କରାଯାଇଥିଲା । ସଂଘର ସଭାପତି ରବିଚନ୍ଦ୍ର ଉଦ୍‌ଗାତା ଓ ସଂପାଦକ ରଘୁନାଥ ବାବୁଙ୍କ ନେତୃତ୍ୱରେ ଯୁଗ୍ମସଂପାଦକ ରୀତା ବକ୍ସି, ଗୁରୁ ଭଉଣୀ ସଂଗୀତା
Read More...

ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ପଞ୍ଚମ ବିଶ୍ୱ ପୁନଃନିର୍ମାଣ ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ…

ୟୁଏନ୍‌ଡିପି, ବିଶ୍ୱବ୍ୟାଙ୍କ, ବିପର୍ୟ୍ୟୟ ହ୍ରାସ ସଂକ୍ରାନ୍ତ ବୈଶ୍ୱିକ ମଞ୍ଚ ଜିପିଡିଆରଆର୍‌ ଓ ଇଣ୍ଡୋନେସିଆର ସରକାରଙ୍କ ମିଳିତ ଉଦ୍ୟମ ଏହି ସମ୍ମିଳନୀ ଆୟୋଜିତବିପର୍ୟ୍ୟୟ ପରବର୍ତ୍ତୀ ପୁନଃନିର୍ମାଣ ଓ ପୁନରୁଦ୍ଧାର କାର୍ଯ୍ୟରେ ପାଂଚଟି ପ୍ରମୁଖ ବିଷୟ ଉପରେ ଡକ୍ଟର ମିଶ୍ରଙ୍କ ଗୁରୁତ୍ୱ“କେବଳ
Read More...

ହ୍ୱାଟ୍ସଅପ୍‌ର ମାଇ ଗଭ୍ ହେଲ୍ପ ଡେସ୍କରେ ବର୍ତ୍ତମାନ ନାଗରିକ ପାଇପାରିବେ ଡିଜିଲକର ସେବା

● ନାଗରିକମାନେ ଏଣିକି ଡିଜି ଲକର ନଥିପତ୍ର ଯେପରିକି ପ୍ୟାନକାର୍ଡ, ଡ୍ରାଇଭିଂ ଲାଇସେନ୍ସ, ବାହାନ ପଞ୍ଜୀକରଣ ପ୍ରମାଣପତ୍ର ଇତ୍ୟାଦି ଡାଇନଲୋଡ କରିପାରିବେ ।● ହ୍ୱାଟ୍ସଅପ୍‌ରେ ମାଇଁ ଗଭ ହେଲ୍ପ ଡେସ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଲକ୍ଷ୍ୟ ଡିଜିଟାଲ ଇଣ୍ଡିଆ ଓ
Read More...

ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କଲେ ଏକ ପରିବାରର ଛଅ ଜଣ : ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ଭବ୍ୟ ସ୍ୱାଗତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ତେଲେନପାଲି ପଞ୍ଚାୟତ ଅଣ୍ଡାଲମୁଣ୍ଡି ଗାଁଠାରେ ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ତେଲେନପାଲି ଶାଖା ସଭାପତି ରାଜକିଶୋର କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜିତ ହୋଇଥିଲା । ସଭାରେ ମୁଖ୍ୟ ଆତିଥି ରୁପେ ବ୍ଲକ୍ ସଭାପତି
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ସ୍ୱାମୀ, ସ୍ତ୍ରୀ ମୃତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ସରଣ୍ଡାପାଲିଠାରେ ଏକ ସଡ଼କ ଦୁର୍ଘଟଣାରେ ଦମ୍ପତିଙ୍କର ମୃତ୍ୟୁ ହୋଇଛି । ପ୍ରକାଶ ଯେ, ଆଜି ସକାଳୁ ବିଜେପୁର ନିକଟ କେଶେଇପାଲି ଗ୍ରାମର ଗଣେଶ ରାମ ସାହୁ ଓ ତାଙ୍କ ସ୍ତ୍ରୀ ସନ୍ତୋଷିନୀ ଏକ ମୋଟରସାଇକେଲ (ସିଜି ୧୧ଏଡି
Read More...

ଗାଇସିଲେଟ ବ୍ଲକ ସରପଞ୍ଚ ସଂଘ ଗଠିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଗାଇସିଲେଟ ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତର ନିର୍ବାଚିତ ସରପଞ୍ଚମାନଙ୍କୁ ନେଇ ଏକ ସଂଘ ଗଠିତ ହୋଇଯାଇଛି । ଏହି ଅବସରରେ ବରିହାପାଣି ଗ୍ରାମଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ରାମଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ
Read More...