Monthly Archives

April 2022

ଜ୍ୟୋତିର୍ବିଦ ଅଜିତ କରଙ୍କୁ ଡକ୍ଟର ଅଫ୍‌ ଆଷ୍ଟ୍ରୋଲୋଜି ସମ୍ମାନ

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ବ୍ଲକ କାନୁଟ ଗ୍ରାମର ପଣ୍ଡିତ ଅଜିତ କରଙ୍କୁ କାଶୀ(ବାରାଣାସୀ)ର ବିଦ୍ୟାନଗରୀଠାରେ ରବିବାର ଭେଦିକ ସରଇନ୍ସ ପକ୍ଷରୁ ଡକ୍ଟର ଅଫ୍‌ ଆଷ୍ଟ୍ରୋଲୋଜି ସମ୍ମାନରେ ସମ୍ମାନିତ କରାଯାଇଛି । ସେଠାରେ ଅନୁଷ୍ଠିତ ପଞ୍ଚମ ଆନ୍ତର୍ଜାତିକ ଜ୍ୟୋତିଷ ସମ୍ମିଳନୀରେ
Read More...

କୁଟୁରାପାଲି ହାଇସ୍କୁଲରେ ବ୍ଲକସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ

ଝାରମୁଣ୍ଡା : ଲୋଇସିଂହା ବ୍ଲକସ୍ତରୀୟ ବିଜ୍ଞାନମେଳା ଗତକାଲି କୁଟୁରାପାଲି ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୭୧ଟି ସ୍କୁଲରୁ ୧୦୫ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ସେଥିମଧ୍ୟରୁ ପ୍ରେମକୁମାର ସାହୁ, ରିଙ୍କୁ ବେହେରା, ସ୍ନେହାଙ୍ଗିନୀ ଷଡଙ୍ଗୀ, ପ୍ରତିମା ପ୍ରଧାନ, ଖୁସବୁ ବାରିକ,
Read More...

ଖରିଆର ଏନ୍‌ଏସି ୩୫୩ ରାସ୍ତା ପାର୍ଶ୍ଵରୁ ଜବରଦଖଲ ଉଚ୍ଛେଦ ଆରମ୍ଭ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖରିଆର ଏନ୍‌ଏସି ଜାତୀୟ ରାଜପଥ ୩୫୩ କଡ଼ରୁ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ଚାରି ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ଉପ ଜିଲ୍ଲାପାଳ, ଦୁଇ ତହସିଲଦାର, ଆର୍‌ଆଇ, ଖରିଆର ଏସ୍‌ଡିପିଓଙ୍କ ସମେତ ତିନି ଥାନା ଅଧିକାରୀ ଉପସ୍ଥିତ ଅଛନ୍ତି
Read More...

ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘରେ ଭିଜିଲାନ୍ସ ଚଢାଉ

ଭଞ୍ଜନଗର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର କ୍ଷୁଦ୍ର ଜଳସେଚନ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ଜଣାପଡିଛି । ଭୁବନେଶ୍ୱରର ଏକ ଭିଜିଲାନ୍ସ ଟିମ୍ ଭଞ୍ଜନଗର ଠାରେ ପହଁଚି ତଦନ୍ତ କରୁଛି । କାର୍ତ୍ତିକେଶ୍ୱରଙ୍କ ବାସଭବନରେ ଚଢାଉ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୩୨ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ
Read More...

ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ କ୍ଷେତ୍ର(ଏଲ୍‌ଡବ୍ଲ୍ୟୁଇ)ର ବିକାଶ

ନୂଆଦିଲ୍ଲୀ, (ପିଆଇବି) : ଭାରତ ସମ୍ବିଧାନର ସପ୍ତମ ଅନୁସୂଚୀ ଅନୁସାରେ, ‘ପୁଲିସ୍ ଏବଂ ଜନସାଧାରଣଙ୍କ ପାଇଁ ଶାନ୍ତି ଶୃଙ୍ଖଳା ରକ୍ଷା' ବ୍ୟାପାର ରାଜ୍ୟ ସରକାରଙ୍କ ନିକଟରେ ରହିଛି । ତେବେ, ବାମପନ୍ଥୀ ଉଗ୍ରବାଦ (ଏଲ୍‌ଡବ୍ଲ୍ୟୁଇ) ବିପଦକୁ ସମ୍ପୂର୍ଣ୍ଣ ଭାବରେ ସମାଧାନ କରିବା ପାଇଁ ୨୦୧୫ରେ ଏକ
Read More...

‘ବିର୍ସା ମୁଣ୍ଡା – ଜନଜାତୀୟ ନାୟକ’ ପୁସ୍ତକ ଉନ୍ମୋଚନ କଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବିଳାସପୁରସ୍ଥିତ ଗୁରୁ ଘାସିଦାସ ବିଶ୍ୱବିିଦ୍ୟାଳୟର କୁଳପତି, ପ୍ରଫେସର ଆଲୋକ ଚକ୍ରବାଲଙ୍କ ଲିଖିତ ପୁସ୍ତକ “ବିର୍ସା ମୁଣ୍ଡା - ଜନଜାତୀୟ ନାୟକ'ର ଉନ୍ମୋଚନ କରିଛନ୍ତି । ଏହି ଅବସରରେ
Read More...

ବେଲପଡା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ ଏବଂ ଡାକ୍ତରଖାନା ପରିଦର୍ଶନ

ବେଲପଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକରେ ନବ ନିର୍ବାଚିତ ଅଧ୍ୟକ୍ଷା କୁମାରୀ ଟିନା କୁମ୍ଭାର ଏବଂ ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟା ଏବଂ ସଭ୍ୟମାନେ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ
Read More...

ଯୁବକଣ୍ଠ ଶିଳ୍ପୀ ସୁମନଙ୍କ ଶୁଭ ମନାସି ସାମୂହିକ ଦୀପ ପ୍ରଜ୍ୱଳନ

ମ.ରାମପୁର, (ହେମନ୍ତ ସାହୁ) : କିଡ଼ନୀ ରୋଗରେ ଆକ୍ରାନ୍ତ ଯୁବକଣ୍ଠ ଶିଳ୍ପୀ ସୁମନ ଶେଖରଙ୍କ ପାଇଁ ଏବେ ଚାରିଆଡ଼େ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ଅର୍ଥ ସଂଗ୍ରହ କରି ସୁମନଙ୍କୁ ସହାୟତାର ହାତ ବଢାଉଛନ୍ତି ସୁମନ ପ୍ରେମୀମାନେ । ଗତକାଲି ସୁମନଙ୍କ ବାପା ରମେଶଚନ୍ଦ୍ର ମିଶ୍ର ଜଣେ ଆଦର୍ଶ
Read More...

ସରସ୍ୱତୀ ବେଶରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେଲେ ବିଶ୍ୱବନ୍ଦନୀୟା ମା’ ତାରାତାରିଣୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱବନ୍ଦନୀୟା ମା’ ତାରାତାରିଣୀଙ୍କ ଚୈତ୍ରପର୍ବ ମଙ୍ଗଳବାର ତୃତୀୟ ପାଳି ଅବସରରେ ସରସ୍ବତୀ ବେଶରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ସୋମବାର ରାତି ସାଢେ ୧ଟାରେ ମନ୍ଦିର ଦ୍ୱାର ଫିଟା ପରେ ଦେବୀଙ୍କ ବିଧିବଦ୍ଧ ନୀତିକ୍ରାନ୍ତି ଅନୁଷ୍ଠିତ
Read More...