Monthly Archives

April 2022

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୧୪ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୫ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ଅଂଶୁଘାତ ପାଇଁ ଗାଁ ଗାଁ ବୁଲି ଲୋକଙ୍କୁ ଯୁବକ କରୁଛନ୍ତି ସଚେତନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ପଞ୍ଚାୟତ ଅଧିନରେ ଥିବା ଯୁବାଖୋଲ ଗ୍ରାମର ଯୁବକ ଆଶିଷ ଜ୍ୟୋତିଷ ଅଂଶୁଘାତ ରୋକିବା ପାଇଁ ପ୍ଲାକାର୍ଡ ଓ ଛତାଟିଏ ଧରି ଗ୍ରାମରେ ଅନେକ ସ୍ଥାନରେ ବୁଲି ବୁଲି ଲୋକଙ୍କୁ ସଚେତନ କରିଥିଲେ
Read More...

ପାଇକମାଲ ବ୍ଲକ ପ୍ରଶାସନର ଚରମ ଅବହେଳା ଅଭିଯୋଗ : ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କୁ ପାଉଣା ଏପର୍ଯ୍ୟନ୍ତ ମିଳିନି

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିକଟ ଅତୀତରେ ସମାପ୍ତ ହୋଇଥିବା ତ୍ରିସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନରେ ଅନେକ କର୍ମଚାରୀ ନିୟୋଜିତ ହୋଇଥିଲେ ଏବଂ ତାଙ୍କ ନିଷ୍ଠାପର ଉଦ୍ୟମ ପାଇଁ ନିର୍ବାଚନ ମଧ୍ୟ ସୂଚାରୁ ରୂପେ ସଂପାଦନ ହୋଇସାରିଛି । କିନ୍ତୁ ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ ଯେ
Read More...

ଏଜି ଅଫିସ ଏକାଉଣ୍ଟସ୍ ଏସୋସିଏସନ୍‌ ଉପସଭାପତି ହେଲେ ସୁକାନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଚନ୍ଦନଭାଟି ଗ୍ରାମରେ ଜନ୍ମିତ ସୁକାନ୍ତ ପାଣିଗ୍ରାହୀ ଏଜି ଅଫିସ୍ ଏକାଉଣ୍ଟସ୍ ଏସୋସିଏସନ୍‌ର ଉପସଭାପତି ଭାବେ ନିର୍ବାଚିତ ହୋଇ ବଲାଙ୍ଗିର ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ଶ୍ରୀ ପାଣିଗ୍ରାହୀ କ୍ରିଡାବିତ ଭାବରେ ବେଶ୍ ଜଣାଶୁଣା ତଥା
Read More...

ସବ କଲେକ୍ଟର କାର୍ଯ୍ୟାଳୟ ସମ୍ମୁଖରେ ତୃତୀୟ ଦିନରେ ଚାଷୀ ଆନ୍ଦୋଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ''ଜାନ ଯାଉ ଯାଉ ଜୀବନ ଯାଉ, ଆମର ଆନ୍ଦୋଳନ ଟା ଜାରି ରହୁ ! ବିଦ୍ୟୁତ ବିଲ ଛାଡ଼ ହଉ ଇନ୍ସୁରାନ୍ସ ପଇସା ଜଲଦି ମିଳୁ, ଜାନ ଯାଉ ଯାଉ ଜୀବନ ଯାଉ ।'' ଉକ୍ତ ନାରା ଦ୍ୱାରା ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଆନ୍ଦୋଳନ ସ୍ୱର କମ୍ପନ ହୋଇଥିଲା ଏବଂ ସମସ୍ତ ଚାଷୀ
Read More...

ହରିଶଙ୍କରଠାରେ ମିଶନ ଶକ୍ତି ପାନ୍ଥନିବାସ ଓ କାଫେ ବିଧାୟକ ସରୋଜ ମେହେର ଏବଂ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ଵାରା…

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଖପ୍ରାଖୋଲ ବ୍ଲକ ହରିଶଙ୍କରଠାରେ ମିଶନ ଶକ୍ତି ପାନ୍ଥ ନିବାସ ଓ କାଫେ ସୋମବାର ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଖପ୍ରାଖୋଲ ବିଡ଼ିଓ ରଶ୍ମିରଞ୍ଜନ ରାଉତ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ପାଟଣାଗଡ଼ ବିଧାୟକ ସରୋଜ
Read More...

ଅସହାୟ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ଏକ ଶବକୁ ସସମ୍ମାନର ସହ ସତ୍କାର କରାଯାଇଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଘରଲାର ରମେଶ ଝାଙ୍କର ବହୁ ଦିନରୁ ବଲାଙ୍ଗିର କାରାଗାରରେ ଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ
Read More...

ସାର୍ବଜନୀନ ସେବା କେନ୍ଦ୍ରର ନେଟୱର୍କ ତିଆରି

ନୂଆଦିଲ୍ଲୀ, (ପିଆଇବି) : ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଡିଜିଟାଲ୍ ଇଣ୍ଡିଆ କାର୍ୟ୍ୟକ୍ରମ ଅଧୀନରେ ସାର୍ବଜନୀନ ସେବା କେନ୍ଦ୍ର (ସିଏସ୍ସି)ର ନେଟୱର୍କ ତିଆରି କରିଛନ୍ତି । ସିଏସ୍ସି ପ୍ରକଳ୍ପ ଗୁଡିକରେ ନାଗରିକମାନଙ୍କୁ ବିଭିନ୍ନ ସରକାରଙ୍କଠାରୁ ନାଗରିକ (ଜିଟୁସି)
Read More...

ଇସ୍ରୋକୁ ସହାୟତା ନିମିତ୍ତ ନୂଆ ଗବେଷଣା କେନ୍ଦ୍ର ସ୍ଥାପନ କରାଯିବ

ନୂଆଦିଲ୍ଲୀ, (ପିଆଇବି) : ଇସ୍ରୋର ଗବେଷଣା କ୍ଷେତ୍ରକୁ ସହାୟତା କରିବା ନିମିତ୍ତ ଦେଶରେ ନୂଆ ନୂଆ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଚାହୁଁଛନ୍ତି ବୋଲି କେନ୍ଦ୍ର ଆଣବିକ ଶକ୍ତି ଏବଂ ମହାକାଶ ଗବେଷଣା ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ପ୍ରକାଶ କରିଛନ୍ତି । ଏକ
Read More...

ନିର୍ଭୟା ପାଣ୍ଠିରୁ ୨୦୨୧-୨୨ରେ ଓଡ଼ିଶାକୁ ମିଳିଛି ୨୬.୫୪ କୋଟି ଟଙ୍କା

● ‘ୱାନ ଷ୍ଟପ୍ ସେଣ୍ଟର’ ଖୋଲିବା ଏବଂ ପରିଚାଳନା ଲାଗି ହୋଇଛି ଅର୍ଥ ବିନିଯୋଗ● ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନିର୍ଭୟା ପାଣ୍ଠିରେ ମୋଟ୍ ୬୨୧୨.୮୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି ନୂଆଦିଲ୍ଲୀ, (ପିଆଇବି) : ନିର୍ଭୟା ପାଣ୍ଠି ମାଧ୍ୟମରେ କେନ୍ଦ୍ର ସରକାର ୨୦୨୧-୨୨ ରେ
Read More...