Monthly Archives

April 2022

ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗତକାଲି ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ରବି ଋତୁର ଧାନ ସଂଗ୍ରହ ପାଇଁ ପୂର୍ବ ଭଳି ପ୍ରାଥମିକ କୃଷି ସମବାୟ ସମିତି ଓ
Read More...

ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୨୨ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୯ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ଉତ୍କଳ ସ୍ନେହୀ ମହିଳା ସମିତିର ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ଵ ସ୍ଵାସ୍ଥ୍ୟ ଦିବସ ଅବସରରେ ଉତ୍କଳ ସ୍ନେହୀ ମହିଳା ସମିତି ଓ ଗୋପବନ୍ଧୁ ପାଠାଗାରର ମିଳିତ ସହଯୋଗରେ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡା. ଜି. ଏନ୍.
Read More...

ରମ୍ଭା ଏନ୍‌ଏସିର ଅପ୍ରତିଦ୍ୱନ୍ଦି ଉପାଧ୍ୟକ୍ଷ ଭାବେ କାଳିଆ ତରାଇ ନିର୍ବାଚିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗୁରୁବାର ଦିନ ରାଜ୍ୟ ନିର୍ବାଚନ କମିଶନଙ୍କ ଘୋଷିତ ଓ ନୀତି ନିୟମ ଭିତ୍ତି କରି ୧୧ ନମ୍ବର ୱାର୍ଡର କାଉନସିଲର ନିର୍ଦ୍ୱନ୍ଦ୍ୱ ଭାବେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଫିସର ଜ୍ୟୋତିର୍ମୟ ଦାସଙ୍କ ଠାରୁ ପ୍ରକାଶ । ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପିର
Read More...

ଗଞ୍ଜାମ ଏନ୍‌ଏସିରେ ଉପାଧ୍ୟକ୍ଷ ହେଲେ ବିଜେଡି କାଉନ୍‌ସିଲର୍‌ ସୁରେନ୍ଦ୍ର ବାରିକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସିରେ ଗୁରୁବାର ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୱାର୍ଡ ନଂ ୧ ବିଜେଡି କାଉନ୍‌ସିଲର୍‌ ସୁରେନ୍ଦ୍ର ବାରିକ ଉପାଧ୍ୟକ୍ଷ ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଉପାଧ୍ୟକ୍ଷ ପାଇଁ ବିଜେଡିର ଏକ ମାତ୍ର ପାର୍ଥୀ
Read More...

ଢେଙ୍କାନାଳ ଜିଲ୍ଲା ୱେବ୍ ମିଡ଼ିଆ ସାମ୍ବାଦିକ ସଙ୍ଘର କଙ୍କଡ଼ାହାଡ଼ ଠାରେ ନୂତନ ଶାଖା ଅନୁଷ୍ଠିତ

କଙ୍କଡ଼ାହାଡ, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ ଠାରେ ଥିବା ସମସ୍ତ ସାମ୍ବାଦିକ ମାନଙ୍କୁ ନେଇ ଏକ ନୂତନ ୱେବ୍ ମିଡ଼ିଆ ସାମ୍ବାଦିକ ସଙ୍ଘ ଗଠନ କରାଯାଇଥିଲା । ଏଠାରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲା ୱେବ୍ ମିଡ଼ିଆ ସାମ୍ବାଦିକ ସଙ୍ଘର କାର୍ଯ୍ୟରତ ସଭାପତି
Read More...

ସ୍କୁଲ ନଳକୂପ ଅଚଳ ବୋଲି ମଧ୍ୟାହ୍ନ ଭୋଜନ ରନ୍ଧା ହେଉନି : ପିଲାଏ ଖାଉଛନ୍ତି ବିସ୍କୁଟ

ଦେଓଗାଁ, (ମନୀଷ କୁମାର ସାହୁ) : କରୋନା କଟକଣା ହଟିବା ପରେ ଏବେ ସ୍କୁଲଗୁଡ଼ିକରେ ମଧ୍ୟାହ୍ନ ଭୋଜନ ଆରମ୍ଭ ହୋଇଛି । କିନ୍ତୁ ଦେଓଗାଁ ବ୍ଲକ୍ ଦେଷଣ୍ଡ ପଞ୍ଚାୟତ ଗମ୍ଭାରୀମାଲ ପ୍ରକଳ୍ପ ଉଚ୍ଚପ୍ରାଥମିକ ସ୍କୁଲରେ ଥିବା ନଳକୂପ ଅଚଳ ହୋଇଥିବାରୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପ୍ରଭାବିତ ହୋଇଛି ।
Read More...

ଆଗଲପୁର ବ୍ଲକସ୍ତରୀୟ ବିଜ୍ଞାନ ମେଳା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗାଲପୁର ବ୍ଲକସ୍ତରୀୟ ବିଜ୍ଞାନ ମେଳା ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ନଅଗାଁ (ଖ)ଠାରେ ହୋଇଯାଇଅଛି । ଆୟୁଷ୍ମାନ ନାଏକ, ଅମରେଶ ପଟେଲ ପ୍ରତିଭା ପାଇକ ଚନ୍ଦନ, ରିତିକ ରୋଶନ ପଟେଲ, ସ୍ୱେତାରାଣୀ ଭୋଇ, ଲିପୁନ ସାହୁ ଏହି ଛଅ ଜଣ ଜିଲ୍ଲାସ୍ତରକୁ ମନୋନିତ
Read More...

ଓଡ଼ିଶା ସ୍ୱତନ୍ତ୍ର ଅଲମ୍ପିକ୍ସ ଭାରତ ଦ୍ୱାରା ଦିବ୍ୟାଙ୍ଗମାନଙ୍କ ନିମନ୍ତେ ‘ହେଲ୍‌ଦି ଆଥଲେଟସ୍‌’ କାର୍ଯ୍ୟକ୍ରମ ଓ ଅମୃତ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱସ୍ୱାସ୍ଥ୍ୟ ଦିବସ ଅବସରରେ ସ୍ଥାନୀୟ ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଲାଟଲ୍‌ ପ୍ରେକ୍ଷାଳୟରେ ଦିବ୍ୟାଙ୍ଗମାନଙ୍କ ନିମନ୍ତେ ହେଲ୍‌ଦି ଆଥ୍‌ଲେଟସ୍‌ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱାଧୀନତାର ୭୫ତମ ଅମୃତ ମହୋତ୍ସବ ଅବସରରେ ସ୍ୱତନ୍ତ୍ର
Read More...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ପଂଚାୟତ ସମିତି ନୋଡାଲ ହାଇସ୍କୁଲରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡିଓ ଚନ୍ଦ୍ରମଣି ନାଗ ଓ
Read More...