Monthly Archives

April 2022

ଦିବଂଗତ କୃପାନିଧି ପଣ୍ଡାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୬ ତାରିଖ ଦିନ ପଦ୍ମପୁର ନିବାସୀ ଅବସରପ୍ରାପ୍ତ କାଇମବ୍ରାଞ୍ଚ ଡିଏସ୍‌ପି କୃପାନିଧି ପଣ୍ଡାଙ୍କ ସାଲେପୁରଠାରେ ଦେହାନ୍ତ ହୋଇଥିଲା । ସ୍ୱର୍ଗତ ପଣ୍ଡାଙ୍କ ଉଦ୍ଦେଶ୍ୟରେ ଗତକାଲି ସନ୍ଧ୍ୟାରେ ପଦ୍ମପୁର ଟାଉନ ବ୍ଲକଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
Read More...

ମାନବିକତା ଦେଖାଇଲେ ବିଜେଡି ବ୍ଲକ ସଭାପତି : ଫେରାଇଲେ ଲକ୍ଷାଧିକ ମୂଲ୍ୟର ଜିନିଷ

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ସାହୁଙ୍କ ମାନବିକତାକୁ ନେଇ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି । ଶ୍ରୀ ସାହୁ କେସିଙ୍ଗାକୁ ନିଜର ଜଣେ ବ୍ୟକ୍ତିଙ୍କୁ ଆଣିବାକୁ ଯାଇଥିବା ବେଳେ ଉକ୍ତ ବ୍ୟକ୍ତିଙ୍କ ବ୍ୟାଗକୁ ଅନ୍ୟ ଜଣେ ନେଇ ତାଙ୍କ ବ୍ୟାଗ
Read More...

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକଙ୍କ ଅକାଳ ବିଯୋଗରେ ପାଟଣାଗଡ଼ ଯୁବ ପତ୍ରକାର ସଂଘ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ପୁର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବିଜେପି ଜିଲ୍ଲା ସଭାପତି ସମାଜସେବୀ ଭକ୍ତବନ୍ଧୁ ନାଏକଙ୍କ ଅକାଳ ବିଯୋଗରେ ପାଟଣାଗଡ଼ ଉପଖଣ୍ଡ ଯୁବ ପତ୍ରକାର ସଂଘ ପକ୍ଷରୁ ଏକ ଶୋକସଭା ପ୍ରତ୍ୟୁଷ ରଞ୍ଜନ ଖମାରୀଙ୍କ ବ୍ୟାଙ୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘ
Read More...

+୨ ମେଧାବୀଙ୍କୁ ଲାପ୍‌ଟପ୍‌ ସହାୟତା ଆବେଦନ ତାରିଖ ବୃଦ୍ଧି ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ସରକାରଙ୍କ ତରଫରୁ ବହୁ ମେଧା ଓ ମେଧାବୀଙ୍କ ମୂଲ୍ୟାୟନ କରାଯାଉଛି । ସଂପ୍ରତି ମେଧାବୀ ଛାତ୍ରଛାତ୍ରୀଙ୍କୁ ଓଡିଶା ସରକାର +୨ର ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପ୍‌ଟପ୍‌ ପ୍ରଦାନ ପାଇଁ ସହାୟତା ରାଶି ପ୍ରଦାନ କର‍ଯିବା ନିମନ୍ତେ ଏକ ତାଳିକା ପ୍ରକାଶିତ
Read More...

ବିଘ୍ନରାଜ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଶୁକୃ ପୁଟେଲ ଗିରଫ୍‌, କୋର୍ଟ ଚାଲାଣ କଲା ପୋଲିସ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବିଘ୍ନରାଜ ପୁଟେଲ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଶୁକୃ ପୁଟେଲକୁ ଗିରଫ୍‌ କରି ପୋଲିସ କୋର୍ଟ ଚାଲାଣ କରିଥିବା ପାଟଣାଗଡ଼ ଏସ୍‌ଡ଼ିପିଓ ଜ୍ୟୋତିର୍ମୟ ଭୁକ୍ତା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୮ ତାରିଖ ଦିନ ତମିଆଁ ଗାଁର ବିଘ୍ନରାଜ ପୁଟେଲ
Read More...

ନୀଳଗିରିରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଯିବା ଘଟଣାକୁ ତୀବ୍ର ନିନ୍ଦା : ନିରପେକ୍ଷ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଲେଶ୍ୱର ଜିଲ୍ଲା ନୀଲଗିରିର କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ସେଠିକାର ପୋଲିସ ମିଥ୍ୟା ମାମଲାରେ ଫସାଇ ନିର୍ଯ୍ୟାତନା ଦେବା ସହିତ ହସ୍‌ପିଟାଲରେ ତାଙ୍କ ଗୋଡରେ ବେଡ଼ି ପକାଇ ରଖାଯିବା ଘଟଣାକୁ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ନିନ୍ଦା
Read More...

ଫାଟିଲା ପାଣି ପାଇପ : ଦୁଷିତ ପାଣି ପିଉଛନ୍ତି ଗ୍ରାମବାସୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଷ୍ଟେସନ ବଜାରଠାରୁ ମାତ୍ର ୨୦୦ ମିଟର ଦୂର ଡେଲାଙ୍ଗ - ବ୍ରହ୍ମଗିରି ରାସ୍ତା ମଝିରେ ପାଣି ପାଇପ ଫାଟିଯିବାରୁ ରାସ୍ତାଉପରେ ପାଣି ଜମିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଅନ୍ୟପଟେ ପାନୀୟଜଳ ପାଇବା ପାଇଁ
Read More...

ଗୋଠ ଛଡା ଦନ୍ତା ହାତୀର ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ନିକଟସ୍ଥ ଭବାନୀପୁର ଗାଁରେ ହାତୀ ଆକ୍ରମଣ ଫଳରେ ଜଣେ ବୃଦ୍ଧଙ୍କ ଜୀବନ ଚାଲିଯାଇଥିବା ଖବର ମିଳିଛି । ମୃତକ ଜଣଙ୍କ ସେହି ଗାଁ ନୀଳମଣି ସେଣ ବୋଲି ଜଣାପଡିଛି । ସୂଚନାନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଭବାନୀପୁର ଗାଁର ନୀଳମଣି ସେଣ ଘର ବାହାରେ
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଏସିଡ୍ ଆଟାକ୍ ଅଭିଯୋଗ

ଭଦ୍ରକ : ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ସିଲନ୍ଦୀ ଗାଁରେ ଔଷଧ ଆଣିବାକୁ ଯାଇଥିବା ଯୁବକଙ୍କୁ ଡାକି ନେଇ ଜନଶୂନ୍ୟ ଅଞ୍ଚଳରେ ତାଙ୍କ ନିକଟ ସମ୍ପର୍କୀୟ ଏସିଡ୍ ଆଟାକ୍ କରିଥିବା ଅଭିଯୋଗ ହୋଇଛି । ଯୁବକ ଜଣ ସଲନ୍ଦର ଗ୍ରାମର ପାର୍ଥସାରଥ ଜୋନା ବୋଲି ଜଣାପଡିଛି । ପାର୍ଥଙ୍କୁ ଗୁରୁତର
Read More...

ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର

ଉଦଳା : ଉଦଳା ଥାନା ମଧୁପୁର ଜଙ୍ଗଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସୂଚନାନୁଯାୟୀ, ମଧୁପୁର ଜଙ୍ଗଲ ଭିତରେ ଏକ ଛୋଟ ଲତା ଗଛରେ ଜଣେ ଯୁବତୀଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟ
Read More...