Monthly Archives

April 2022

ଓଡିଶା ସାହିତ୍ୟ ଏକାଡେମୀର ହେମନ୍ତ ସ୍ମୃତି ସାରସ୍ୱତ ସମାରୋହ ସଂପନ୍ନ

ସମ୍ବେଦନଶୀଳତା ଓ କଳ୍ପନାକୁ ନେଇ ସାହିତ୍ୟ ସୃଷ୍ଟି : ଦାଶ ବେନହୁର ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ବେଦନଶୀଳତା ଓ କଳ୍ପନାକୁ ନେଇ ସାହିତ୍ୟ ସୃଷ୍ଟି । ସାହିତ୍ୟ ସମାଜକୁ ଅନ୍ଧାରରୁ ଆଲୋକକୁ ଆଣେ । ସାହିତ୍ୟିକ ମାନେ ନିଜ ଭାବକୁ କଲମମୁନରେ ପ୍ରକାଶ କରି ସାହିତ୍ୟକୁ ବିଭବମୟ
Read More...

ବରଗଡ ଡିଷ୍ଟ୍ରିକ୍ଟ ପ୍ରୀମିୟର ଲିଗ୍ କ୍ରିକେଟ ପ୍ରତିଯୋଗିତା ଆସନ୍ତା ମଇ ୭ ତାରିଖରୁ

ଏପ୍ରିଲ ୧୨ ତାରିଖରେ ଖେଳାଳୀ ଚୟନପାଞ୍ଚୋଟି ଦଳର ଆଇକନ ଖେଳାଳୀ ଘୋଷିତ ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡର ଚର୍ଚ୍ଚିତ ଦିବା ରାତ୍ର କ୍ରିକେଟ ପ୍ରତିଯୋଗିତା ବରଗଡ ଡିଷ୍ଟ୍ରିକ୍ଟ ପ୍ରୀମିୟର ଲିଗ୍ (ବି. ଡି. ପି.ଏଲ) କ୍ରିକେଟ ପ୍ରତିଯୋଗିତା ଆସନ୍ତା ମଇ ୭ ତାରିଖରୁ ଆରମ୍ଭ ହୋଇ ମଇ ୧୪
Read More...

୧୬ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‌ଯାପିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୧୬ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଓଡିଶା ସମେତ ୨୪ଟି ରାଜ୍ୟ ଅଂଶଗ୍ରହଣ କରିଥିଲେ । ୪୨୦ଟି ଷ୍ଟଲରେ ବିଭିନ୍ନ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ବିକ୍ରି ତଥା ପ୍ରଦର୍ଶିତ ହୋଇଥିଲା । ୧୦ଦିନ ଧରି ଚାଲିଥିବା ଏହି
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୪୪ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ
Read More...

ସାପଲହରଠାରେ ସରସ୍ୱତୀ ଶିଶୁ ମନ୍ଦିରରେ ଛାତ୍ର ଛାତ୍ରୀଙ୍କ ଶ୍ରୀରାମ ନବମୀ ଉତ୍ସବ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସାପଲହର ଗ୍ରାମଠାରେ ଲଖମରା ଶିଶୁ ବିଦ୍ୟା ମନ୍ଦିରଙ୍କ ଆନୁକୂଲ୍ୟରେ ସାପଲହରଠାରେ ଶ୍ରୀରାମ ନବମୀ ଉତ୍ସବ ମହାସମାରୋହରେ ପାଳନ କରାଯାଇଥିଲା । ଏଥିରେ ଶିଶୁ ବିଦ୍ୟା ମନ୍ଦିରର ଭାଇଭଉଣୀମାନେ ଉପସ୍ଥିତ ରହି ରାମ, ଲକ୍ଷ୍ମଣ, ସୀତା, ହନୁମାନ ଆଦି
Read More...

୩୩ତମ ବାର୍ଷିକ ଅଷ୍ଟଦଣ୍ଡ ମିଳନ ସମାରୋହ ଉଦ୍‌ଯାପିତ : ହଜାର ହଜାର ଭକ୍ତଙ୍କ ସମାଗମ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଏପ୍ରିଲ ୦୧ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ମା' କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ବନ୍ଦ ହୋଇ ରହିଥିଲା । ଏହି ପରିପ୍ରେକ୍ଷୀରେ ପୂର୍ବବର୍ଷ ଭଳି ଚଳିତ
Read More...

ଘୋରଡ଼ିଆ ଯଜ୍ଞାଶ୍ରମ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ରାମନବମୀ ଅବସରରେ ସାଉରିଆ ପଞ୍ଚାୟତ ଅନ୍ତର୍ଗତ ଘୋରଡ଼ିଆ ଗ୍ରାମର ବାରବାଟୀ ଯଜ୍ଞାଶ୍ରମ ପୀଠରେ ୫ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ୪୦ତମ ବାର୍ଷିକ ଶ୍ରୀ ଶ୍ରୀ ରାମ ବିଶ୍ଵଶାନ୍ତି ମହାଯଜ୍ଞର ରବିବାର ଦିନ ପୂର୍ବାହ୍ନରେ ଶୁଭାରମ୍ଭ
Read More...

ଭାରତୀୟ ଶିକ୍ଷଣ ମଣ୍ଡଳର ପ୍ରତିଷ୍ଠା ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ଶିକ୍ଷଣ ମଣ୍ଡଳର ପ୍ରତିଷ୍ଠା ଦିବସ ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ସମ୍ମିଳନୀ କକ୍ଷରେ ବଲାଙ୍ଗିର ଶାଖା ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ପଣ୍ଡିତ ଟିକେଶ୍ୱର ଗୁରୁ,
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୧୧ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷ ରୁ ୧୪ ବର୍ଷ ନିମନ୍ତେ ୦୪ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ମୁଣ୍ଡୋମହୁଲ୍ ଗାଁରେ ରାମ ନବମୀ ପୂଜାନୋତ୍ସବ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡୋମହୁଲ୍ ଗାଁରେ ଆଜି ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ରାମ ନବମୀ ପୂଜାନୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଜଣେ ରାମଭକ୍ତ କୁଳମଣି ମଲ୍ଲିକଙ୍କ ଘରେ ଦୀର୍ଘ ବର୍ଷରୁ ଚୈତ୍ର ମାସ ନବମୀ ତିଥିରେ ରାମ ନବମୀ ପୂଜାର୍ଚ୍ଚନା
Read More...