Monthly Archives

April 2022

ପୋଖରୀ ସଫା କରିବା ହେଲା କାଳ : ଯୁବକ ମୃତ

ବୌଦ୍ଧ, (ବଂଶୀଧର ମାଝୀ) : ପୋଖରୀ ସଫା କରିବା ହେଲା କାଳ । ଏହି ପରି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ପୋଲସାଗୋରା ଗ୍ରାମରେ । ଗ୍ରାମର ପୋଖରୀ ସଫା କରୁଥିବା ବେଳେ ବୁଡି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ବାଘମୁଣ୍ଡା ଗ୍ରାମର ସୁଶାନ୍ତ ନାଏକ ବୋଲି
Read More...

ପତ୍ନୀକୁ କଟୁରୀରେ ହାଣିଲା ସ୍ୱାମୀ

କୋଣାର୍କ : ଗୋପ ଥାନା ବେଗୁନିଆ ଛକରେ ଏକ ଅଭାବନୀୟ ଘଟଣା ଘଟିଥିବା ଖବର ମିଳିଛି । ଦାମାନ୍ୟ ବଚସାରୁ ସ୍ତ୍ରୀକୁ ହାଣି ଦେଲା ସ୍ୱାମୀ । ସ୍ତ୍ରୀ ମନ୍ଦାକିନୀକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସ୍ବାମୀ ବୈରାଗୀ ବେହେରା ଗୋପ ଥାନାରେ
Read More...

କୋଣାର୍କ ଏକ୍ସପ୍ରେସ୍‌ ମାଡି ଯିବାରୁ ଚାଲିଗଲା ୫ ଜଣ ଯାତ୍ରୀଙ୍କ ଜୀବନ

ଶ୍ରୀକାକୁଲମ୍ : ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାର ଚିପୁରିପାଲ୍ଲି ଷ୍ଟେସନ୍ ନିକଟରେ କୋଣାର୍କ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଷ୍ଟେସନ୍‌ରୁ ଓହ୍ଲାଇ ଟ୍ରେନ୍‌ ଲାଇନ୍‌ ଉପରେ ଯାତ୍ରୀ ମାନେ ଯାଉଥିବା ବେଳେ ଦୁର୍ଘଟଣା ଘଟି ୫ଜଣଙ୍କର ଜୀବନ
Read More...

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ପରୀକ୍ଷାଗୁଡ଼ିକ ସକାଳୁଆ କରିବାକୁ ଦାବୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ଗୁଡ଼ିକ ପ୍ରଥମେ ପୂର୍ବାହ୍ନ ଦଶଟାରୁ କରିବା ପାଇଁ ସ୍ଥିର କରାଯାଇଥିଲା ଓ ଆଶ୍ଚର୍ଯ୍ୟର ବିଷୟ, ପରେ ପୁଣି ମଧ୍ୟାହ୍ନ ଦୁଇଟାରେ କରିବା ପାଇଁ ହଠାତ୍ ନିଷ୍ପତ୍ତି ନିଆଯାଇଛି ।
Read More...

ଆଷ୍ଟ୍ରୋହବ ଜ୍ୟୋତିଷ ଗବେଷଣା କେନ୍ଦ୍ରର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର କୋର୍ଟ ଷ୍ଟେସନସାହି ସ୍ଥିତ ଆଷ୍ଟ୍ରୋହବ ଜ୍ୟୋତିଷ ଗବେଷଣା କେନ୍ଦ୍ରର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବ ରବିବାର ପବିତ୍ର ରାମନବମୀ ତିଥୀରେ ଭେଙ୍କଟ ମହାଲକ୍ଷ୍ମୀ କୋଠଘର ପରିସରରେ ଅନୁଷ୍ଠିତ ହୋଇଯାଇଛି । କେ.ପି. ଜ୍ୟୋତିଷ ଶାସ୍ତ୍ରଜ୍ଞ ଦୀପକ
Read More...

ସୁସ୍ଥ ଓଡ଼ିଶା ଅଭିଯାନ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ସୁସ୍ଥ ଓଡ଼ିଶା ଅଭିଯାନ ସ୍ୱରୂପ ନବ ନିର୍ମିତ କେନ୍ଦୁଝର ଓ ସୁନ୍ଦରଗଡ ମେଡିକାଲ କଲେଜରେ ବିଶେଷଜ୍ଞଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ମେଡିକାଲ କଲେଜରେ ମେଡିସିନ, ଆନାଟୋମି, ଫାର୍ମାକୋଲୋଜି, ସର୍ଜରୀ, ଅସ୍ଥିଶଲ୍ୟ, ସ୍ତ୍ରୀ ଓ
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଲୋକାର୍ପିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ନବନିର୍ମିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୁରୀ ଜିଲ୍ଲା ପାଇଁ ଆଜି ହେଉଛି ଏକ ଐତିହାସିକ ଦିବସ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ
Read More...

ଚତୁର୍ଥ ବାର୍ଷିକ ଦଣ୍ଡ ମେଳଣ ଉତ୍ସବ ଅନୁଷ୍ଠିତ

ଅଣ୍ଡାଗ୍ରାମ, (କେପିଏନ୍‌ଏସ୍‌) : ଅଣ୍ଡାଗ୍ରାମରେ ଦଣ୍ଡ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଞ୍ଚଟି ଗ୍ରାମର ମଣିମା ଭଗବାନ ଦଣ୍ଡାୟନ ମାନ ଥିଲେ ସର୍ବେପ୍ରଥେମେ ଅଣ୍ଡା ଗ୍ରାମର ହିରନ୍ୟ ଗର୍ଭସ୍ୟ ଶ୍ରୀ ଶାଳେଶ୍ୱର ଦେବ ଥାନାପତି ହୋଇଥିବା ସହିତ ତା' ପଛକୁ ହଳଦିଆପଡ଼ା ଗ୍ରାମର ଆରାଧ୍ୟା
Read More...

ଉତ୍କଳ ପ୍ରତିଭା ସମ୍ମାନ ସମାରୋହ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେନ୍ଟସ୍ ଇଣ୍ଡିଆ ଓ ଇଣ୍ଡିଆନ ବିଉଟିସିଆନ ୱେଲଫେୟାର ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ଉତ୍କଳ ପ୍ରତିଭା ସମ୍ମାନ ସମାରୋହ ସେକ୍ଟର ୨ସ୍ଥିତ ସେହେନାଇ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର
Read More...

ତାଳବାହାଳୀରେ ଶ୍ରୀରାମ ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଦିନେ ରାମନାମ ଜପକରି ଦସ୍ୟୁ ରତ୍ନାକର ମହର୍ଷି ବାଲ୍ମୀକି ରୂପରେ ପରିଣତ ହୋଇଥିବା ବେଳେ ପ୍ରଭୁ ଶ୍ରୀରାମଙ୍କ ପଦ ସ୍ପର୍ଶରେ ଅଭିଶପ୍ତିନି ପାଷାଣୀ ଅହଲ୍ୟା ନିଜ ପୂର୍ବରୂପ ଫେରି ପାଇଥିଲେ । ତେଣୁ ମଣିଷ ଜୀବନକୁ ସାର୍ଥକ କରିବାକୁ ହେଲେ ଆମ ସମସ୍ତଙ୍କୁ
Read More...