Monthly Archives

April 2022

ପାଟଣାଗଡ ବ୍ଲକରେ ମିଶନ ଶକ୍ତି ଭବନର ଶୁଭ ଭିତ୍ତିପ୍ରସ୍ଥର ସ୍ଥାପନ

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜି ପାଟଣାଗଡ ବ୍ଲକରେ ମିଶନ ଶକ୍ତି ଭବନର ଶୁଭ ଭିତ୍ତି ପ୍ରସ୍ଥର ବିଧାୟକ ସରୋଜ କୁମାର ମେହେରଙ୍କ କରକମଳରେ ସ୍ଥାପନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପାଟଣାଗଡ
Read More...

ପ୍ରଗତି ଉତ୍କଳ ସଂଘରେ ଅରୁଣ ରଥଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘର ପୂର୍ବତନ ସଭାପତି ବର୍ତ୍ତମାନର ଜଣେ ସକ୍ରୀୟ ଉପଦେଷ୍ଟା ତଥା ଜଣେ ସଚ୍ଚା ଓଡ଼ିଆ ପ୍ରେମୀ ଅରୁଣ କୁମାର ରଥଙ୍କ ରାଉରକେଲା ଗସ୍ତ ଅବସରରେ ଅନୁଷ୍ଠାନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।
Read More...

ନିଜ ଗାଁକୁ ଫେରୁଥିବା ସମୟରେ ଲୋଇସିଂହାର ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡିକୁ ଆକ୍ରମଣ

ଲୋଇସିଂହା, (କେପିଏନ୍‌ଏସ୍‌) : ବାଦିବାହାଲରୁ ନିଜ ଗାଁକୁ ଫେରୁଥିବା ସମୟରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡିକୁ ବଲାଙ୍ଗିର ସମ୍ବଲପୁର ଏନ୍‌ଏଚ୍‌ ୨୬ର ବୁର୍ଡା ଛକରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ତେବେ ୨ ଜଣ ଯୁବକ ବିଧାୟକଙ୍କ ଗାଡି ଉପରକୁ ଢେଲା ମାଡି କରିଥିବା ବେଳେ
Read More...

ଯାଦବ ଭବନରେ ଆମ ଆଦମୀ ପାର୍ଟି ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାରେ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଆନ୍ଦୋଳନ ପାଇଁ ଆଜି ଆମ ଆଦମୀ ପାର୍ଟି ତରଫରୁ ସ୍ଥାନୀୟ ଯାଦବ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଆମ ଆଦମୀ ପାର୍ଟିର ଜିଲ୍ଲା କନ୍‌ଭେନ୍‌ର ଆଶିଷ ପାଣ୍ଡେ ଯୋଗ
Read More...

ରାମଚନ୍ଦ୍ରପୁର ଗାଁରେ ଶ୍ରୀରାମ ନବମୀ ଅବସରରେ ରାମଲୀଳା ନାଟକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଧୁନିକତାର ତାଳେ ତାଳେ ଆମର ସଂସ୍କୃତି, ପରମ୍ପରା ଲୁଚି ଯାଉଥିବା ବେଳେ ଆଜି ବି ଅନେକ ଗାଁ ଆଜି ବି ପୁରାତନ ସଂସ୍କୃତି ଓ ପରମ୍ପରାକୁ ଜୀବିତ ରଖିଛନ୍ତି । ଏଭଳି ଏକ ଗାଁ ହେଲା ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁ । ଏଠାରେ
Read More...

ଭାପୁର ମେଡିକାଲରେ ପାନୀୟ ଜଳ ସମସ୍ୟା

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଭାପୁର ସରକାରୀ ଚିକିତ୍ସାକେନ୍ଦ୍ରରେ ଜଳ ସମସ୍ୟା ଦେଖାଦେଇଛି । ଦୀର୍ଘ ଦିନ ହେବ ପାନୀୟ ଜଳ ସଙ୍କଟ ପାଇଁ ଚିକିତ୍ସାଳୟକୁ ଆସୁଥିବା ରୋଗୀ ଏବଂ ରୋଗୀଙ୍କ ପରିଜନ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୩୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ
Read More...

ମାତିଛନ୍ତି ସାଇବର ଠକ : ଟଙ୍କା ଫେରସ୍ତ କରିବୁ କହି ନେଇଗଲେ ୨ଲକ୍ଷ ଟଙ୍କା

ଭୁବନେଶ୍ୱର : ପୁଣି ସମ୍ନାକୁ ଆସିଲା ସାଇବର ଠକେଇ ଘଟଣା । ଟଙ୍କା ଫେରସ୍ତ ଆଳରେ ଜଣେ ଗ୍ରାହକଙ୍କଠାରୁ ୨ଲକ୍ଷ ଲୁଟି ନେଇଛନ୍ତି ସାଇବର୍‌ ଠକ । ଠକେଇର ଶିକାର ହୋଇଥିବା ହର୍ଷବର୍ଦ୍ଧନ ମାରିପୁଡ଼ି ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ, ଗତ
Read More...

ଆନ୍ଧ୍ରପ୍ରଦେଶରେ ବଡ଼ ଦୁର୍ଘଟଣା : ଟ୍ରେନରେ ଦଳିହୋଇ ୬ ଜଣଙ୍କ ମୃତ୍ୟୁ

ଅମରାବତୀ : ସୋମବାର ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲାମ ଜିଲ୍ଲାରେ କୋଣାର୍କ ଏକ୍ସପ୍ରେସ ଦ୍ୱାରା ୬ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ପକ୍ଷରୁ ଏହି ସୂଚନା ମିଳିଛି । ବଟୁଆ ଗ୍ରାମରେ ବୈଷୟିକ ସମସ୍ୟା ହେତୁ ଟ୍ରେନ୍ ଅଟକି ରହିଥିବା ବେଳେ ଗୁଆହାଟୀ ସୁପରଫାଷ୍ଟ ଏକ୍ସପ୍ରେସର କିଛି
Read More...

ନାସିକ୍ ରାସ୍ତାରେ ୨୦ଟି ଇଲେକ୍ଟ୍ରିକ୍ ସ୍କୁଟରରେ ନିଆଁ ଲାଗିଛି, ଯାହା ଦେଶରେ ପ୍ରଥମ ଘଟଣା

ନାସିକ୍ : ଆଜିକାଲି ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ନିଆଁ ଭଳି ଲାଗୁଛି । ଏଭଳି ପରିସ୍ଥିତିରେ ଲୋକମାନେ ବୈଦ୍ୟୁତିକ ଯାନ ପ୍ରତି ଆଗ୍ରହ ଦେଖାଉଛନ୍ତି । ସେଥିମଧ୍ୟରୁ ଇଲେକ୍ଟ୍ରିକ୍ ସ୍କୁଟରଗୁଡିକ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । କିନ୍ତୁ ନିକଟ ଅତୀତରେ ବୈଦ୍ୟୁତିକ ସ୍କୁଟରରେ
Read More...