ଆସନ୍ତା ୨୬ରେ କୃଷକଙ୍କ ଆନ୍ଦୋଳନ : ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା ୨୬ ତାରିଖ ଦିନ ୫ ଦଫା ଦାବୀରେ କୃଷକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଗତକାଲି ଅତାବିରା ଠାରେ ଅନୁଷ୍ଠିତ ଜୟ କିଷାନ ଆନ୍ଦୋଳନର ବ୍ଲକସ୍ତରୀୟ କର୍ମୀ ସମାବେଶରେ ନିଷ୍ପତ୍ତି ନିଆଯାଇଥିଲା ।!-->…
Read More...
Read More...