Monthly Archives

April 2022

ଅଗ୍ନିକାଣ୍ଡରେ ଜଳିଗଲା ଦୁଇବଖରା ଘର : ପ୍ରଶାସନ ପକ୍ଷରୁ ପଲଥିନ ଓ ରନ୍ଧାଖାଦ୍ୟର ସହାୟତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୁର ପଞ୍ଚାୟତ ଅଧିନସ୍ଥ ଘନିପୁର ଗ୍ରାମରେ ମଙ୍ଗଳବାର ରାତ୍ର ୧ ରୁ ୨ଟାରେ ନିଆଁ ଲାଗି ଦୁଇ ବଖରା ଘର ପୋଡି ଭସ୍ମୀଭୂତ ହୋଇଯାଇଛି । ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପାଉଁଶ ହୋଇଥିବା ଜଣାପଡ଼ିଛି । ବିଦ୍ୟୁତ
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଓ ସୋନପୁର ମ୍ୟୁନିସିପାଲିଟି ଅଞ୍ଚଳର ବ୍ୟବସ୍ଥିତ ୧୬ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ୍‌ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବିନିକା, ତରଭା, ଉଲୁଣ୍ଡା
Read More...

ଖପ୍ରାଖୋଲ ବ୍ଲକରେ ଶିକ୍ଷା ସଚେତନତା ରଥ ଅଭିଯାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଦୀର୍ଘ ଦୁଇ ବର୍ଷ ପରେ ସମସ୍ତ ପିଲା ସ୍କୁଲ ଯିବା ପାଇଁ ଖପ୍ରାଖୋଲ ବ୍ଲକରେ ସମଗ୍ର ଶିକ୍ଷା ବଲାଙ୍ଗିର ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଗତ ୧୦/୪/୨୨ରେ ଶିକ୍ଷା ସଚେତନ ରଥର ଶୁଭାରମ୍ଭ ହୋଇଯାଇଛି । ଆଜି ତୃତୀୟ ଦିବସରେ ଶିକ୍ଷା ସଚେତନତା ରଥ ଦମେଇପାଲି
Read More...

ଟୁର୍ଚାରେ ପାଇପ ଜଳ ଯୋଗାଣ : ନିମ୍ନ ମାନର କାମ ଯୋଗୁଁ ପାଇପ ଫାଟି ପାଣି ଲିକ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଗୌରେନମୁଣ୍ଡା ଗ୍ରାମ ପଞ୍ଚାୟତ ଟୁର୍ଚାରେ ହୋଇଥିବା ଜଳ ଯୋଗାଣରେ ନିମ୍ନ ମାନର କାମ ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଲିକ ହେଉଛି । ଏହାଦ୍ୱାରା ଜଳ ଯୋଗାଣ ବନ୍ଦ ହୋଇଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା
Read More...

ଯୁବକଙ୍କୁ ଚାପୁଡ଼ା ମାରିବାରୁ ତହସିଲଦାରଙ୍କୁ ଘେରିଲେ ଗ୍ରାମବାସୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସ୍ଥାନୀୟ ଅଂଚଳର ଜଣେ ଯୁବକଙ୍କୁ ବିନା କାରଣରେ ମାଡ଼ ମାରି ଅଡୁଆରେ ପଡିଛନ୍ତି ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ । ଏହି ମାଡ଼ ଘଟଣାକୁ ନେଇ ଗଂଜାମ ବ୍ଲକ ଅନ୍ତର୍ଗତ ଜେ.ଆର୍‌.ଯେ.ପୁର ପଞ୍ଚାୟତର ସିପକୁଦା ଗ୍ରାମରେ ତହସିଲଦାରଙ୍କୁ ଅଞ୍ଚଳବାସୀ
Read More...

ମ.ରାମପୁରର କୁନିଝିଅ ଦେଖାଇଲେ କମାଲ୍‌ : ତିନିବର୍ଷର ଶିଶୁ ଦେବାଂଶି ଇଣ୍ଡିଆ ବୁକ୍ସ ରେକର୍ଡ଼ କଲେ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ପୋଲିସପଡ଼ାର କୁନି ଝିଅ ଦେବାଂଶି ଦେଖାଇଳେ କମାଲ୍ । ତିନିବର୍ଷର ଶିଶୁ ଦେବାଂଶି ଇଣ୍ଡିଆ ବୁକ୍ସ ରେକର୍ଡ଼ କରି ମ.ରାମପୁର ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି । ଦେବାଂଶି ଇଂରାଜୀ ବର୍ଣ୍ଣମାଳା, ଶବ୍ଦ ସହ ସାତୋଟି ମହାଦେଶର
Read More...

ନବ ନିର୍ବାଚିତ ପୌରାଧ୍ୟକ୍ଷା ଲିକା ସାହୁ ଓ ଉପାଧ୍ୟକ୍ଷା ସୁଶ୍ରୀ ଗାୟତ୍ରୀ ଭୋଇଙ୍କୁ ନାଗରିକ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟିକ୍ରାପଡା ଗାନ୍ଧୀ ପାଠାଗାର ଦ୍ୱାରା ସ୍ଥାନୀୟ ପତିତପାବନ ଏକାଡେମୀଠାରେ ପାଠାଗାର ସଭାପତି ପ୍ରକାଶ ନେପାକଙ୍କ ସଭାପତିତ୍ୱରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ସଭାରେ ବିଭିନ୍ନ ଅନୁଷ୍ଠାନ ଓ ମହିଳା ସଂଗଠନ ଦ୍ୱାରା ନବ ନିର୍ବାଚିତ ପୌରାଧ୍ୟକ୍ଷା
Read More...

ବଲାଙ୍ଗିରର ପୁରୁଖା କଂଗ୍ରେସ ନେତୃବୃନ୍ଦଙ୍କ ବନ୍ଧୁମିଳନ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କଂଗ୍ରେସ ଦଳର ଅନେକ ପୁରୁଖା ତଥା ବରିଷ୍ଠ ନେତୃବୃନ୍ଦଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ନିକଟସ୍ଥ ଚଟିଆପାଲି ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହରର ସମସ୍ତ ୱାର୍ଡରୁ ବିଶିଷ୍ଟ କଂଗ୍ରେସ
Read More...

ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ସ୍ୱାଗତ ଜଣାଇଲେ ବିଧାୟକ ସାଲୁଜା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ବ୍ଲକର ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ , ଜିଲ୍ଲା ପରିଷଦ ସଦସ୍ୟ ଯେଉଁମାନେ କି କଂଗ୍ରେସ ଦଳରୁ ବିଜୟୀ ହୋଇଛନ୍ତି ସେମାନଙ୍କୁ ଆଜି ବ୍ଲକ କାର୍ଯ୍ୟାଳୟରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଉପସ୍ଥିତିରେ ସ୍ୱାଗତ
Read More...

ବିପୁଳ ପରିମାଣର କୋକେନ୍ ଜବତ : ୨ ଗିରଫ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସ୍ଥିତ ଜାଭିୟର ଛକରୁ ସ୍ପେସାଲ ଟାସ୍କ ଫୋର୍ସ ଦ୍ୱାରା ୨୦୨ ଗ୍ରାମ କୋକେନ୍‌ ଜବତ କରି ୨ ଜଣ ବ୍ୟବସାୟୀଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଦୁଇ ଅଭିଯୁକ୍ତ ରାଜସ୍ଥାନର ନାଉରଙ୍ଗପୁରାର ରବି ଏବଂ କ୍ରିଷ୍ଣାପୁରାର ଶନି କୁମାର ବୋଲି ଜଣାପଡିଛି ।
Read More...