Monthly Archives

April 2022

ବିଷ୍ଣୁମୁଣ୍ଡାଠାରେ ଅଂକୁର ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଷ୍ଣୁମୁଣ୍ଡାଠାରେ ଅଂକୁର ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସଂସଦର ସଭାପତି କସ୍ତୁରୀ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ କଳାକାର ଓ ସାହିତ୍ୟିକ ଜଗବନ୍ଧୁ ପଟେଲ ଯୋଗଦେଇ ଶିଶୁ ମାନଙ୍କ ଭିତରେ
Read More...

ବରଗଡ଼ରେ ବାବା ସାହେବ ଆମ୍ବେଦକର ଜୟନ୍ତୀ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭାରତ ରତ୍ନ ବାବା ସାହେବ ଆମ୍ବେଦକର ଜୟନ୍ତୀ ବରଗଡ଼ ସୌଖୀନ ରଂଗ ମଂଚ ପରିସରରେ ପାଳିତ ହୋଇଯାଇଛି । ବାବା ସାହେବଙ୍କ ସଂଘର୍ଷର କାହାଣୀ, ସମାନତା, ଭାତୃତ୍ବ, କୁସଂସ୍କାର ବିରୋଧରେ ଲଢେଇ, ସମ୍ବିଧାନ ପ୍ରଣୟନ, ଆଧୁନିକ ଭାରତ ନିର୍ମାଣରେ ବାବା ସାହେବ ଙ୍କ
Read More...

ସମାଜସେବୀ ଶ୍ରୀମଦ୍ ବାବା ବଳିଆଙ୍କୁ ନାଗରିକ ସମ୍ବର୍ଦ୍ଧନା ଓ ବାବାଙ୍କ ସାମ୍ବାଦିକ ସମ୍ମିଳନୀ

ଭାରତ ବିଶ୍ୱର ନେତୃତ୍ଵ ନେଲେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ : ବାବା ବଳିଆ ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱରେ ଦେଶ ମାନଙ୍କ ମଧ୍ୟରେ ଭାରତ ଶ୍ରେଷ୍ଠ । ଭାରତ ବିଶ୍ବର ନେତୃତ୍ଵ ନେଲେ ବିଶ୍ବରେ ଶାନ୍ତି ପ୍ରତିଷ୍ଠା ହେବା ସହ ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ସହାବସ୍ଥାନର
Read More...

ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ସହିତ ଜନ୍ମଦିନ ପାଳନ କଲେ ଯଶୋଧାରା

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ଏସ୍‌ବିଆଇ କଲୋନୀ ନିବାସୀ ଝସକେତନ ନାୟକ ଓ ଶ୍ରଦ୍ଧାଞ୍ଜଳି ନାୟକଙ୍କ ଝିଅ ଯୁକ୍ତଦୁଇ ଛାତ୍ରୀ ଯଶୋଧାରା ନାୟକ ଆଜି ଲାଠିକଟା ସ୍ଥିତ ରାଧାକୃଷ୍ଣ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ନିଜର ଜନ୍ମଦିନ ପାଳନ କରିଛନ୍ତି
Read More...

ଅଷ୍ଟ ହନୁମାନର ମାଟି ସୁବର୍ଣ୍ଣପୁରରେ ହନୁମାନ ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସଂସ୍କୃତିର ମାଟି ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ସହ ଶ୍ରୀହନୁମାନଙ୍କ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ସୁବର୍ଣ୍ଣପୁର ସହରର ଅଷ୍ଟ ହନୁମାନ ମନ୍ଦିରରେ ଆଜି ପ୍ରତ୍ୟୁଷରୁ ପାରମ୍ପରିକ ରୀତି, ନୀତି ଓ କାନ୍ତି ସହ
Read More...

ଶୈବ ଓ ଶାକ୍ତ ଦଣ୍ଡଯାତ୍ରାର ଉଦ୍ଭବସ୍ଥଳି ସୁବର୍ଣ୍ଣପୁର ଜିଲ୍ଲାରେ ମେରୁପର୍ବ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଶୈବ ଓ ଶାକ୍ତ ସଂସ୍କୃତିର ଅନନ୍ୟ ମାଟି ସୁବର୍ଣ୍ଣପୁର ଜିଲ୍ଲାର ଶତାଧିକ ଶିବ ମନ୍ଦିରରେ ଆଜି ଦଣ୍ଡଯାତ୍ରାର ମେରୁପର୍ବ ଅନୁଷ୍ଠିତ ହେଉଛି । ମୀନ ସଂକ୍ରାନ୍ତିଠାରୁ ଆରମ୍ଭ ହୋଇ ଚାଲିଥିବା ଦଣ୍ଡଯାତ୍ରାର ଅନ୍ତିମ ସୋପାନରେ ଆଜି ବ୍ରତଧାରୀ ଦଣ୍ଡୁଆମାନେ
Read More...

ଜିଲ୍ଲାସ୍ତରୀୟ ଡଃ ଭୀମ ରାଓ ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ ପାଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାସ୍ତରୀୟ ବାବା ସାହେବ ଡଃ ଭୀମ ରାଓ ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ସକାଳୁ କଚେରି ପରିସର ସ୍ଥିତ ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ମାଲ୍ୟାର୍ପଣ
Read More...

ରାମଚନ୍ଦ୍ରପୁର ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରଠାରେ ୨ୟ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକ ରାମଚନ୍ଦ୍ରପୁର ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରଠାରେ ୨ୟ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସକାଳୁ ସକାଳୁ ଯୋଗ ଶିକ୍ଷକ ଅମ୍ବରିସ ଷଡଙ୍ଗୀଙ୍କ ତତ୍ତ୍ଵାବଧାନରେ ଏକ ଯୋଗ କର୍ମଶାଳା
Read More...

ପାଇକମାଲରେ ରତ୍ନମୁଦ ପ୍ରତିଷ୍ଠା ଓ ଚବିଶ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ସଡକପଡାବାସୀଙ୍କ ଆନୁକୂଲ୍ୟରେ ରତ୍ନମୁଦ ପ୍ରତିଷ୍ଠା ଓ ଚବିଶ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ଚବିଶ ପ୍ରହରୀ ନାମଯଜ୍ଞ ତା ୯ / ୪ ଆରମ୍ଭ ହୋଇ ତା ୧୩ / ୪ ରିଖ ଦିନ ପୂର୍ଣ୍ଣାହୁତି ପଡିଥିଲା । ପାଇକମାଲ ସଡକପଡା ୨୭ତମ ନାମଯଜ୍ଞ
Read More...

ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ବିଷୁବ ମିଳନ କାର୍ଯ୍ୟକ୍ରମ ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁରରେ ସୂର୍ଯ୍ୟନଗର ସ୍ଥିତ ବ୍ରହ୍ମ କୁମାରୀ ମଣ୍ଡପରେ ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବିଷୁବ ମିଳନ କାର୍ଯ୍ୟକ୍ରମ ସଭାପତି ରାଜୁ ଘିବେଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ରାଜେନ୍ଦ୍ର କୁମାର
Read More...