Monthly Archives

April 2022

୨୭ତମ ବାର୍ଷିକ ଶ୍ରୀରାମଚରିତ ମାନସ ମହାଯଜ୍ଞ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଳା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ଶ୍ରୀ ଶ୍ରୀ ମହବୀର ଜୀଉଙ୍କ ପ୍ରାଙ୍ଗଣରେ ୨୭ତମ ବାର୍ଷିକ ଶ୍ରୀରାମ ଚରିତ ମାନସ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପରମ କାରୁଣିକ ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ ମର୍ଯ୍ୟାଦା ପୁରୁଷୋତ୍ତମଙ୍କର
Read More...

କାଶୀପୁର ଠାରେ ଅବକାରୀ ବିଭାଗର ଚଢ଼ାଉ : ୮୦୦ ଲିଟଲ ଦେଶୀ ମଦ ଜବତ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗଂଦିଆ ଅବକାରୀ ବିଭାଗ ଦ୍ୱାରା ତଳ କାଶୀପୁର ଏବଂ ଦୌଡେଶ୍ୱର ବାଲିଘାଟ ନିକଟରେ ଆଜି ଅଚାନକ ଅବକାରୀ ବିଭାଗ ଚଢ଼ାଉ କରି ୮୦୦ ଲିଟର ଦେଶୀ ମଦ ଜବତ କରିଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ୮୦୦ ଲିଟର ମହୁଲ ପୋଚ ଏବଂ ବିପୁଳ ପରିମାଣର ଦେଶୀ ମଦ
Read More...

ଘୋରଡିଆ ପ୍ରସିଦ୍ଧ ଦୟଣାଚୋରୀ ମେଳଣ ଓ ଲୋକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାର ସର୍ବବୃହତମ ଗ୍ରାମ ଘୋରଡିଆର ପ୍ରସିଦ୍ଧ ଦୟଣାଚୋରୀ କୁଂଜ ମେଳଣ ଓ ଲୋକଉତ୍ସବ ପାଇଁ ଶେଷ ପ୍ରସ୍ତୁତି ବୈଠକ ଘୋରଡିଆ ବଜାରସ୍ଥିତ ପାଠଗାରା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଦୟଣାଚୋରୀ କୁଜଂ ମେଳଣ ଓ ଲୋକଉତ୍ସବ କମିଟିର
Read More...

ସଂସ୍କୃତ ପରିଷଦ ବଲାଙ୍ଗିରର ବାର୍ଷିକ ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗୋପାଳଜୀ ମନ୍ଦିର ପ୍ରାଙ୍ଗଣରେ ମହା ବିଷୁବ ସଂକ୍ରାନ୍ତି ଅବସରରେ ସଂସ୍କୃତ ପରିଷଦ ବଲାଙ୍ଗିରର ବାର୍ଷିକ ସମାରୋହ ସଭାପତି ପଣ୍ଡିତ ନାମଯଜ୍ଞ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମଂଚାସୀନ ଅତିଥିବୃନ୍ଦ ମହାବୀର ହନୁମାନଙ୍କ
Read More...

କଇଁତରାରେ ହନୁମାନ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କୁଣ୍ଡୁକେଲା କଇଁତରା ଗ୍ରାମରେ ହନୁମାନ ଜୟନ୍ତୀ ତଥା ପଣା ସଂକ୍ରାନ୍ତି କାର୍ଯ୍ୟକ୍ରମ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଙ୍କଟମୋଚନ ଶ୍ରୀ ବଜରଙ୍ଗବଳୀଙ୍କ ପୂଜାର୍ଚନା ଅନୁଷ୍ଠିତ ହୋଇଥିବା ବେଳେ
Read More...

ହରିଶଙ୍କରରେ ମନ୍ଦିର ସବ୍ କମିଟି ବୈଠକ : ପରିଚାଳନାରେ ଅବ୍ୟବସ୍ଥା ନେଇ ଅସନ୍ତୋଷ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପବିତ୍ର କ୍ଷେତ୍ର ହରିଶଙ୍କରଠାରେ ହରିଶଙ୍କର ମନ୍ଦିର ପରିଚାଳନା ସବକମିଟିର ବୈଠକ ଗୁରୁବାର କମିଟି ସଭାପତି ବିପ୍ର ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଗାମୀ ନୃସିଂହଚତୁର୍ଦ୍ଦଶୀ ମେଳା, ମନ୍ଦିର
Read More...

ଜିଲ୍ଲା ଦଳିତ ମିଳିତ ମଂଚ ତରଫରୁ ବାବା ସାହେବ ଆମ୍ବେଦକର ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଦଳିତ ମିଳିତ ମଂଚ ବଲାଙ୍ଗିର ତରଫରୁ ବାବା ସାହେବ ଆମ୍ବେଦକରଙ୍କ ୧୩୧ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ସକାଳ ଘ.୮ ଟା ସମୟରେ ସ୍ଥାନୀୟ କୋଶଳ କଳା ମଣ୍ଡଳ ଠାରୁ ଏକ ଭବ୍ୟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ କଲେଜ ଛକ
Read More...

ଗଣ୍ଡାବଜା ପତ୍ରିକା ପକ୍ଷରୁ ଆମ୍ବେଦକର ଜୟନ୍ତୀ : ଦେଶର ଗଣତନ୍ତ୍ର ଓ ସମ୍ବିଧାନର ରକ୍ଷା ପାଇଁ ବିପ୍ଳବ ଆବଶ୍ୟକ ହେଲାଣି…

କ୍ରମବର୍ଦ୍ଧିଷ୍ଣୁ ଧନୀ ଗରିବ ତାରତମ୍ୟ ଗଣତନ୍ତ୍ର ପ୍ରତି ଘାତକ ହେଉଛି : ନରସିଂହବଲାଙ୍ଗିର, (କେପିଏନ୍‌ଏସ୍‌) : ଭରତୀୟ ସମ୍ବିଧାନ ହେଉଛି ଦେଶବାସୀଙ୍କ ପାଇଁ ବାବା ସାହେବ ଶ୍ରେଷ୍ଠ ଅବଦାନ । କିନ୍ତୁ ଦେଶରେ କ୍ଷିପ୍ର ଗତିରେ ବଢୁଥିବା ଧନୀ ଗରିବର ତାରତମ୍ୟ ଗଣତନ୍ତ୍ର ପ୍ରତି ଘାତକ ସାବିତ
Read More...

“ଭୀମ ସମ୍ମାନ”ରେ ସମ୍ମାନୀତ ହେଲା ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : "ଭୀମ ଉତ୍ସବ" ପାଳନ ଅବସରରେ ଡ.ଆମ୍ବେଦକର ଯୁବା ସଂଘ, ବରଗଡ ଜିଲ୍ଲା ଦ୍ବାରା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାରକୁ ରକ୍ତଦାନ, ନିରନ୍ତର ସାମାଜିକ କାର୍ୟ୍ୟ ତଥା ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଘୁଲିପାଲି ଛକ, ବରଗଡଠାରେ
Read More...

ମା’ ରଣେଶ୍ୱର ରାମଚଣ୍ଡୀଙ୍କ ଚୈତ୍ରଯାତ୍ରା ସଂପନ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ନୃସିଂହନାଥ ମା' ରଣେଶ୍ୱର ରାମଚଣ୍ଡୀ ମନ୍ଦିରଠାରେ କୁଲତା ସମାଜ ଆନୁକୂଲ୍ୟରେ ମା' ରଣେଶ୍ୱର ରାମଚଣ୍ଡୀଙ୍କ ବାସନ୍ତିକ ଚୈତ୍ର ଯାତ୍ରା ସଂପନ୍ନ ହୋଇଯାଇଛି । ପ୍ରଥମେ ମା' ରଣେଶ୍ୱର ରାମଚଣ୍ଡୀଙ୍କ ଧ୍ବଜା ଦେଉଲୀ ଗ୍ରାମରୁ ଅଣାଯାଇ ପାଇକମାଲ
Read More...
error: Content is protected !!