Monthly Archives

April 2022

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୧୪ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ
Read More...

କଣ୍ଟିଲୋ ନୀଳମାଧବ ପୀଠକୁ ଖୁବଶୀଘ୍ର ଏକ ମାଷ୍ଟର ପ୍ଲାନ କରାଯାଇ ଦେଶାଭିମୁଖୀ କରାଯିବ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି. କେ. ପାଣ୍ଡିଆନ ଗୁରୁବାର କଣ୍ଟିଲୋ ନୀଳମାଧବ ପୀଠ ପରିଦର୍ଶନରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପୀଠର ଉନ୍ନତି ସମ୍ପର୍କରେ ସ୍ଥାନୀୟ ଲୋକ,
Read More...

ପୂର୍ବତନ ନଗରପାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ପୂର୍ବତନ ନଗରପାଳ ତଥା ବିଶିଷ୍ଟ କମ୍ୟୁନିଷ୍ଟ ନେତା ସ୍ୱର୍ଗତ ବୃନ୍ଦାବନ ପଲାଇଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ପାଳିତ ହୋଇଯାଇଛି । ଏଥିରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ତଥା
Read More...

“ନାଟକ ଅନ୍ତରୁ ଆଦ୍ୟ” ଦର୍ଶକଙ୍କ ମନ ମୋହିଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ କଳା ପରିଷଦର ବିଷୁବ ମିଳନ ଓ ବାର୍ଷିକ ଉତ୍ସବ ଅବସରରେ ଉଦ୍‌ଯାପନୀ ସନ୍ଧ୍ୟାରେ ପରିବେଷିତ ହୋଇଛି ନାଟକ " ଅନ୍ତରୁ ଆଦ୍ୟ" ମଞ୍ଚସ୍ଥ ହୋଇଯାଇଛି । ଏହା ଜନମାନସକୁ ଅନେକ ଦିଗ ଦର୍ଶନ ଦେଇଛି । ଗଞ୍ଜାମ ଜିଲ୍ଲାରେ ଅଧୂନା ଅବସ୍ଥାପିତ ଜିଲ୍ଲା
Read More...

ଅସହ୍ୟ ଖରା ସହିତ ବାରମ୍ବାର ପାୱାର କଟ : ଟାଟା ପାୱାର ବିରୁଦ୍ଧରେ ଦାନା ବଂଧୁଛି ଅସନ୍ତୋଷ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗୋଟିଏ ପଟେ ରେକର୍ଡ ବ୍ରେକିଙ୍ଗ ମୁଣ୍ଡ ଫଟା ଖରା, ଅନ୍ୟ ପଟେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଜୀବନ ଯାପନ ଅସହ୍ୟ କରୁଛି । ପ୍ରାୟ ଦୁଇ ଗୁଣା ବିଦ୍ୟୁତ ଦର ଦେବା ସତ୍ୱେ ମଧ୍ୟ କେତେବେଳ ଲୋ ଭୋଲ୍ଟେଜ ତ ଆଉ କେତେବେଳେ ପାୱାର କଟ୍‌ ମଣିଷକୁ ପ୍ରବଳ
Read More...

ଶ୍ରୀଅରବିନ୍ଦଙ୍କ ପବିତ୍ର ଶ୍ରୀତନୁ ପ୍ରତିଷ୍ଠାର ୩୪ତମ ବାର୍ଷିକୋତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସେକଟର ୫ ସ୍ଥିତ ଶ୍ରୀଅରବିନ୍ଦ ଯୋଗମନ୍ଦିରରେ ଶ୍ରୀ ଅରବିନ୍ଦଙ୍କ ପବିତ୍ର ଶ୍ରୀତନୁ ସ୍ମାରକୀ ପ୍ରତିଷ୍ଠାର ୩୪ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବର ଉଦ୍‌ଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ରାଉରକେଲା ଷ୍ଟିଲ
Read More...

ଖପ୍ରାଖୋଲ ବ୍ଲକରେ ମନରେଗା ଯୋଜନାରେ ଶ୍ରମିକଙ୍କୁ ମଜୁରି ଦେବାରେ ଦେଢ଼ ବର୍ଷ ବିଳମ୍ବ ହୋଇଥିବା ଅଭିଯୋଗ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଗ୍ରାମାଞ୍ଚଳର ବିକାଶ ପାଇଁ ଚାଲୁଥିବା ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାକୁ ସରକାର ଉଚ୍ଚ ସ୍ୱରରେ ଉପସ୍ଥାପିତ କରୁଛନ୍ତି ଦେଶର ଗରିବ ଲୋକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରୁଛନ୍ତି । ଗରିବଙ୍କ କଲ୍ୟାଣ ପାଇଁ
Read More...

ରେଗଡା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଡକାୟତି ଉଦ୍ୟମ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗଡା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଗୁରୁବାର ରାତିରେ ଦୁର୍ବୃତ୍ତମାନଙ୍କ ଦ୍ଵାରା ଡକାୟତି ଉଦ୍ୟମ ହୋଇଥିବା ଶୁକ୍ରବାର ସକାଳେ ଜଣାପଡ଼ିଛି । ଖବର ପାଇ ମ.ରାମପୁର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ, କେସିଙ୍ଗା
Read More...

ଡ. ବି. ଆର୍ ଆମ୍ବେଦକର ଜୟନ୍ତୀ ପାଳିତ

କଳାହାଣ୍ଡି, (ନରୋତ୍ତମ ସେଲମା) : ଭାରତ ରତ୍ନ ବି. ଆର୍ ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ଆଜି ରିଷିିଡ଼ା ଗାନ୍ଧୀନଗରଠାରେ ପାଳିତ ହୋଇଯାଇଛି । ଘାସିରାମ ସୁନାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସମାଜସେବୀ ମଧୁସୁଦନ ବାଗ, ମୁଖ୍ୟବକ୍ତା ଭାବେ ତ୍ରିଭୁବନ ନାଗ ସମ୍ମାନିତ
Read More...

ବିଷୁବ ମିଳନ କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ମିଳିତ ଆନୁକୂଲ୍ୟରେ ବିଷୁବ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ପଦ୍ମ ଲୋଚନ ମିଶ୍ରଙ୍କ ସଭାପତିତ୍ୱରେ ହେଇଥିବା ଏହି
Read More...
error: Content is protected !!