Monthly Archives

April 2022

ଯାବତୀୟ ସମସ୍ୟା ଘେରରେ ଡାଳଖାଇ ଓ.ଡି.ଆର.ପି କଲୋନୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ରାମଗଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡାଳଖାଇ ଓ.ଡି.ଆର.ପି କଲୋନୀ ବହୁବିଦ୍ଧ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ସମସ୍ୟା ଘେରରେ ଉବୁଡୁବୁ ହେଉଥିଲେ ମଧ୍ୟ ପ୍ରଶାସନର କାଦୁଅ ଫୋପଡ଼ା ନୀତି ବାସିନ୍ଦାଙ୍କ ମନରେ ଅସନ୍ତୋଷ
Read More...

ଓମ୍‌ଫେଡ୍‌ ପକ୍ଷରୁ କୁତୁର୍ଲାରେ ମାଗଣା ଗୋସେବା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ କୁତୁର୍ଲା ପଞ୍ଚାୟତରେ ଥିବା ଶିବଶଙ୍କର ଦୁଗ୍ଧ ସମବାୟ ସମିତି ଆନୁକୂଲ୍ୟରେ ଓମଫେଡ ସହାୟତାରେ ଶନିବାର ଏକ ମାଗଣା ଗୋଚିକିତ୍ସା ଶିବିର ସେବା ଅନୁଷ୍ଠିତ ହୋଇଯାଇଛି । କୁତୁର୍ଲା ଏମ୍‌ପିସିଏସ୍‌ର ସମ୍ପାଦକ ସଞ୍ଜୀବ ପ୍ରଧାନଙ୍କ
Read More...

ଦେଓଗାଁରେ ଜାତୀୟ ଅଗ୍ନିସେବା ସପ୍ତାହ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକରେ ଥିବା ଦମକଳ ବାହିନୀ ପକ୍ଷରୁ ଜାତୀୟ ଅଗ୍ନି ସେବା ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଦମକଳ କେନ୍ଦ୍ର ପରିଚାଳକ ଆଲୋଇସ ବାର୍ଳା ପତାକା ଦେଖାଇ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରସ୍ତୁତ ହୋଇଥିବା ୨ଟି ଅଗ୍ନିଶମ ଗାଡ଼ିର ଶୁଭାରମ୍ଭ
Read More...

ମଦନପୁରରେ ମା’ କାଳୀଙ୍କ ପୂଜାର୍ଚନା ସହ କାମନା ଦଣ୍ଡ ନୃତ୍ୟ ଉଦ୍‌ଯାପିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଦୈବୀ ପୀଠମାନଙ୍କରେ ମା'ଙ୍କ ଚୈତ୍ର ଯାତ୍ରା ସହ ମା' କାଳୀଙ୍କର କାମନା ଦଣ୍ଡନୃତ୍ୟ ଅତି ଭକ୍ତି ଓ ନିଷ୍ଠାର ସହ ପାଳିତ ହୋଇଥିଲା । ସେହିପରି ମଦନପୁର-ରାମପୁର ବ୍ଲକର ମଦନପୁର ଗ୍ରାମରେ ମା' କାଳୀଙ୍କ କାମନା ଦଣ୍ଡ ନୃତ୍ୟ
Read More...

ବରଗଡ଼ ଜିଲ୍ଲାରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା ସପ୍ତାହରୁ ଜିଲ୍ଲାର ୧୨ଟି ବ୍ଲକରେ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହେବ । ଏଥିରେ ଲୋକଙ୍କର ମାଗଣାରେ ବିଶେଷଜ୍ଞ ମାନଙ୍କ ଦ୍ଵାରା ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ମାଗଣା ଔଷଧ ବଣ୍ଟନ, ଚଷମା ତଥା ବିଭିନ୍ନ ସଚେତନତା କାର୍ୟ୍ୟକ୍ରମର ଆୟୋଜନ ହେବ
Read More...

ବେଆଇନ ମହୁଲ ଚୋରା ଚାଲାଣ ବେଳେ ଧରାପଡ଼ିଲା : ଗାଡି ଜବତ, ଡ୍ରାଇଭର ଗିରଫ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ବୁଡାଗୁଡାରୁ ବାଲିଗୁଡ଼ାକୁ ଆସୁଥିବା ଏକ ମହୁଲ ବୋଝେଇ ଟାଟା ୪୦୭ ଗାଡି ନଂ. ଓଆର-୧୨-୨୫୮୬କୁ ବାଦକେତା ଠାରେ ଅଟକାଇ ତନଖି କରିବା ସମୟରେ
Read More...

ନୃସିଂହନାଥରେ ଲକ୍ଷେ ଘର ଗଣ୍ଡା ସାମାଜ ପକ୍ଷରୁ ଚୈତ୍ର ପୂର୍ଣ୍ଣମା ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ଚୈତ୍ର ପୂର୍ଣ୍ଣିମା ଉତ୍ସବ ନୃସିଂହନାଥଠାରେ ସଭାପତି ଯୁଧିଷ୍ଠିର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ୨୨ଟି ପଞ୍ଚାୟତର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ପ୍ରଥମେ
Read More...

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ସ୍ୱଚ୍ଛତାପକ୍ଷ ପାଳିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ସ୍ୱଚ୍ଛତା ପକ୍ଷ ପାଳନ ହୋଇଯାଇଛି । ରୋଗୀ କଲ୍ୟାଣ ସମିତିର ସଦସ୍ୟା ତଥା ଛତ୍ରପୁର ରୋଟାରୀ କ୍ଲବ ସଭାନେତ୍ରୀ ଏସ. ରେଖା ମହାନ୍ତିଙ୍କ ନେତୃତ୍ବରେ ସମସ୍ତ ସଦସ୍ୟ ବୃନ୍ଦ ହସ୍‌ପିଟାଲ ପରିସରରେ ସଫେଇ କରିବା ସହ ସମସ୍ତ
Read More...

ମୁଣ୍ଡୋମହୁଲ୍ ଗାଁରେ ରାମ ନବମୀ ପୂଜାନୋତ୍ସବ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡୋମହୁଲ୍ ଗାଁରେ ସପ୍ତାହ ବ୍ୟାପୀ ରାମ ନବମୀ ପୂଜାନୋତ୍ସବ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ ହୋଇଯାଇଛି । ଗ୍ରାମର ଜଣେ ରାମଭକ୍ତ କୁଳମଣି ମଲ୍ଲିକଙ୍କ ଘରେ ଚୈତ୍ର ମାସ ନବମୀ ତିଥିରେ ଏପ୍ରିଲ ୧୦ରୁ ୧୬ ପୂର୍ଣ୍ଣିମା ପର୍ଯ୍ୟନ୍ତ
Read More...

ହରିଶଙ୍କର ମା’ ବିନ୍ଧ୍ୟବାସିନି ମନ୍ଦିରର ଚୈତ୍ର ବାସନ୍ତିକ ପୂଜା ମହୋତ୍ସବ ସମ୍ପନ୍ନ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ତଥା ପଶ୍ଚିମ ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ହରିଶଙ୍କର ସ୍ଥିତ ମା' ବିନ୍ଧ୍ୟବାସିନୀ ମନ୍ଦିରରେ ଚୈତ୍ର ବାସନ୍ତୀକ ପୂଜା ମହୋତ୍ସବ ସର୍ବଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରୀ ବିଂଝାଲ ସମାଜ ପକ୍ଷରୁ ସମ୍ପନ୍ନ ହୋଇଯାଇଛି ।
Read More...
error: Content is protected !!