Monthly Archives

April 2022

ସାଉଁତପୁରରେ ଓଡିଶା ମୋ ପରିବାର ତରଫରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ଆଜି ଲୋଇସିଂହା ନିର୍ବାଚନ ମଣ୍ଡଳୀ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ସାଉଁତପୁର ଠାରେ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ଓଡିଶା ମୋ ପରିବାର ତରଫରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି
Read More...

ନିଖିଳ ଓଡିଶା କୈବର୍ତ୍ତ (କେଉଁଟ) ମହାସଭା ତରଫରୁ ଜିଲ୍ଲାସ୍ତରୀୟ ମହାସଭା ଆୟୋଜିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ନିଖିଳ ଓଡିଶା କୈବର୍ତ୍ତ (କେଉଁଟ) ମହାସଭା ବଲାଙ୍ଗିର ଶାଖା ତରଫରୁ ଜିଲ୍ଲାସ୍ତରୀୟ ମହାସଭା ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ ମେହେର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଓଡିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ
Read More...

ଧର୍ମଗଡ଼ରେ ଘଡ଼ଘଡି ପବନ ସହ ପ୍ରବଳ କୁଆପଥର ବର୍ଷା

କଳାହାଣ୍ଡି, (ପି. କେ. ସାହୁ) : ଆଜି ଧର୍ମଗଡ଼ରେ ଘଡ଼ଘଡି ପବନ ସହ ପ୍ରବଳ କୁଆପଥର ବର୍ଷା ହେଉଥିବା ଖବର ମିଳିଛି । ଏହି ବର୍ଷା ଯୋଗୁଁ ଧର୍ମଗଡ଼ବାସୀ କିଛି ପାରିମାଣରେ ଗରମ ଓ ଗୁଳୁଗୁଳିରୁ ରକ୍ଷା ପାଇଛନ୍ତି ବୋଲି ମତ ପ୍ରକାଶ ପାଉଛ । ଜୁନାଗଡ଼, ଧର୍ମଗଡ଼ ତଥା ଆଖପାଖ ଅଞ୍ଚଳରେ ଜୋରରେ ପବନ
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପୁନଃ ଚାଲୁ ହେବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏଣିକି ସର୍ବସାଧାରଣଙ୍କ ନିମନ୍ତେ ଅଭିଯୋଗ ଶୁଣାଣି ପୁଣି ଆରମ୍ଭ ହେବ ବୋଲି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଛତ୍ରପୁରରୁ ମିଳିଥିବା ଏକ ସରକାରୀ ବିଜ୍ଞପ୍ତିରୁ ଜଣାଯାଇଛି । ସୂଚନା ଯୋଗ୍ୟ ଯେ, କୋରନା
Read More...

ଷଡ଼ ବଂଶୀୟ ଗୌଡ଼ ସମାଜ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସ୍ଥିତ ଶାବରୀମାଳା ଧର୍ମଶାଳାରେ ଷଡ଼ ବଂଶୀୟ ଗୌଡ଼ ସମାଜ ବିକାଶ ପରିଷଦ ପକ୍ଷରୁ ସଭାନେତ୍ରୀ ଦମୟନ୍ତି କୁମୁରାଙ୍କ ଅଧ୍ୟକ୍ଷତାରେ ଏକ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମାଜର ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ
Read More...

ପାଟଣାଗଡ଼ରେ ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୫ତମ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ରକ୍ତଦାନ ଶିବିର…

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସକୁ ପାଟଣାଗଡ଼ ବିଜୁଜନତା ଦଳ କାର୍ଯ୍ୟାଳୟ ପରିସରରେ ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧବାର୍ଷିକୀ ଅବସରରେ
Read More...

ପଣ୍ଡରାଣୀ ଗାଁରେ ଶ୍ରୀରାମ ଲୀଳା ମହୋତ୍ସବ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ପଣ୍ଡରାଣୀ ଗାଁରେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ଲୀଳା ମହୋତ୍ସବ ଆୟୋଜିତ ହୋଇଯାଇଛି । ଦିନବେଳା ଶତାଧିକ ବ୍ରତୀ ହବିଷ୍ୟ ପୂର୍ବକ ରାମାୟଣ କଥାବସ୍ତୁ ଶ୍ରବଣ ପରେ ରାତିରେ ନାଟକ ମାଧ୍ୟମରେ ଅଭିନୀତ ଶ୍ରୀରାମ କଥାକୁ ଅଭିନୟ କରିଥାନ୍ତି ।
Read More...

ରକ୍ତଭଣ୍ଡାର ଠାରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ବଲାଙ୍ଗିର ବିଜୁ ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ରକ୍ତଭଣ୍ଡାର ଠାରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ବଲାଙ୍ଗିର ବିଜୁ ଜନତା ଦଳ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ଅନେକ ବିଜୁ ପ୍ରେମୀ ରକ୍ତ ଦାନ କରିଥିବା ବେଳେ ଦମୟନ୍ତୀ ବାଗ, ବିଭୁତି ଭୂଷଣ
Read More...

କଲେଜ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଯୁକ୍ତତିନି ପ୍ରଥମ ବର୍ଷ ଜଣେ ଛାତ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର କରିଛି ଟାଉନ ପୋଲିସ । ମୃତ ଛାତ୍ର ଜଣକ ବୌଦ୍ଧ ଜିଲ୍ଲା ପଲସାଗୋରା ଗାଁର ଅନିଲ ଗିରି(୧୯) ବୋଲି ଜଣାପଡିଛି । ଅନିଲ ଆଲୋକ ନଗରର ଶ୍ରୀରାମ ଚେମ୍ବରରେ
Read More...

କବିତା : ପାପଜ

ପିନାକୀ ମିଶ୍ର କୋଉଠି କେମିତି ଅଛୁମୋ ରକ୍ତାଂଶୀ ଧନରେ ! ଶ୍ରଦ୍ଧାର କୋଳରେନା' ଅବାଞ୍ଛିତ ଅବର୍ଣ୍ଣରୂପରେ ଦୟାଯୁକ୍ତ ଯତନରେନା' ଘୃଣିତ ଚକ୍ଷୁର ଅସନାରେ !! ଟିକେ ତ ହେଲେ ଦିଶୁଥିବୁ ମୋ ପରିନତୁବା ନାକ ଓଠ ଆଖି ତୋ ମାଆ ପରି ତୋତେ ଆଣିଲିମୋ ଅବାଧ୍ୟ ଉନ୍ମାଦ ରତିଭୋଗରୁ ,ତୁ
Read More...
error: Content is protected !!