Monthly Archives

April 2022

ତୋଗାଡିଆଙ୍କ କାର୍ଯ୍ୟକ୍ରମ ସ୍ଥଳ ସ୍ଥାନାନ୍ତର

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱହିନ୍ଦୁ ପରିଷଦକୁ ଛାଡି ୨୦୧୮ ମସିହାରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଗଠନ କରିଥିବା ବିଶ୍ୱବିଖ୍ୟାତ କେନସର ସର୍ଜନ ଡକ୍ଟର ପ୍ରବୀଣ ଭାଇ ତୋଗାଡିଆ ଆସନ୍ତା କାଲି ସୁନ୍ଦରଗଡ଼ ଗସ୍ତରେ ଆସୁଥିବା ବେଳେ ମାଦ୍ରୀକାଲୋ ଭବନରେ ଅନୁଷ୍ଠିତ ଏକ ବିଶାଳ
Read More...

ପିପିଲିପାଲିରେ କବି ଖଗେଶ୍ୱର ଜୟନ୍ତୀର ପ୍ରସ୍ତୁତି ପର୍ବ : ଅଧ୍ୟାପକ ପ୍ରକାଶ ସେଠ ପାଇବେ ଖଗେଶ୍ୱର ସମ୍ମାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ପିପିଲିପାଲିରେ ସାହିତ୍ୟପ୍ରାଣ କବି ଖଗେଶ୍ୱର ଶେଠଙ୍କ ୧୧୬ତମ ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ବିଜେପୁର ଖଗେଶ୍ୱର ସାହିତ୍ୟ କଳା ପରିଷଦ ଓ ପିପିଲିପାଲି ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଆୟୋଜିତ
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଆରମ୍ଭ : ପ୍ରଥମେ ଦିବ୍ୟାଙ୍ଗ ମାନଙ୍କୁ ଆର୍ଥିକ ସହାୟତା ଏବଂ ପରେ କିନ୍ନର…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପାରମ୍ପରୀକ ପ୍ରଥାନୁସାରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ପରିସରସ୍ଥ ଜଉଗଡ଼ ସମ୍ମିଳନୀ କକ୍ଷରେ ନିର୍ଦ୍ଧାରୀତ ସମୟ ଦିବା ୧୦ଘଣ୍ଟା ସମୟରେ ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର
Read More...

ବଲାଙ୍ଗିର ଜିଲ୍ଲାର ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ କଣ୍ଟାବାଂଜି ଏଡିଜେ କୋର୍ଟରେ ହାଜିର ହେଲେ ଗୋବିନ୍ଦ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମମିତା ମେହେର ହତ୍ୟା ଘଟଣା ସାରା ରାଜ୍ୟରେ ଚହଲ ସୃଷ୍ଟି କରିଥିବା ବେଳେ ରାଜ୍ୟ ରାଜନୀତିକୁ ଦୋହଳାଇ ଦେଇଥିଲା । ତେବେ ଏହିି ଘଟଣାକୁ ନେଇ କଣ୍ଟାବାଂଜି ଏଡିଜେ କୋର୍ଟରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧ୍ୟେଶ୍ୟାମ ଚଣ୍ଡୀକୁ ହାଜର
Read More...

ତାତିରୁ ମୁକ୍ତି ପାଇଁ ସୁବର୍ଣ୍ଣପୁରରେ ନୀରବ ଶୋଭାଯାତ୍ରା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାରେ କ୍ରମାଗତ ତାପମାତ୍ରା ବୃଦ୍ଧିକୁ ନେଇ ମହାନଦୀ ଓ ତେଲନଦୀର ସଂଗମସ୍ଥଳି ନିକଟ ଖଇରମାଲଠାରେ ବ୍ୟାରେଜ ନିର୍ମାଣ ଏବଂ ବ୍ୟାପକ ବନୀକରଣ ଦାବୀରେ ଆଜି ୧୫ଟି ସାମାଜିକ ସଂଗଠନ ପକ୍ଷରୁ ନୀରବ ଶୋଭାଯାତ୍ରା ସହ ମୁଖ୍ୟମନ୍ତ୍ରୀଙ୍କ
Read More...

ହୁସିଆର୍‌ : ରଟ୍‌ ଖରା ଥି ତତ୍‌ଲା ତାୱାର୍‌ ସହର୍‌ ପାଲ୍‌ଟିଛେ ବଲାଙ୍ଗିର ସହର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରଟ୍‌ ଖରା ଥି ତତ୍‌ଲା ତାୱାର୍‌ ସହର୍‌ ପାଲ୍‌ଟିଛେ ବଲାଙ୍ଗିର ସହର୍‌ । ସହର୍‌ବାସୀ ହୁସିଆର୍‌ ହେବାର୍‌ ଦର୍‌କାର୍‌ । ଦିନର୍‌ ୮ ବଜେ ନୁଁ ଠୁକୁଛେ ନିର୍‌ଧୁମ୍‌ ଖରା । ବେଲ୍‌ବୁଡ଼ା ତକ୍‌ ନିସ୍‌ତାର୍‌ ନେଇଁ । ଖରାର୍‌ ସମିଆଁ ଥି ନିହାତି କାମ୍‌ ନେଇଁ
Read More...

ଜିନ୍ଦଲ ସିମେଣ୍ଟ କାରଖାନାରେ ଲୁହା ଖମ୍ଵରେ ଚାପି ହୋଇ ଶ୍ରମିକ ମୃତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ନିକଟସ୍ଥ ଜିନ୍ଦଲ ସିମେଣ୍ଟ କାରଖାନାରେ ବିଳମ୍ଵିତ ରାତିରେ ଲୁହା ଖମ୍ଵରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ସୋମବାର ବିଳମ୍ଵିତ ରାତିରେ କୁତ୍ରା ନିକଟସ୍ଥ ଜିନ୍ଦଲ ସିମେଣ୍ଟ କାରଖାନାରେ ଏକ ଟ୍ରେଲରରୁ ବଡ଼
Read More...

ବଢ଼ୁଛି କରୋନା ସଂକ୍ରମଣ : ହରିୟାଣାର ୪ ଜିଲ୍ଲାରେ ମାସ୍କ ନ ପିନ୍ଧିଲେ ଜରିମାନା, ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଦେଶର ଅନେକ ରାଜ୍ୟରେ ପୁଣି କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ହରିୟାଣା ସରକାର ମଧ୍ୟ ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଛନ୍ତି । ରାଜ୍ୟର ଚାରୋଟି ଜିଲ୍ଲାରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ
Read More...

ଓଡ଼ିଶା ରାଜ୍ୟ ଘରୋଇ ଡ୍ରାଇଭର ମହାସଂଘ ତରଫରୁ ବିଭିନ୍ନ ଦାବୀ ନେଇ ଭୁବନେଶ୍ୱରରେ ଧାରଣା ପ୍ରଦର୍ଶନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ଘରୋଇ ଡ୍ରାଇଭର ମହାସଂଘ ତରଫରୁ ବିଭିନ୍ନ ଦାବୀ ନେଇ ଭୁବନେଶ୍ୱରରେ ଧାରଣା ପ୍ରଦର୍ଶନ କରାଯିବା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ପଦ୍ମନାଭ ବେହେରା ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ଘରୋଇ ଡ୍ରାଇଭରମାନଙ୍କ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୧୧ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ
Read More...
error: Content is protected !!