ଉପରବାହାଲରେ ନାମଯଜ୍ଞ
ଝାରମୁଣ୍ଡା, (କେପିଏନ୍ଏସ୍) ଲୋଇସିଂହା ବ୍ଲକ୍ ଉପରବାହାଲ ଠାରେ ଉପରବାହାଲ ଗ୍ରାମବାସୀଙ୍କ ଅନୁକୂଲ୍ୟରେ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜପ ବିଶ୍ୱାଲ ଓ ପତ୍ନୀ କର୍ତ୍ତା କାର୍ଯ୍ୟ ତୁଲାଇଛନ୍ତି ।
Read More...
Read More...
Recover your password.
A password will be e-mailed to you.