Monthly Archives

April 2022

ମାଣ୍ତୋସିଲ ପଞ୍ଚାୟତରେ ପିଡିଏସ୍‌ ସାମଗ୍ରୀକୁ ନେଇ ଜନ ଅସନ୍ତୋଷ

ନୂଆପଡା, (ନିରାକାର ମେହେର) : ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ହିତାଧିକାରୀମାନଙ୍କ ପାଇଁ କେତେ ଯୋଜନା କରି ଆସୁଛନ୍ତି ।ଯେମିତି ବିପିଏଲ୍‌, ଅନ୍ତୋର୍ଦୟ, ପଡି କାର୍ଡ କରିଛନ୍ତି । ଆଜି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳ୍‌ଛି ନୂଆପଡା ଜିଲ୍ଲା ଖଡିଆଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ପଞ୍ଚାୟତରେ
Read More...

ଘରୋଇ କଳହରୁ ହତ୍ୟାକାଣ୍ଡ : ୨ ମୃତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଟାଉନ ଥାନା ଅନ୍ତର୍ଗତ ରୁହୁଣିଆ ଗ୍ରାମରେ ଗତକାଲି ଏକ ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡରେ ବାପ ପୁଅଙ୍କ ମୃତ୍ୟୁ ହୋଇଥିବା ଖବୀ ମିଳିଛି । ମୃତକ ହେଲେ ବାପା ଦେବ ସିନ୍ଧ୍ରିଆ(୬୦) ଏବଂ ପୁଅ ରତନ ସିନ୍ଧ୍ରିଆ(୨୭) । ସେହିପରି ରତନଙ୍କ ସ୍ତ୍ରୀ
Read More...

ବୁଢିମା ମନ୍ଦିରର ରତ୍ନମୁଦ କାର୍ଯ୍ୟ ସଂପନ୍ନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଢେରାପଡା ଠାରେ ନବନିର୍ମିତ ବୁଢିମା ମନ୍ଦିରର ରତ୍ନମୁଦ ଉତ୍ସବ ଗତକାଲି ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ସମାପନ ହୋଇଛି । ଏଥିପାଇଁ ଗତକାଲି ସକାଳୁ ପବିତ୍ର ମହାନଦୀର ତେନ୍ତୁଳି ଘାଟଠାରେ ପୂଜାର୍ଚ୍ଚନା ପରେ ଏକ ବିରାଟ କଳସ ଶୋଭାଯାତ୍ରାରେ ନଗର ପରିକ୍ରମା ସହ
Read More...

ଭିନ୍ନକ୍ଷମଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କରି ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ୩ ଦମ୍ପତିଙ୍କୁ ଜିଲ୍ଲା ପ୍ରଶାସନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଭିନ୍ନକ୍ଷମଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କରି ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ୩ ଦମ୍ପତିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ଜିଲ୍ଲାପାଳ ଚଂଚଳ ରାଣା ୩ ଦମ୍ପତିଙ୍କୁ ଦୁଇ ଲକ୍ଷ
Read More...

ବଲାଙ୍ଗିରରେ କାଳ ବୈଶାଖୀ : ରାସ୍ତା ଉପରେ ପଡିଲା ଗଛ, ଯାତାୟତରେ ବାଧାପ୍ରାପ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସନ୍ଧ୍ୟା ସମୟରେ ବଲାଙ୍ଗିରରେ ଝଡ ତୋଫାନ ସହ ଘଡ ଘଡି ହୋଇଥିବା ବେଳେ ୨୬ ନଂ. ଜାତୀୟ ରାଜପଥ ତଥା ସ୍ଥାନୀୟ ଗାନ୍ଧୀନଗରପଡା ପେଟ୍ରୋଲ ପମ୍ପ ସମ୍ମୁଖ ରାସ୍ତା କଡରେ ଏକ ଗଛ ପଡି ଯିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି । ଜୋର୍‌ ସୋର୍‌ ପବନ
Read More...

ବିଦ୍ୟୁତ୍ କାଟ୍ ପ୍ରତିବାଦରେ ଆପ୍ ପକ୍ଷରୁ ପ୍ରତିବାଦ ପତ୍ର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସହରରେ ଲାଗି ରହିଥିବା ବିଦ୍ୟୁତ କାଟ୍ ପ୍ରତିବାଦରେ ଗୁରୁବାର ଆମ୍ ଆଦମୀ ପାର୍ଟି ପକ୍ଷରୁ ଏକ ପ୍ରତିବାଦ ପତ୍ର ଅତିରିକ୍ତ ଜିଲ୍ଲାପାଳ ନବୀନ ପଟେଲଙ୍କୁ ପ୍ରଦାନ କରାଯାଇଛି । ବିନା ନୋଟିସରେ ଘଣ୍ଟା ଘଣ୍ଟା ଲାଇନ୍ କାଟ୍ ବରଗଡବାସୀଙ୍କ ପାଇଁ ଅସହ୍ୟ ହୋଇପଡିଛି
Read More...

ସିଡିପିଓ ଅଫିସ ଘେରିଲେ ଅଂଗନବାଡି କର୍ମୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡିଆଲ ବ୍ଲକ ସମନ୍ନୀତ ଶିଶୁ ବିକାଶ କାର୍ଯ୍ୟାଳୟକୁ ଓଡିଶା ଅଂଗନବାଡି ମହିଳା ଓ୍ବାର୍କର ସଂଘ ପକ୍ଷରୁ ୨୨ ଦଫା ଦାବୀ ନେଇ ଘେରାଉ କରାଯାଇଥିଲା ।ସେଠାରେ ଏକ ବିକ୍ଷୋଭ ସଭା ଅନୁଷ୍ଠିତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସିଡିପିଓ ନଥିବାରୁ ଦାବୀପତ୍ର
Read More...

ଓଡ଼ିଶାରେ ଓଡ଼ିଆ ଭଦ୍ରଲୋକ ଡାକଘରେ ହଟହଟା

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ୧୮ ତାରିଖ ଦୁଇଟା ପଇଁଚାଳିଶ ମିନିଟ୍ ସମୟରେ ଏକ ରେଜିଷ୍ଟ୍ରି ଚିଠି ପାଇଁ ଚାରି ନମ୍ବର ଡାକଘରର ବିଭାଗୀୟ କର୍ମଚାରୀଙ୍କୁ ପ୍ରଦାନ କରିଥିଲେ । ଦାୟିତ୍ଵରେ ଥିବା କର୍ମଚାରୀ ହିନ୍ଦୀରେ
Read More...

ପ୍ରଶାସନିକ ସେବା ଦିବସ ଉପଲକ୍ଷେ ସାଧାରଣ ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କାର ପ୍ରଦାନ କଲେ…

• ‘‘ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପର୍ଯ୍ୟନ୍ତ ଯାତ୍ରା ଚିରାଚରିତ ହେବା ଉଚିତ୍ ନୁହେଁ । ଏହି ୨୫ ବର୍ଷର ଅମୃତ କାଳକୁ ଏକତ୍ରିତ ଭାବେ ଦେଖିବା ସହିତ ଏବେ ଠାରୁ ହିଁ ଆମକୁ ଏକ ଲକ୍ଷ୍ୟ ନେଇ ଅଗ୍ରସର ହେବାକୁ ପଡ଼ିବ । ଚଳିତ ବର୍ଷର ସମାରୋହ ଏହି ଯାତ୍ରାର ନିର୍ଣ୍ଣାୟକ ମୋଡ଼ ହେବା ଆବଶ୍ୟକ’’•
Read More...

‘ଜାତୀୟ ଆପ୍ରେଂଟିସ୍‌ସିପ୍‌ ମେଳା’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ବର୍ଷେ ମଧ୍ୟରେ ୧୦ ଲକ୍ଷ ଯୁବପିଢ଼ିଙ୍କୁ ଆପ୍ରେଂଟିସ୍‌ସିପ୍‌ ଫ୍ରେମୱାର୍କ୍‌ ସହ ଯୋଡ଼ିବା ଲକ୍ଷ୍ୟ -ଧର୍ମେନ୍ଦ୍ର ପ୍ରଧାନ• ଯୁବକ ଯୁବତୀ କୌଶଳ ଅନୁସାରେ ଉପଯୁକ୍ତ ରୋଜଗାର ପାଇବା, ମେଳାର ଉଦ୍ଦେଶ୍ୟ• ଓଡ଼ିଶାର ୨୮ଟି ସ୍ଥାନ ସମେତ ଦେଶର ୭୦୦ରୁ ଅଧିକ ଜାଗାରେ ଆପ୍ରେଂଟିସ୍‌ସିପ୍‌ ମେଳା ଆୟୋଜନ•
Read More...