Monthly Archives

April 2022

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୧୧ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ
Read More...

ଦୁଇ କାର୍‌ ମୁହାଁମୁହିଁ ଧକ୍କା

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼-ଖପ୍ରାଖୋଲ ରାସ୍ତାର ବାଲିପଟା ଛକ ନିକଟରେ ଦୁଇ କାର୍‌ (ଓଡି ୧୫ ଏନ୍‌ ୮୧୯୦) ଓ (ଓଡି ୦୩ ଏଫ୍‌ ୭୨୨୯) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ସୌଭାଗ୍ୟ ବଶତଃ ଉଭୟ କାର୍‌ର ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡିଛି । ବଲାଙ୍ଗିର ପଟରୁ ଏକ କାର୍‌
Read More...

ଗଞ୍ଜାମ ସହର ସ୍ଥିତ ଐତିହାସିକ ପୋତ୍ତାଗଡ଼ର ଉନ୍ନତିକରଣ ପାଇଁ ପ୍ରଶାସନର ପଦକ୍ଷେପ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ସହରସ୍ଥିତ ଐତିହାସିକ ପୋତ୍ତାଗଡ଼ ଉନ୍ନତିକରଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡିଛି । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ସରିଯାଇଛି । ଏହି ଐତିହାସିକ ପୋତ୍ତାଗଡ଼ ଉନ୍ନତିକରଣ ପାଇଁ ୬ କୋଟି ୯୭ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳ ହୋଇଥିବା
Read More...

ଛତିଶଗଡର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ ହେଲେ ପଦ୍ମଶ୍ରୀ ହଲଧର ନାଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଛତିଶଗଡର ରାଜଧାନୀ ରାୟପୁର ଠାରେ ଆୟୋଜିତ ତ୍ରି-ଦିବସୀୟ "ରାଷ୍ଟ୍ରୀୟ ଜନଜାତି ସାହିତ୍ୟ ମହୋତ୍ସବ"ର ଉଦ୍‌ଘାଟନୀ ସମାରୋହରେ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେସ ବଘେଲ ପଦ୍ମଶ୍ରୀ ହଲଧର ନାଗଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଆଦିବାସୀ ଜନଜାତି
Read More...

କଟକର ଚଣ୍ଡୀ ମନ୍ଦିରର ଉନ୍ନୟନ ଦିଗରେ ୫ଟି ସଚିବଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟର ପ୍ରାଚୀନ ବାଣିଜ୍ୟ ଓ ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକ ସହର ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କ ୫ଟି ସରକାର ଯୋଜନା ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ କଟକ ଚଣ୍ଡୀ ମନ୍ଦିର ଦର୍ଶନ କରି ବିଭୂକୃପା ଲାଭ କରିଥିଲେ । କଟକର ଚଣ୍ଡୀ ମନ୍ଦିର ଏକ
Read More...

ଭାରତ ସରକାରଙ୍କ ଆୟୁଷ୍ମାନ ମେଗା ସ୍ୱାସ୍ଥ୍ୟ ମେଳା

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ବୋଲଗଡ଼ ବ୍ଲକ ପିଚୁକୁଳି ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ଏକ ମେଗା ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମେଗାସ୍ୱାସ୍ଥ୍ୟ ମେଳାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ
Read More...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମେଗାସ୍ୱାସ୍ଥ୍ୟ ମେଳା କାର୍ଯ୍ୟକ୍ରମରେ ବିଧାୟକ ରୁଷିଲେ : ମେଳାକୁ ଗଲେନାହିଁ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ୱାରା ଉଦ୍‌ଘାଟିତ ମେଗାସ୍ୱାସ୍ଥ୍ୟ ମେଳା କାର୍ଯ୍ୟକ୍ରମରେ ବିଧାୟକ ରୁଷିଲେ, ଆଉ ସେ ମେଳାକୁ ଗଲେନାହିଁ ବୋଲି ଜଣାପଡିଛି । ପ୍ରକାଶ ଥାଉକି, ବୋଲଗଡ଼ ବ୍ଲକରେ ଗୁରୁବାର ସାଂସଦଙ୍କ ଦ୍ୱାରା ଉଦ୍‌ଘାଟିତ ମେଗା
Read More...

ତିରୁପତି ଦେବସ୍ଥାନମ୍ ବିଧିଭଳି ମା’ ତାରାତାରିଣୀ ମନ୍ଦିରରେ ପ୍ରଥା ପ୍ରଚଳିତ ହେବ – ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦେବଭୂମି ଭାରତ ବର୍ଷର ୪ରି ଶକ୍ତିପୀଠମାନଙ୍କ ମଧ୍ୟରେ ବିଶ୍ୱବନ୍ଦନୀୟା ମା' ତାରାତାରିଣୀ ଅନ୍ୟତମ । ଏହି ମନ୍ଦିରରେ ଏବେ ପ୍ରଚଳିତ ବିଧିବିଧାନ ସିଂହାଚଳମ୍ କ୍ଷେତ୍ର ଓ ତିରୁପତି ଦେବସ୍ଥାନମ୍ ବିଧିଭଳି ଆଦ୍ୟାଶକ୍ତି ମା' ତାରାତାରିଣୀ ମନ୍ଦିରରେ
Read More...

ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ତରଫରୁ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକଠାରେ ଏକ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ (ଆଜାଦି କି ଅମୃତ ମହୋତ୍ସବ) ତରଫରୁ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପ୍ରବିଣ କୁମାର ବଣୁଆ ବିଡ଼ିଓ, ମନୋଜ କୁମାର
Read More...

ଲୁହାସିଂହା କଲଙ୍ଗାପଡାରେ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲୁହାସିଂହା ଗ୍ରାମର କଲଙ୍ଗାପଡାରେ ଚବିଶ ପ୍ରହର ନାମଯଜ୍ଞ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ ହୋଇଯାଇଛି । ଏପ୍ରିଲ ୧୮ରୁ ୨୧ ପର୍ଯ୍ୟନ୍ତ ୪ ଦିନ ଧରି ଅନୁଷ୍ଠିତ ଅଖଣ୍ଡ ଚବିଶ ପ୍ରହର ନାମଯଜ୍ଞରେ ପ୍ରଥମେ
Read More...