Monthly Archives

April 2022

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ପୌର ପରିଷଦ ପକ୍ଷରୁ ଗତକାଲି ୧୨୦ଜଣ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ପରିଷଦର ସମ୍ମିଳନୀ କାର୍ଯ୍ୟାଦେଶ ବଣ୍ଟନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟକ ଦେବେଶ ଆଚାର୍ଯ୍ୟ,
Read More...

ବ୍ଲକସ୍ତରୀୟ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ମେଳା

ଭୁବନେଶ୍ୱର, (ପିଆଇବି) : ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ରାଜ୍ୟ ସରକାରଙ୍କ ସହିତ ମିଶି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରଗୁଡ଼ିକର ଚତୁର୍ଥ ବାର୍ଷିକୀ ପାଳନ କରୁଛନ୍ତି । ଗତ ଅପ୍ରେଲ ୧୮
Read More...

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ : ୧୫ରୁ ଅଧିକ ଯାତ୍ରୀ ଆହତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଋତୁଙ୍ଗିଆ ପଞ୍ଚାୟତ ନିକଟସ୍ଥ ଗଣ୍ଡମୁଣ୍ଡା ଘାଟିର ଏକ ବୁଲାଣିରେ ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ବସ୍‌ଟି ଖସି ପଡ଼ିଥିବା ସୂଚନା ମିଳିଛି । ପ୍ରକାଶ ଯେ, ବାଲିଗୁଡାରୁ ବୁଡାଗୁଡା ଯାଉଥିବା ଘରୋଇ
Read More...

ବଡବନ୍ଧ ଶ୍ରୀ ରାମଲୀଳାର ସୁବର୍ଣ୍ଣ ଜୟନ୍ତୀ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ଗାଁରେ ୧୯୭୩ ମସିହାରୁ ଆରମ୍ଭ ହୋଇଥିବା ଶ୍ରୀ ରାମଲୀଳା ନାଟକକୁ ଚଳିତ ବର୍ଷ ୫୦ବର୍ଷ ପୂର୍ବ ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଅନିଲ ପତି, ସଭାପତି ଲିଙ୍ଗରାଜ ପଧାନ, ସମ୍ମାନିତ ଅତିଥି ଭାବେ
Read More...

ପାନୀୟ ଜଳ ସମସ୍ୟାକୁ ନେଇ ଜନସ୍ୱାସ୍ଥ୍ୟ ଅଧିକ୍ଷଣ ଯନ୍ତ୍ରୀଙ୍କୁ ସାକ୍ଷାତ କଲା ନାଗରିକ କମିଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ପାନୀୟ ଜଳର ଉତ୍କଟ ଅଭାବ ସଂପର୍କରେ ସ୍ଥାନୀୟ ଜନସ୍ୱାସ୍ଥ୍ୟ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯନ୍ତ୍ରୀମାନଙ୍କ ସହ ନାଗରିକ କମିଟିର କର୍ମକର୍ତ୍ତାମାନେ ଆଲୋଚନା କରିଥିଲେ । ଅଧିକ୍ଷଣ ଯନ୍ତ୍ରୀ ପାର୍ବତୀ ମୋହନ ପରିଡାଙ୍କ କହିବା
Read More...

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ସ୍ଥିତ ସହିଦ ଭାଗତ ସିଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ମାନଙ୍କ ପାଇଁ ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିରର ଉଦ୍‌ଯାପିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମ ଅଧ୍ୟାପିକା ମିନତି କୁମାରୀ ରଥଙ୍କ ତତ୍ୱାବଧାନରେ
Read More...

ମୋ ୱାର୍ଡ ମୋ ଦାୟିତ୍ୱ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୭ ନମ୍ବର ୱାର୍ଡ ବାଲିସାହି ସ୍ଥିତ ପରିଚୟ କେନ୍ଦ୍ରରେ ଶୁକ୍ରବାର ମୋ ୱାର୍ଡ ମୋ ଦାୟିତ୍ୱ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତହସିଲଦାର ତଥା ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଅରୁଣ କୁମାର ନାୟକଙ୍କ ସଭାପତିତ୍ୱରେ
Read More...

ଗଞ୍ଜାମ ମହାବିଦ୍ୟାଳୟରେ ପୃଥିବୀ ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟ ଅଡିଟୋରିୟମ ହଲରେ ଗଣପତି ସାବତ ଫାଉଣ୍ଡେସନ ଆନୁକୂଲ୍ୟରେ ପୃଥିବୀ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଫାଉଣ୍ଡେସନର ସଭାପତି ଅବସରପ୍ରାପ୍ତ ବୈଜ୍ଞାନିକ ଡ଼ଃ.ବି ସି ସାବତ, ମୁଖ୍ୟବକ୍ତା ଭାବେ ଗଞ୍ଜାମ ତହସିଲଦାର
Read More...

ଶ୍ରୀ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମ ସୁରକ୍ଷା କୌଶଳ ଶିବିର ଉଦ୍‌ଯାପିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଶୁକ୍ରବାର ଦିନ ସ୍ଥାନୀୟ ଶ୍ରୀ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୨/୦୪/୨୦୨୨ ତାରିଖ ଠାରୁ ଆରମ୍ଭ ହୋଇଥିବା ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିର ଅଧ୍ୟକ୍ଷ ପ୍ରସାଦ ରାଓ ପୃଷ୍ଟିଙ୍କ ସଭାପତିତ୍ବରେ ସଭା ପରିଚାଳିତ ହୋଇଥିଲା ।
Read More...

୨୬ ନଂ ଜୋନ୍‌ର ବିଭିନ୍ନ ପଞ୍ଚାୟତର ପାଣି ଟାଙ୍କିମାନଙ୍କର ପରିଦର୍ଶନ କଲେ ଜିଲ୍ଲା ପରିଷଦ ଶ୍ରୀମତି ଅନିମା ଦାଶ

ବେଲପଡା, (କେପିଏନ୍‌ଏସ୍‌) : ଆଜି ୨୬ ନଂ ଜୋନ୍‌ର ବିଭିନ୍ନ ପଞ୍ଚାୟତ ଧୁମାଭଟା, ମଣ୍ଡଳ, ମଧ୍ୟପୁର, ସୁଲେକେଲା ପଞ୍ଚାୟତର ନିର୍ମାଣାଧିନ ପାଣିଟାଙ୍କିମାନଙ୍କର ପରିଦର୍ଶନ କରିଥିଲେ ୨୬ ନଂ ଜୋନ୍‌ର ଜିଲ୍ଲା ପରିଷଦ ଶ୍ରୀମତି ଅନିମା ଦାଶ । ଅନେକଗୁଡ଼ିଏ ସମସ୍ୟା ଦେଇ ଏହି ସବୁ ପ୍ରକଳ୍ପ ଗତି
Read More...