Monthly Archives

April 2022

ଶିବତଲା ଗ୍ରାମ ପଂଚାୟତରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିବା ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିବତଲା ଗ୍ରାମ ପଂଚାୟତରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ତେବେ "ଆଜାଦି କା ଅମୃତ ମହୋତ୍ସବ" ଅବସରରେ ଏହି ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଶିବତଲା ଗ୍ରାମ ପଂଚାୟତର
Read More...

ବଲାଙ୍ଗିର ପୌରପରିଷଦ ୱାର୍ଡ ନଂ. ୯ ବେହେରାପାଲିରେ ରାସ୍ତା ଉପରେ ବୋହୁଛି ନର୍ଦ୍ଦମା ପାଣି : ଡ୍ରେନ୍‌ ବ୍ୟବସ୍ଥା ନାହିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ. ୯ ବେହରାପାଲିରେ ରାସ୍ତା ଉପରେ ବୋହୁଛି ନର୍ଦ୍ଦମା ପାଣି । ଆଜି ପର୍ଯ୍ୟନ୍ତ ଏଠାରେ ଡ୍ରେନ ବ୍ୟବସ୍ଥା ହୋଇନାହିଁ । ଏ ସଂପର୍କରେ ସ୍ଥାନୀୟ ଲୋକେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଗୁହାରୀ କରି
Read More...

ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ମାଣାଧିନ ଲୋୟର ସୁକତେଲ ଡ୍ୟାମ୍‌ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ମାଣାଧିନ ଲୋୟର ସୁକତେଲ ଡ୍ୟାମ୍‌କୁ ପରିଦର୍ଶନ କରାଯାଇଥିବା ଜଣାପଡିଛି । ଏହି ପରିଦର୍ଶନରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଲେକ୍ଟର, ଏସପି, ସେ୍‌ସ୍ପସାଲ ଏଲ୍‌ଏଓ, ପିଡି ଆର୍‌ଆର୍‌, ସିସି ଏବଂ ଅନ୍ୟ ଅଧିକାରୀମାନେ ଲୋୟର ସୁକତେଲ
Read More...

ଖରଲିକାନି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ତାଲିମ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖରଲିକାନି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସାଧନକେନ୍ଦ୍ର ସଂଯୋଜକ ଗୋପାଳଜୀ ଚୌଧୁରୀଙ୍କ ଆବାହନ କ୍ରମେ ଶିକ୍ଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବରକୁ ଶିକାଛିଡା ଗ୍ରାମପଞ୍ଚାୟତ ସରପଂଚ ମୁଖ୍ୟ ଅତିଥ୍ୟ ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଏଥିରେ
Read More...

କୁତୁର୍ଲା ନୂତନ ଶିବ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ମହାସମାରୋହ ଉତ୍ସାହ ଉଦ୍ଦୀପନା ସହ ଉଦ୍‌ଯାପିତ

ନବଦିନାତ୍ମକ ଧରି ଶିବମୟ ଭାବ ବିହ୍ୱଳ ଭକ୍ତି ଭାବରେ ବୁଡିଲେ ଶ୍ରଦ୍ଧାଳୁ ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ ଲରମ୍ଭା ପଞ୍ଚାୟତ କୁତୁର୍ଲା ଗାଁରେ ବିଖ୍ୟାତ ସ୍ୱୟଂମ୍ଭୁ ଶିବ ମନ୍ଦିର ତଥା ନୂତନ ଭାବରେ ନିର୍ମିତ ଧବଳେଶ୍ୱର ଶିବ ମନ୍ଦିର ଏବଂ ଘସିଏନ ଦେବୀ ମନ୍ଦିର ପ୍ରତିଷ୍ଠା
Read More...

ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କ ଛତ୍ରପୁର ମହକୁମାରେ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଶୁକ୍ରବାର ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ (ସଦ୍ଭାବନାଗୃହ) ସମ୍ମିଳନୀ କକ୍ଷରେ ବସି ଆଲୋଚନା କରିଥିଲେ । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ
Read More...

ଆଜାଦିକା ଅମୃତ ମହୋତ୍ସବ ଅବସରରେ ଛତ୍ରପୁର ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜାଦିକା ଅମୃତ ମହୋତ୍ସବ ଅବସରରେ ଛତ୍ରପୁର ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା ଛତ୍ରପୁରର ରୋଟାରୀ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁନିସିପେଣ୍ଠ ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସୌଜନ୍ୟରେ ଛତ୍ରପୁର ରୋଟାରୀ କ୍ଲବ ସହଯୋଗରେ ଆୟୋଜିତ ଏହି
Read More...

ସହୀଦ ମାଧୋ ସିଂଙ୍କ ଘେଁସ ସ୍ଥିତ ବାସଭବନ ବୁଲି ଦେଖିଲେ ଏଏସ୍‌ଆଇ ଟିମ୍

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱାଧୀନତା ସଂଗ୍ରାମୀ ସହୀଦ ମାଧୋ ସିଂ ଘେଁସ ସ୍ଥିତ ବାସଭବନକୁ ଆର୍କୋଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ସଦସ୍ୟମାନେ ଗତକାଲି ବୁଲି ଦେଖିଥିଲେ । ଘର ରକ୍ଷଣାବେକ୍ଷଣା ନିମନ୍ତେ ସରକାରଙ୍କ ପକ୍ଷରୁ ଏହି ଟିମ୍ ଆସିଥିଲେ । ସେମାନେ ବିଭିନ୍ନ ଦିଗରୁ ନିରୀକ୍ଷଣ
Read More...

ଛତ୍ରପୁର ସବ୍-ଜେଲ ପରିଦର୍ଶନ କଲେ ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରବାର ଦିନ ଛତ୍ରପୁର ସ୍ଥିତ ସବ୍-ଜେଲ୍ ପରିଦର୍ଶନ କରିଛନ୍ତି । ଜେଲ ପରିଦର୍ଶନ କରି ଏହାର ପାରିପାର୍ଶ୍ବିକ ଅବସ୍ଥା ଓ ପରିସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ । ଜେଲ୍ ପରିସରରେ ଅନ୍ତେବାସୀଙ୍କ ପାଇଁ
Read More...

ଶୋଇଥିବା ବେଳେ ମା’ ଓ ଝିଅକୁ ଚୋଟ ମାରିଲା ସାପ : ଡାକ୍ତରଖାନା ଯିବା ବାଟରେ ଉଭୟଙ୍କ ଚାଲିଗଲା ଜୀବନ

ନୂଆପଡା, (ନିରାକାର ମେହେର) : ବିଷଧର ସାପ କାମୁଡାରେ ଗଲା ୨ଟି ଜୀବନ । ରାତିରେ ଖାଇପିଇ ଶୋଇଥିବା ବେଳେ ମା ଓ ଝିଅକୁ ଦଂଶିଲା ସାପ । ପ୍ରଥମେ ଗୁରୁତର ଅବସ୍ଥାରେ ନୂଆପଡା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ବୁର୍ଲା
Read More...