Monthly Archives

April 2022

ମରଣଯନ୍ତା ସାଜିଛି ବିଜୁ ଏକ୍ସପ୍ରେସ ସଡ଼କ : ଶୀଘ୍ର ମରାମତି ନ କଲେ ରାସ୍ତା ଅବରୋଧ କରିବା ପାଇଁ ଚେତାବନୀ ଦେଲେ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଭାଙ୍ଗଖୁଟି ଛକ ପାଖରେ ଥିବା ସହଭାଗୀ ବିକାଶ ଅଭିଯାନ କେନ୍ଦ୍ର ପାଖରେ ବିଜୁ ଏକ୍ସପ୍ରେସ ସଡ଼କ ମରଣଯନ୍ତା ପାଲଟିଛି । ପୂର୍ତ୍ତ ବିଭାଗ ତରଫରୁ ହେଉଥିବା ଉକ୍ତ କାମକୁ ଠିକାଦାର ତଥା ଯନ୍ତ୍ରୀ ଠିକ ଭାବେ ନିର୍ମାଣ କରୁନଥିବା ଯୋଗୁଁ ସାଧାରଣ
Read More...

ହୁମ୍ମା ଶୁଖୁଆ ହାଟ ପାଇଁ ହୋଲସେଲ ମାର୍କେଟ ହେବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ନିକଟସ୍ଥ ଶୁଖୁଆ ହାଟ ପଡ଼ିଆରେ ନିର୍ମାଣ ହେବ ଆଧୁନିକ ହୋଲସେଲ ମାର୍କେଟ । ଯାହାକୁ ନେଇ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ହୁମ୍ମା ହାଟ ପରିଦର୍ଶନ କରିବା ସହ ଓଡିଶା ଷ୍ଟେଟ କଂଷ୍ଟ୍ରକକ୍ସନ ନିର୍ବାହୀଯନ୍ତ୍ରୀ
Read More...

ଦେଓଗାଁ ସିଏଚ୍‌ସିରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଶୁକ୍ରବାର ସକାଳ ୮ଟା ସମୟରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଉଦ୍‌ଯାପିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ସୁରେନ୍ଦ୍ର ପରକିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟ
Read More...

ମାହାରପାଲି ପିଏଚ୍‌ସିରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ

୧୨୦୮ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା୪୮୨ ଜଣଙ୍କ ବିପି ଓ ସୁଗର ପରୀକ୍ଷା୧୦୩ ଜଣଙ୍କୁ ସ୍ୱାସ୍ଥ୍ୟ ପରିଚୟ ପତ୍ର ପ୍ରଦାନ ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଆଜି ମାହାରପାଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚକ୍ଷୁ,
Read More...

ସ୍ୱାମୀ ବିବେକାନନ୍ଦ ଲୋକସଂସଦ ବଲାଙ୍ଗିରର ୧୨ତମ ଇ-ପାଠ୍ୟଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀ ବିବେକାନନ୍ଦ ଲୋକସଂସଦ ବଲାଙ୍ଗିରର ୧୨ତମ ଇ- ପାଠ୍ୟଚକ୍ର ଗତକାଲି ସନ୍ଧ୍ୟା ୭ ଘଣ୍ଟା ସମୟରେ ଭାର୍ଚୁଆଲ ମୋଡରେ ଡ. ଛାୟାକାନ୍ତ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଇଂରାଜୀ ପ୍ରଫେସର ଡ.କାମଦେବ ସାହୁ ଯୋଗଦେଇ ସ୍ବାମୀ
Read More...

ରାଣୀପୁର ଝରିଆଲ ମୁଖ୍ୟ ଗେଟ୍‌ ତାଲା ଭାଙ୍ଗି ଦାନ ବାକ୍ସରୁ ଲକ୍ଷାଧିକ ଟଙ୍କା ଚୋରି ଅଭିଯୋଗ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ସୋମେଶ୍ୱର ମନ୍ଦିରରୁ ତାଲା ଭାଙ୍ଗି ଦାନ ପେଟିରୁ ଲକ୍ଷାଧିକ ଟଙ୍କା ସହ ସିସିଟିଭି କ୍ୟାମେରା ଓ ହାର୍ଡଡିକ୍ସ ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଅଂଚଳରେ ଥିବା ଐତିହାସିକ
Read More...

ବଲାଙ୍ଗିର ମେଡିକାଲ କଲେଜରେ ହରିୟାଣା ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ : ତଦନ୍ତ ପାଇଁ ଘଟଣାସ୍ଥଳରେ ପହଁଚିଲେ ବଲାଙ୍ଗିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମେଡିକାଲ କଲେଜରେ ମେଡିକାଲ ଛାତ୍ର ତଥା ହରିୟାଣାର ବାସିନ୍ଦା ନିଶାନ୍ତ କୁମାରଙ୍କ ସନ୍ଦେହ ଜନକ ମୃତ୍ୟୁକୁ ଏପର୍ଯ୍ୟନ୍ତ ୨୪ ଘଣ୍ଟା ନ ପୁରିଥିବା ବେଳେ ଗତକାଲି ବିଳମ୍ବିତ ରାତ୍ରୀରେ ଘଟଣାର ତଦନ୍ତ ପାଇଁ ବଲାଙ୍ଗିର ଏସ୍‌ପି ନୀତିନ କୁଶଲକର ନିଜ
Read More...

ଆଜି ସାରା ରାଜ୍ୟରେ କେବଳ ଜଣେ ମାତ୍ର କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ସାରା ରାଜ୍ୟରେ କେବଳ ଜଣେ ମାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସୂଚନା ଅନୁସାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୫ ରହିଥିବା ବେଳେ ଆଞ୍ଚଳିକ ସଂକ୍ରମଣରୁ ଜଣେ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲା ମଧ୍ୟରେ ସମ୍ବଲପୁରରୁ ଜଣେ
Read More...

କାଳ ହେଲା ତିଖାରୀ ପଥର ଖାଦାନରେ ରତ୍ନ ପଥର ହାତେଇବା : ୩ ଶ୍ରମିକଙ୍କ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଅନ୍ତର୍ଗତ ଗୁଲମୀ ସଂରକ୍ଷିତ ଜଙ୍ଗଲରେ ଥିବା ତିଖାରୀ ପଥର ଖାଦାନଠାରେ ବେଆଇନ ରତ୍ନ ପଥର ଖୋଳୁଥିବା ବେଳେ ମାଟି ତଳେ ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ ୩ ଜଣ ଶ୍ରମିକ ହେଲେ ଗୁଲମୀ
Read More...

ଆର୍‌ଟିଓ ଚେକିଂରେ ଧରାପଡିଲା ବରଯାତ୍ରୀ ବସ୍ : ୩ ଲକ୍ଷ ୭୦ ହଜାର ଟଙ୍କା ଜରିମାନା ଆଦାୟ

ସୁନ୍ଦରଗଡ଼ : ଝାଡ଼ଖଣ୍ଡର କୁର୍ଡେଗକୁ ବରଯାତ୍ରୀଙ୍କୁ ନେଇ ଘରୁକୁ ଫେରୁଥିବା ବେଳେ ଆର୍‌ଟିଓ ଚେକିଂରେ ବସ୍‌ ଧରାପଡିଥିବା ଖବୀ ମିଳିଛି । ଯାଞ୍ଚ ବେଳେ ବସ୍‌ର ଇନ୍‌ସୁରାନ୍ସ, ଫିଟ୍‌ନେସ୍‌, ପଲ୍ୟୁସନ୍‌ ଓ ଟ୍ୟାକ୍ସ ଭିଳି ଗୁରୁତ୍ବପୂର୍ଣ୍ଣ କିଛି ବି କାଗଜ ପତ୍ର ନଥିବା ଜଣାପଡିଥିଲା । ଏହାପରେ
Read More...