Monthly Archives

April 2022

ଜାତୀୟ ପଞ୍ଚାୟତିରାଜ ଦିବସ ପାଳନରେ ଅଂଶ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଗସ୍ତ କରିବେ ଜମ୍ମୁ ଓ କଶ୍ମୀର

ପ୍ରଧାନମନ୍ତ୍ରୀ ୨୦ ହଜାର କୋଟିରୁ ଅଧିକ ଟଙ୍କାର ଅନେକ ବହୁମୁଖୀ ବିକାଶମୂଳକ ପ୍ରକଳ୍ପର କରିବେ ଉଦଘାଟନ ଓ ଶିଳାନ୍ୟାସଜମ୍ମୁ ଓ କଶ୍ମୀର ଅଞ୍ଚଳକୁ ଯାତାୟାତ ସୁବିଧା ନିମନ୍ତେ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ ବନିହାଲ-କାଜିଗୁଣ୍ଡ ସଡକ ସୁଡଙ୍ଗପ୍ରଧାନମନ୍ତ୍ରୀ ତିନି ରୋଡ ପ୍ୟାକେଜ
Read More...

ଚାଞ୍ଚଲ୍ୟକର ଶୀର୍ଷକ ବ୍ୟବହାର ନକରିବାକୁ ଘରୋଇ ଚାନେଲମାନଙ୍କୁ ସତର୍କ କରାଇଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

● ଟିଭି ବିତର୍କରେ ଅଶାଳୀନ ଭାଷା ବ୍ୟବହାର ଓ ମନଗଢ଼ା ଦାବି କରୁଥିବା ସାମ୍ବାଦିକମାନଙ୍କ ପାଇଁ ମନ୍ତ୍ରଣାଳୟର ଜରୁରି ପରାମର୍ଶ ନୂଆଦିଲ୍ଲୀ, (ପିଆଇବି) : ଘରୋଇ ଟିଭି ସମାଚାର ଚ୍ୟାନେଲଗୁଡ଼ିକରେ ମିଛ ଦାବି ଏବଂ ଚାଞ୍ଚଲ୍ୟକର ଶୀର୍ଷକ (ହେଡଲାଇନ୍ସ) ବ୍ୟବହାର କରାଯାଉଥିବାରୁ କେନ୍ଦ୍ର ସୂଚନା
Read More...

ବ୍ରାହ୍ମଣୀପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଦ୍ୟାଳୟର ସଭାପତି ଖୀରଧର କୁମ୍ଭାରଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷକ ଅନିଲ କୁମାର ରଣା ସଭାର ଉଦ୍ଦେଶ୍ୟ ଜ୍ଞାପନ କରି କହିଥିଲେ କରୋନା ମହାମାରୀ ପରେ ସ୍କୁଲକୁ ଛାତ୍ର ଛାତ୍ରୀଙ୍କୁ ଆକର୍ଷିତ ତଥା ଶିକ୍ଷଣ
Read More...

ବ୍ଲକସ୍ତରୀୟ ଗଣିତ ମେଳା ଓ ଗଳ୍ପ କଥନ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରଠାରେ ଥିବା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଗଣିତ ମେଳା ଓ ଗଳ୍ପ କଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମା' ବୀଣାପାଣିଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା
Read More...

ବ୍ରହ୍ମାକୁମାର ରାମନାଥ ଭାଇଙ୍କ ସହିତ ଆଲୋଚନା କଲେ କୁସୁମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଗସ୍ତରେ ଆସିଥିବା ମାଉଣ୍ଟ ଆବୁ ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ରାଷ୍ଟ୍ରୀୟ ଧାର୍ମିକ ବିଭାଗ ମୁଖ୍ୟ ରାଜଯୋଗୀ ବ୍ରହ୍ମାକୁମାର ରାମନାଥ ଭାଇଙ୍କୁ ବାସନ୍ତୀ କଲୋନୀ ସ୍ଥିତ ସେବାକେନ୍ଦ୍ରରେ ସାକ୍ଷାତ କରିଥିବା ବେଳେ
Read More...

ହିନ୍ଦୁ ହିଁ ଆଗେ ବାର୍ତ୍ତାକୁ ନେଇ ଡା.ପ୍ରବୀଣ ଭାଇ ତୋଗାଡିଆଙ୍କ ସୁବର୍ଣ୍ଣପୁର ଗସ୍ତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ତଥା ରାଷ୍ଟ୍ରୀୟ ବଜରଙ୍ଗ ଦଳର ଅଧ୍ୟକ୍ଷ ଡା.ପ୍ରବୀଣ ଭାଇ ତୋଗାଡିଆ ସୁବର୍ଣ୍ଣପୁର ଗସ୍ତରେ ଆସି ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ସ୍ଥାନୀୟ ସର୍କିଟ ହାଉସର ସମ୍ମିଳନୀ କକ୍ଷରେ ସମୃଦ୍ଧ ହିନ୍ଦୁ,
Read More...

ଖଟଖଟିଆର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଖଟଖଟିଆର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍‌ଜ୍ଞାପନ କରାଯାଇଛି । ଶିକ୍ଷକ ରଂଜୁ ଅମାତଙ୍କ ଆବହକତ୍ୱରେ ଓ ପ୍ରଧାନ ଶିକ୍ଷକ ଗଣେଷ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ
Read More...

ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ପାସ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଂଚି ନାରାୟଣ ଦାଶଙ୍କ
Read More...

ବାଲିଗୁଡାର ପୂର୍ବତନ ବିଜେପି ବିଧାୟକ ସୁରେନ୍ଦ୍ର କହଁରଙ୍କ ପରଲୋକ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାର ପୂର୍ବତନ ବିଜେପି ବିଧାୟକ ସୁରେନ୍ଦ୍ର କହଁରଙ୍କ ପରଲୋକ ହୋଇଯାଇଛି । ତାଙ୍କର ଦେହାନ୍ତ ବେଳକୁ ୮୪ ବର୍ଷ ହୋଇଥିଲା । ନିଜ ବାସ ଭବନ ସଲାଗୁଡାଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ସେ ଶିକ୍ଷକତାରୁ ଅବସର
Read More...

ଚାରଭଟା ପଞ୍ଚାୟତ ମହାବିଦ୍ୟାଳୟଠାରେ ମେଗା ସ୍ୱାସ୍ଥ୍ୟ ମେଳା ଆୟୋଜିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲାର ତରଭା ବ୍ଲକ୍ ଅନ୍ତର୍ଗତ ଚାରଭଟା ଗ୍ରାମପଞ୍ଚାୟତର ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଗତକାଲି ଆୟୁଷ୍ମାନ ମନ୍ତ୍ରଣାଳୟ ଭାରତ ସରକାର ଓ ସୋନପୁର ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗଙ୍କ ଦ୍ଵାରା ଏକ ମେଗା ସ୍ବାସ୍ଥ୍ୟ ମେଳା ଆୟୋଜିତ ହୋଇଯାଇଛି । ଜିଲ୍ଲାର
Read More...