Monthly Archives

April 2022

ରାବଣ ବଧ ଓ ରାମାଭିଷେକ ପରେ ସମାପନ ହେଲା ଶ୍ରୀରାମଲୀଳା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ଶ୍ରୀଜଗନ୍ନାଥ ନାଟ୍ୟ ସଂସଦ ଦ୍ଵାରା ଆୟୋଜିତ ଶ୍ରୀ ରାମଲୀଳା ୧୪ ଦିନିଆ ନାଟ୍ୟୋତ୍ସବ ଇତି ମଧ୍ୟରେ ସମାପନ ହୋଇଯାଇଛି । ୨ ବର୍ଷର କରୋନା କଟକଣା ପରେ ଏ ବର୍ଷ ପାଳିତ ହୋଇଥିବା ଶ୍ରୀରାମ ଲୀଳା ବ୍ରତାଚାରୀଙ୍କ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ “ମନ୍ କି ବାତ୍”ର ଓଡ଼ିଆ ଭାଷାନ୍ତର

ନୂଆଦିଲ୍ଲୀ, (ପିଆଇବି) : ମୋର ପ୍ରିୟ ଦେଶବାସୀଗଣ, ନମସ୍କାର ।ନୂଆ ବିଷୟ ସହ, ନୂଆ ପ୍ରେରଣାଦାୟକ ଉଦାହରଣ ସହ, ନୂଆ ନୂଆ ସନ୍ଦେଶକୁ ଏକାଠି କରି ପୁଣିଥରେ ମୁଁ ଆପଣଙ୍କ ସଂଗେ ‘ମନ୍ କୀ ବାତ୍’ କରିବାକୁ ଆସିଛି । ଜାଣିଛନ୍ତି, ଏଥର ମୋତେ ସବୁଠୁ ବେଶୀ ଚିଠି ଓ ବାର୍ତ୍ତା କେଉଁ ବିଷୟକୁ ନେଇ
Read More...

୨୫ରୁ ୩୦ ଏପ୍ରିଲ୍ ‘କିଷାନ ଭାଗୀଦାରୀ, ପ୍ରାଥମିକତା ହମାରି’ କାର୍ଯ୍ୟକ୍ରମ

‘କିଷାନ ଭାଗୀଦାରୀ, ପ୍ରାଥମିକତା ହମାରି’ କାର୍ଯ୍ୟକ୍ରମ ଆଜାଦୀର ଅମୃତ ମହୋତ୍ସବର ଅଂଶ ବିଶେଷ ଭାବରେ ୨୫ ଏପ୍ରିଲ୍ରୁ ୩୦ ଏପ୍ରିଲ୍ ୨୦୨୨ ପର୍ଯ୍ୟନ୍ତ ଆୟୋଜନ କରାଯିବ କେନ୍ଦ୍ର କୃଷି ମନ୍ତ୍ରୀ ସାଧାରଣ ସେବା କେନ୍ଦ୍ର/ କମନ ସର୍ଭିସ୍ ସେଂଟର (ସିଏସ୍ସି) ଦ୍ୱାରା ଆୟୋଜିତ ଫସଲ ବୀମା ଉପରେ
Read More...

ଲୋଇସିଂହା ବ୍ଲକର ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରେ ୱାର୍କସାଇଟ୍ ସୁବିଧା ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକର ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରେ ୱାର୍କସାଇଟ୍ ସୁବିଧା କରାଯାଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ଏହି ୱାର୍କସାଇଟ୍ ସୁବିଧାରେ ବିଶ୍ରାମ ସେଡ୍, ପାନୀୟ ଜଳ, ଗ୍ଲୁକୋଜ୍, ଫାଷ୍ଟ ଏଡ୍‌ କିଟ୍
Read More...

ବେଲପଡାରେ ଡଃ ଭୀମରାଓ ଆମ୍ବେଦକରଙ୍କ ୧୩୧ତମ ଜନ୍ମ ଜୟନ୍ତୀ ସମାରୋହ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ଗାଁରେ ଥିବା ଡଃ ବିଆର ଆମ୍ବେଦକର ୱେଲଫେୟାର ଏସୋସିଏସନ୍‌ ପକ୍ଷରୁ ଆଜି ବାବା ସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଥମେ ଡଃ ଭୀମରାଓ
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୦୯ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୩୮ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ସଇଁତଲା ପିଡବ୍ଲ୍ୟୁଏସ୍‌ ପାଇପଲାଇନ ଲିକେଜ ମରାମତି ହୋଇ ଜଳ ଯୋଗାଣ ପୁନଃ ଆରମ୍ଭ ହୋଇଥିବା ନେଇ ଜିଲ୍ଲାପାଳଙ୍କ ସୂଚନା

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ପିଡବ୍ଲ୍ୟୁଏସ୍‌ ପାଇପଲାଇନ ଲିକେଜ ମରାମତି ହୋଇ ଜଳ ଯୋଗାଣ ପୁନଃ ଆରମ୍ଭ ହୋଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ପୂର୍ବରୁ ଏହାକୁ ନେଇ ବହୁବାର ସ୍ଥାନୀୟ ଲୋକେ ସ୍ଥାନୀୟ ପ୍ରଶାସନକୁ ଗୁହାରୀ କରିଥିବା ବେଳେ
Read More...

ଟ୍ରାକ୍ଟର ସହିତ କଞ୍ଚା ଶାଳଗଣ୍ଡି ଜବତ : ୨ ଗିରଫ, ଡ୍ରାଇଭର ଫେରାର

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡ଼ି ବନାଞ୍ଚଳ ଅନ୍ତର୍ଗତ ଦାରିଙ୍ଗବାଡ଼ି ସେକ୍ସନ ଉହାମାହା ଜଙ୍ଗଲରୁ ଦାରିଙ୍ଗବାଡ଼ି ବନ ବିଭାଗ ଏକ ଟ୍ରାକ୍ଟର ସହିତ ୭୫ଖଣ୍ଡ ଶାଳକାଠ ଗଣ୍ଡି ବୋଝେଇ ହୋଇଥିବା ଟ୍ରାକ୍ଟରକୁ ଜବତ କରିବା ସହିତ ୨
Read More...

ବଲାଙ୍ଗିର ଆର୍‌ଟିଓର ଏନ୍‌ଫୋର୍ସମେଣ୍ଟ ଟିମ୍ ଦ୍ୱାରା ଟିଟଲାଗଡ, ପାଟଣାଗଡ ଏବଂ କଣ୍ଟାବାଂଜିରେ ଟ୍ରାଫିକ୍…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ବଲାଙ୍ଗିର ଆରଟିଓ କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲ୍ଲାର ଟିଟଲାଗଡ, ପାଟଣାଗଡ ଏବଂ କଣ୍ଟାବାଂଜିରେ ଏହି ଉଲ୍ଲଂଘନକାରୀଙ୍କ ଠାରୁ କଡାରୁ କଡା ଫାଇନ ଆଦାୟ କରିଥିବା ସୂଚନା ମିଳିଛି । ତେବେ ବଲାଙ୍ଗିର ଆର୍‌ଟିଓର
Read More...

୩ ହାତୀ ଦାନ୍ତ ଜବତ ସହ ଅଭିଯୁକ୍ତ ଗିରଫ

ସୋନପୁର : ସୋନପୁର ସୁବଳୟାରୁ ଏସ୍‌ଟିଏଫ୍ ଟିମ୍ ୩ଟି ହାତୀ ଦାନ୍ତ ଜବତ କରିଥିବା ଜଣାପଡିଛି । ଏହି ଟିମ୍ ଆଜି ଖବରପାଇ ଚଢାଉ କରି ଜବତ କରିଛି । ଏଥରେ ହାତୀଦାନ୍ତ ଅଭିଯୁକ୍ତ ରଞ୍ଜନ ମହାପାତ୍ରକୁ ଗିରଫ କରାଯାଇଛି ।
Read More...