Monthly Archives

April 2022

ପୁଣି ଲାଲ୍‌ବାହିନୀଙ୍କ ଲଙ୍କାକାଣ୍ଡ : ପୋଡ଼ିଦେଲେ ଯାତ୍ରୀବାହୀ ବସ୍, ୨ ଯାତ୍ରୀ ଆହତ

ମାଲକାନଗିରି : ମାଲକାନଗିରି ଆନ୍ଧ୍ର ସୀମାନ୍ତରେ ମାଓବାଦୀମାନେ ଏକ ଯାତ୍ରୀବାହୀ ବସ୍‌କୁ ପୋଡିଦେଇଥିବା ଖବର ମିଳିଛି । ଫଳରେ ବସ୍ ଭିତରେ ଶୋଇଥିବା ଦୁଇ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଚିନ୍ତୁର ଥାନା ଅନ୍ତର୍ଗତ କୋତୁର ଜଙ୍ଗଲ
Read More...

ତାରାତାରିଣୀ ମନ୍ଦିରର ପୁନଃ-ପ୍ରତିଷ୍ଠା ଉତ୍ସବ ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶକ୍ତିସ୍ୱରୂପିଣୀ ସ୍ତନପୀଠେ ପୂଜିତା ଆରାଧ୍ୟଦେବୀ ବିଶ୍ୱବନ୍ଦନୀୟା ମା' ତାରାତାରିଣୀଙ୍କ ପ୍ରାଚୀନ ମନ୍ଦିର ଗଞ୍ଜାମ ଜିଲ୍ଲାର ଆଠଗଡ଼ ସ୍ଥିତ ମଥୁରା କାରିଗରମାନଙ୍କ ଦ୍ୱାରା ନିର୍ମିତ ବୋଲି ଇତିହାସ କହେ । ପୁରୁଣା ଜୀର୍ଣ୍ଣୋଦ୍ଧାର ମନ୍ଦିର ଓ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୪ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪ ଜଣ ଆଞ୍ଚଳିକ ସଂକ୍ରମଣରୁ ଚିହ୍ନଟ
Read More...

ପ୍ରଚଣ୍ଡ ତାତିରେ ସିଝୁଛି ସୁବର୍ଣ୍ଣପୁର : ଗାଁମାନଙ୍କରେ ପିଇବା ପାଣିର ସମସ୍ୟା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ପ୍ରଚଣ୍ଡ ଖରାତାତିରେ ସିଝୁଛି ସମଗ୍ର ସୁବର୍ଣ୍ଣପୁର ଜିଲ୍ଲା । ଦିନର ତାପମାତ୍ରା ୪୫ପ୍ସ ଡିଗ୍ରୀ ଛୁଇଁଥିବା ବେଳେ ପାଣିପାଗ ବିଭାଗର ସତର୍କ ସୂଚନା ମତେ ଆଜିଠୁ ୩ ରୁ ୪ ଡିଗ୍ରୀ ତାତି ବଢିବ । ଦିନ ୧୦ଟାରୁ ଡହଡହ ଖରା ବଢୁଥିବାରୁ ରାସ୍ତାଘାଟ ଶୂନଶାନ ହୋଇ
Read More...

ଯୁବକଙ୍କ ଉପରେ ସଙ୍ଘବଦ୍ଧ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଭଦ୍ରକ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ଘରକୁ ଫେରିବା ବେଳେ ଜଣେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ ହୋଇଥିବା ଖବର ମିଳିଛି । ଗୁରୁତର ଜଣକ ନମକଣା ଗ୍ରାମର ପିତାମ୍ବର ଜେନା ବୋଲି ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିବା
Read More...

ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ଦେହାନ୍ତ

କଟକ : ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ୮୫ବର୍ଷ ବୟସରେ ଦେହାନ୍ତ ହୋଇଯାଇଥିବା ଜଣାପଡିଛି । କଟକସ୍ଥିତ ବାସ ଭବନରେ ଗତକାଲି ସନ୍ଧ୍ୟାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ ବୃତ୍ତିରେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ କରି ସେଥିରୁ ଅବସର ନେଇଥିଲେ ।
Read More...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୭ ବଖରା ଘର ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭଦ୍ରକ : ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାଞ୍ଜ ପଞ୍ଚାୟତ ରାହାଞ୍ଜ ସାହିରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟାରେ ଅଗ୍ନିକାଣ୍ଡ ଘଟି ପ୍ରହଲ୍ଲାଦ ସାହୁଙ୍କ ୭ ବଖରା ଘର ଜଳି ଭଷ୍ମୀଭୂତ ହୋଇଯାଇଥିବା ଖବର ମିଳିଛି । ସୂଚନାନୁଯାୟୀ, ପ୍ରହଲ୍ଲାଦ ସାହୁଙ୍କ ଘରେ ସମସ୍ତେ ଶୋଇଥିବା ଅବସ୍ଥାରେ
Read More...

ଖଲିଆପାଲି ସ୍କୁଲରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ଖଲିଆପାଲି ଉଚ୍ଚ ପ୍ରାଥମିକ ସ୍କୁଲରେ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ତଥା ଜୁନିଅର ରେଡକ୍ରସ୍‌ ପରାମର୍ଶଦାତା ଦୂର୍ୟ୍ୟୋଧନ ପଶାୟତ ସଭାରେ
Read More...

ସର୍ଟସାର୍କିଟ ଯୋଗୁଁ ଅଗ୍ନିକାଣ୍ଡ : ଅଳ୍ପକେ ବର୍ତ୍ତିଲା ସଦର ବ୍ଲକ ସଭାଗୃହ

ସୁବର୍ଣ୍ଣପୁର (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ସଦର ବ୍ଲକ ଅଫିସର ସଭାଗୃହରେ ସର୍ଟସାର୍କିଟ ଯୋଗୁଁ ଏକ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଅଳ୍ପକେ ସଭାଗୃହର ଆସବାସପତ୍ର ବର୍ତ୍ତି ଯାଇଛି । ସଭାଗୃହ ବାରଣ୍ଡା କାନ୍ଥରେ ଲାଗିଥିବା ବିଦ୍ୟୁତ ମିଟରରେ ସର୍ଟସାର୍କିଟ ହୋଇ ହଠାତ ନିଆଁ ଲାଗି ପରିବେଶ
Read More...

ଜାତୀୟ ପଞ୍ଚାୟତିରାଜ ଦିବସ ଉତ୍ସବରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାମ୍ମୁ ଓ କାଶ୍ମୀର ଗସ୍ତ

• ସାମ୍ବା ଜିଲ୍ଲାର ପାଲ୍ଲି ପଞ୍ଚାୟତରୁ ଦେଶର ସବୁ ଗ୍ରାମସଭାକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ• ଜାମ୍ମୁ ଓ କାଶ୍ମୀରରେ ୨୦ହଜାର କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶୁଭ ଦେଲେ ପ୍ରଧାନମନ୍ତ୍ରୀ• ବନିହାଲ-କାଜିଗଣ୍ଡ ରୋଡ ଟନେଲ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ;
Read More...