Monthly Archives

April 2022

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ବଲାଙ୍ଗିର ଗସ୍ତ କରି ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିବା ସହ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରୀପାଠୀ ବଲାଙ୍ଗିର ଗସ୍ତ କରି ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିବା ସହ ପ୍ରକଳ୍ପଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ନେଇ ଜିଲ୍ଲାପାଳ ଚଂଚଳ ରାଣା
Read More...

ଦେଶରେ ୨,୯୨୭ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୩୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଗୋଟିଏ ଦିନରେ ଭାରତରେ କୋଭିଡ -୧୯ ର ୨,୯୨୭ ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦେଶରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୩୦,୬୫,୪୯୬କୁ ବୃଦ୍ଧି ପାଇଛି । ଏହି ସମୟରେ, ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ୧୬,୨୭୯କୁ ବୃଦ୍ଧି ପାଇଥିବା ସୂଚନାରେ କୁହାଯାଇଛି
Read More...

ରଥ ମହୋତ୍ସବ ବେଳେ ବଡ଼ ଦୁର୍ଘଟଣା : ହାଇ ଭୋଲଟେଜ୍ ତାର ଯୋଗୁଁ ୧୧ ଜଣଙ୍କ ମୃତ୍ୟୁ

ତାଂଜାଭୁର : ତାମିଲନାଡୁର ତାଂଜାଭୁରରେ ବାର୍ଷିକ ରଥ ମହୋତ୍ସବରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ହାଇ ଭୋଲଟେଜ୍ ତାର ଯୋଗୁଁ ଅତିକମରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନାରେ କୁହାଯାଇଛି । ଏହି ଦୁର୍ଘଟଣାରେ ଆହୁରି ୬ରୁ ଅଧିକ ଲୋକ ଆହତ ହୋଇଛନ୍ତି । ମୃତମାନଙ୍କ ମଧ୍ୟରେ ପିଲାମାନେ ମଧ୍ୟ
Read More...

ପାନୀୟ ଜଳର ସୁବିଧା ନଥିବା ଯୋଗୁଁ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ଅଙ୍ଗନବାଡ଼ି କେନ୍ଦ୍ରର କୋମଳମତି ଶିଶୁମାନେ

ଦୁଇ କିମି ଦୂରରୁ ପାଣି ଆଣି ଚାଳିଛି ପିଲାଙ୍କ ରୋଷେଇ କାର୍ଯ୍ୟ : ନଳକୂପ ଖନନ ଦାବୀ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଗେର୍ଡା ପଞ୍ଚାୟତ ଅନ୍ତର୍ଗତ ଗଇଲପିଟା ଅଙ୍ଗନବାଡ଼ି କେନ୍ଦ୍ରରେ ନଳକୂପଟିଏ ଖନନ କରିବାକୁ ଗ୍ରାମବାସୀ ଦାବୀ କରୁଛନ୍ତି । ସୂଚନା ଅନୁସାରେ ଉକ୍ତ
Read More...

ବର୍ଷୁଛି ନିଆଁ, ଜନସାଧାରଣ ଛାନିଆଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ବଲାଙ୍ଗିର ସହର ଡହକ ବିକଳ ହୋଇ ପଡ଼ୁଥିବା ବେଳେ ମଧ୍ୟାହ୍ନ ସମୟରେ ପ୍ରବଳ ଖରା ନିଆଁ ବର୍ଷୁଥିବା ଭଳି ଅନୁଭବ ଦେଉଛି । ଏଭଳି ଅସହ୍ୟ ତାତିରେ ସହରବାସୀ ଛାନିଆଁ ହୋଇ ପଡ଼ିଥିବା ଅନୁମାନ କରାଯାଉଛି । ପ୍ରବଳ ଗରବ ସାଂଗକୁ ବିଜୁଳି
Read More...

ସ୍ଥାବର ଅସ୍ଥାବର ସମ୍ପତ୍ତିର ସାର୍ବଜନୀନ ଘୋଷଣା କର : ସିଏମ୍‌ ଯୋଗୀ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଲେ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ଦ୍ୱିତୀୟ କାର୍ଯ୍ୟାକାଳର କ୍ୟାବିନେଟ୍ ବୈଠକରେ କହିଛନ୍ତି ଯେ, ଶପଥ ଗ୍ରହଣ କରିବା ପରେ ଆସନ୍ତା ତିନିମାସ ମଧ୍ୟରେ ସମସ୍ତ ମନ୍ତ୍ରୀ ନିଜ ତଥା ସେମାନଙ୍କ ପରିବାରର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ବିଷୟରେ
Read More...

ଖଡିବାହାଳି ଛକରେ ଗୁଳିମାଡ଼ : ୧ ଗୁରୁତର

ଘଟଗାଁ : କେନ୍ଦୁଝର ଜିଲ୍ଲା ହରିଚନ୍ଦପୁର ଥାନା ଖଡିବାହାଳି ଛକରେ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ସୂଚନାନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ହରିଚନ୍ଦପୁର ଥାନା ଖଡିବାହାଳି ଛକରେ ଥିବା ଜଗବନ୍ଧ ମହାପାତ୍ରଙ୍କ ଗ୍ରୋସରୀ ଦୋକାନକୁ ୨ ଜଣ ଯୁବକ ଆସି ସିଗାରେଟ୍‌ ମାଗିଥିଲେ । ସିଗାରେଟ୍‌
Read More...

୪୦ ଫୁଟ୍‌ ଗଭୀର କୂଅରେ ଖସି ପଡିଲେ ବ୍ୟକ୍ତି : ୨ ଘଣ୍ଟା ପରେ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଭୀମାପଡ଼ା ଗ୍ରାମର ଜଣେ ବ୍ୟକ୍ତି କୂଅରେ ଖସି ପଡ଼ିଥିଲେ । ୨ ଘଣ୍ଟାର ରେସକ୍ୟୁ ଅପରେସନ ପରେ ପରେ ଅଗ୍ନିଶମ ବାହିନୀ ଉକ୍ତ ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରିଛି । ସୂଚନାନୁଯାୟୀ, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଭୀମାପଡ଼ା ଗ୍ରାମର ଲକ୍ଷଣ ମହାନ୍ତ
Read More...

ଚାଲିଗଲେ ଆଗଲପୁରର ବୃନ୍ଦାବନ ଭୋଇ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁରର ବୃନ୍ଦାବନ ଭୋଇଙ୍କ ପରଲୋକ ହୋଇଯାଇଥିବା ଜଣାପଡିଛି । ବୃନ୍ଦାବନ ଅଂଚଳର ଜଣେ ଜଣାଶୁଣା ବ୍ୟକ୍ତି ଥିବା ବେଳେ ବିଙ୍ଗ ହ୍ୟୁମେନ ଫାଉଣ୍ଡେସନର ସକ୍ରିୟ ସଦସ୍ୟ ଥିଲେ । ତାଙ୍କ ପରଲୋକରେ ବିଙ୍ଗ ହ୍ୟୁମେନ ଫାଉଣ୍ଡେସନର ସଭାପତି ଶୋକ
Read More...

ବାଲୁଗାଁର ଏକ ଗରୀବ ବ୍ରାହ୍ମଣ ଭିନ୍ନକ୍ଷମ ପରିବାର ପ୍ରତି ରାଜ୍ୟ ସରକାରଙ୍କ ସହାୟତା ନିମନ୍ତେ ଅନୁରୋଧ

• ଅନ୍ତୋର୍ଦ୍ୱୟ ଯୋଜନାର ୩୫ କିଲୋ ଚାଉଳ, ମାଗଣାରେ ବ୍ୟବସ୍ଥିତ ଚିକିତ୍ସା ସେବା, ଦାରିଦ୍ର୍ୟ ତାଡ଼ନା ସମସ୍ୟା ଲାଗି ସହାୟତା, ଆବାସ ଯୋଜନା ଜରୁରୀ ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଧାର କାର୍ଡ ନାହିଁ, ଶାରୀରିକ ଅକ୍ଷମ ପରିବାର ବର୍ଗଙ୍କୁ ମିଳୁନି ରାସନ ଚାଉଳ । ଗୋଟିଏ
Read More...