Monthly Archives

April 2022

ସ୍କୁଲ ଛାତ୍ରଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଲର୍କା ଗ୍ରାମ ପଞ୍ଚାୟତ ସ୍ଥିତ ଅନକାପୁର ଗ୍ରାମର ଏକ ସ୍କୁଲରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା କଥା ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ ଯେ, ସେହି ଗ୍ରାମର ତେଜରାଜ ନାଏକ ବୟସ (୧୨) ଆତ୍ମହତ୍ୟା କରିଥିବା ଖବର ମିଳିଛି
Read More...

ଉତ୍କଳ ଦିବସକୁ ବିରୋଧ କରି କଳା ଦିବସ ପାଳନ କଲା ପାଟଣାଗଡ଼ କୋସଲ ରାଜ୍ୟ ସମନ୍ୱୟ ସମିତି

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶାକୁ କୋସଲ ରାଜ୍ୟ ଗଠନ କରିବା ବହୁ ଦିନରୁ ଦାବି ରହିଆସୁଛି କୋସଲ ରାଜ୍ୟ ସମନ୍ୱୟ ସମିତି । କୋଶଳାଞ୍ଚଳର ଐତିହ୍ୟ ପରମ୍ପରା, କୋସଲି ଭାଷାକୁ ସାମ୍ବିଧାନିକ ଅଷ୍ଟମ ଅନୁଛେଦ ମାନ୍ୟତା ଅଧିକାର, ସ୍ବତନ୍ତ୍ର କୋସଲ ରାଜ୍ୟ ଗଠନ ଦାବୀ ହେଉଛି ।
Read More...

ପାଟଣାଗଡ କୋସଲି ଡେରା ପକ୍ଷରୁ କୋସଲି ଭାଷାକୁ ସମ୍ବିଧାନିକ ମାନ୍ୟତା ଦେବୀରେ ଗଣଧାରଣା

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ କୋସଲି ଡେରା ତରଫରୁ କୋସଲି ଭାଷାର ସମ୍ବିଧାନିକ ମାନ୍ୟତା ଦାବୀରେ ଏକ ଗଣଧାରଣା କଚେରୀ ଛକଠାରେ ଅନୁଷ୍ଠିତ ହୋଇଯାଇଛି । ଚାରି ଦଫା ଦାବୀ ନେଇ ସଭାପତି ଭକ୍ତବନ୍ଧୁ ବିଶ୍ଵାଳ, ସଂପାଦକ ଲାଲଚନ ବର୍ଗତ୍ତି, ସନ୍ତୋଷ କୁମାର ଦାସ, ସୁରୁଚି ମିଶ୍ର,
Read More...

ଭିନ୍ନକ୍ଷମ ଲୁକାୟିତ ପ୍ରତିଭାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଉଦ୍ୟମ ଆରମ୍ଭ କରିଛି ଜଜବା : ୨୦ ଜଣ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭିନ୍ନକ୍ଷମ ହେଲେ ବି ଆମେ ସକ୍ଷମ । ଏଭଳି କିଛି ଭିନ୍ନକ୍ଷମ ଅଛନ୍ତି ଯେଉଁମାନେ ସମାଜରେ ମୁଖ୍ୟ ସ୍ରୋତରେ ଏବେ ସାମିଲ ହୋଇ ନିଜର ପ୍ରତିଭାକୁ ବିକଶିତ କରିପାରିଛନ୍ତି । ଏଭଳି ପ୍ରତିଭାଙ୍କୁ ଆହୁରି ଆଗକୁ ନେବା ଓ ତାଙ୍କ ମୁହଁରେ ହସ ଫୁଟାଇବା ସହ ଅଧିକ
Read More...

କୋଶଲି ଭାଷାର ସାମ୍ବିଧାନିକ ସ୍ୱୀକୃତି ପାଇଁ ଗଣଧାରଣା

ବଙ୍ଗୋମୁଣ୍ଡା, (ପୁସ୍ତମ ଯୁଆଡି) : କୋଶଲି ସାହିତ୍ୟ ଅନୁଷ୍ଠାନ କଁସିଲ୍‌ ଓ ପ୍ରୟାସ ସାହିତ୍ୟ ଅନୁଷ୍ଠାନ କର୍ଲା ବାହାଲି ତରଫରୁ ବଙ୍ଗୋମୁଣ୍ଡା ଠାରେ କୋଶଲି ଭାଷାର ସାମ୍ବିଧାନିକ ମାନ୍ୟତା ଦାବୀରେ କୋଶଲି ସାହିତ୍ୟ ଅନୁଷ୍ଠାନ ଢ଼େକିସାଲ୍‌ର ସମ୍ପାଦକ କେକି ସିଂ ଭୋଇଙ୍କ ତତ୍ୱାବଧାନରେ
Read More...

ରାଉରକେଲାରେ ଉତ୍କଳ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହିକ୍ରମରେ କୋଏଲନଗର ସ୍ଥିତ ରାଉରକେଲା ଇସ୍ପାତ କାରଖାନାର ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ୮୭ତମ ଉତ୍କଳ ଦିବସ ସଂଘ କାର୍ୟାଳୟଠାରେ ପାଳିତ ହୋଇଯାଇଛି । ସଂଘର ସଭାପତି ଅଭୟ କୁମାର ଦାସଙ୍କ ସଭପତିତ୍ୱ ଓ
Read More...

୨୦୨୧-୨୨ ଆର୍ଥିକ ବର୍ଷରେ ରାଜସ୍ୱ ସଂଗ୍ରହରେ ୨୭% ସାମଗ୍ରିକ ଅଭିବୃଦ୍ଧି ରେକର୍ଡ କଲା କେନ୍ଦ୍ରୀୟ ଜିଏସଟି, କେନ୍ଦ୍ରୀୟ…

ଭୁବନେଶ୍ୱର, (ପିଆଇବି) : ୨୦୨୧-୨୨ ଆର୍ଥିକ ବର୍ଷରେ ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଜିଏସ୍‌ଟି, କେନ୍ଦ୍ରୀୟ ଉତ୍ପାଦ ଏବଂ ସୀମା ଶୁଳ୍କ ଜୋନ୍ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି । ମାର୍ଚ୍ଚ ୨୦୨୨ ସୁଦ୍ଧା ମୋଟ୍ ରାଜସ୍ୱ ସଂଗ୍ରହ ପରିମାଣ ୫୦,୯୭୮ କୋଟି ଟଙ୍କା
Read More...

ମୁରସିଂହ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଉନ୍ନୟନ ପାଇଁ ଦାବୀ ଜୋର ଧରୁଛି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତର ଶତାଧିକ କର ଜମିକୁ ପାଣି ମାଡିବାକୁ ଉପର ମୁଣ୍ଡେ ଥିବା ଗୁର୍ଜିମୁଣ୍ଡା ପ୍ରକଳ୍ପ ଉପରେ କାମ କରିବାକୁ ବାରମ୍ବାର ଦାବୀ ହୋଇଆସୁଛି । ଦାବୀ ଅନୁସାରେ ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ କିଛି କାମରେ ଲାଗୁ ନାହିଁ ତେଣୁ
Read More...

ଦେଓଗାଁ ବନାଞ୍ଚଳ ପକ୍ଷରୁ ବିଭିନ୍ନ ଗାଁରେ ଜଙ୍ଗଲକୁ ନିଆଁରୁ ସୁରକ୍ଷା ଦେବା ପାଇଁ ସଚେତନତା କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଜଙ୍ଗଳକୁ ନିଆଁରୁ ରକ୍ଷା କରିବା ପାଇଁ ଦେଓଗାଁ ବନାଞ୍ଚଳ ତରଫରୁ ଦେଓଗାଁ, କୁଡାସିଂହା ଓ ଗୁଡଭେଲା ସେକ୍‌ସନ୍‌ର ବିଭିନ୍ନ ଗାଁରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏଥରେ ତୁଷୁରା କୃଷ୍ଣପ୍ରିୟା କଳାପରିଷଦର ପୂର୍ଣ୍ଣଚନ୍ଦ୍ର ଛତ୍ରୀଆ (ସାନ) ଓ
Read More...

ପୌର ପରିଷଦ ପକ୍ଷରୁ ମାରାଥନ୍ ଉଦ୍‌ଘାଟନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଉତ୍କଳ ଦିବସ ଓ ବରଗଡ଼ ଜିଲ୍ଲାର ପ୍ରତିଷ୍ଠା ଦିବସ ଅବସରରେ ପୌର ପରିଷଦ ପକ୍ଷରୁ ମାରାଥନ୍ ଉଦ୍‌ଘାଟନ କାର୍ଯ୍ୟକ୍ରମ ହୋଇଥିଲା । ବରଗଡ଼ ମୁଖ୍ୟ ରାସ୍ତା ବୀର ସୁରେନ୍ଦ୍ର ସାଏ ଛକଠାରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଓ ଭଟଲି ଛକ ଠାରେ ଧନୁଯାତ୍ରାର
Read More...