Monthly Archives

April 2022

ଜିଲ୍ଲା ପ୍ରଶାସନ ଦ୍ୱାରା ଯମୁନା ବାହାଲରୁ ଉଦ୍ଧାର ହେଲେ ପାୟଲ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିରର ସାମାଜିକ କର୍ମୀ ଅରୁଣ କୁମାର ଖୁଆସ ଓ ସେବିକା ଆହ୍ଲାଦିନୀ ସେଠ୍‌ ଯମୁନାବାହାଲ ଯାଇ ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ ସସ୍ପର୍ଶରେ ଆସି ଅଣ୍ଟାରୁ ତଳକୁ ଉଭୟ ଗୋଡ,
Read More...

କ୍ଷୁଦ୍ର ଜଳସେଚନ ବିଭାଗର ସେବା ନିବୃତ୍ତି ବିଦାୟକାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ବିଜୟ କୁମାର ପରିଡାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଉପଲକ୍ଷେ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ନିର୍ବାହୀଯନ୍ତ୍ରୀ ରବି ରଥ ବିଭାଗୀୟ ଗୁରୁ ଦାୟିତ୍ୱ ହାତକୁ ନେଇଛନ୍ତି ।
Read More...

ବିଶ୍ୱ ସ୍ୱପରାୟଣତା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଏସ୍‌ବି ନିରତାଲ ତତ୍ତ୍ୱାବଧାନରେ ଚାଳିତ ସିଆର୍‌ସି-ଏସ୍‌ଆର୍‌ଇ - ପୂର୍ନବାସ କେନ୍ଦ୍ରଠାରେ ସ୍ୱପରାୟଣ (ଅର୍ଟିଜମ) ସଚେତନତା ଦିବସ ପାଳିତ ହୋଇଯାଇଛି । ସିଆର୍‌ସି-ଏସ୍‌ଆର୍‌ଇ ବଲାଙ୍ଗିରର ନିର୍ଦ୍ଦେଶକ ସୂର୍ଯ୍ୟମଣୀ ପ୍ରସାଦଙ୍କ
Read More...

୧୯୮୪ ମସିହା ମାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ସର୍ବପୁରାତାନ ଶିକ୍ଷାନୁଷ୍ଠାନ ମହତାବ ଉଚ୍ଚ ବିଦ୍ୟାଳୟର୧୯୮୪ ମସିହା ମାଟ୍ରିକ ବ୍ୟାଚ୍‌ର ଛାତ୍ରମାନଙ୍କ ମଧ୍ୟରେ ଏକ ବନ୍ଧୁମିଳନ ଉତ୍ସବ ମା ଗଡଚଣ୍ଡି, ଗଡକାଳୁପଡା ପୀଠସ୍ଥଳୀରେ ଅନୁଷ୍ଠିତ ହୋଇଯାଇଛି । ଏହି ମିଳନ ପର୍ବ
Read More...

କୁରୁଲଠାରେ ନିଶୁକ୍ଲ ଆୟୁର୍ବେଦ ସ୍ୱାସ୍ଥ୍ୟ ଶିବିର-ପୋଷଣ ଅଭିଯାନ-୨୦୨୨ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ କୁରୁଲ ରାମଜୀ ହାଇସ୍କୁଲଠାରେ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ତଥା ଜାତୀୟ ଆୟୁଷ ମିଶନ, ଆୟୁୁଷ ନିର୍ଦ୍ଦେଶାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ତରଫରୁ ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା
Read More...

ଏଲ୍‌ଇଡି ବୋଝେଇ ଗାଡି ଲୁଟିଲେ ଦୁର୍ବୃତ୍ତ

ଖୋର୍ଦ୍ଧା : ଜି. ଉଦୟଗିରିରୁ ଏଲଇଡି ବୋଝେଇ ଟାଟା ଏସିଇ ଗାଡି ଭୁବନେଶ୍ବର ଆସୁଥିବା ବେଳେ ୫୭ ନଂ ଜାତୀୟ ରାଜପଥରେ ଉକ୍ତ ଗାଡିକୁ ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଜି.ଉଦୟଗିରିରୁ ଏକ କାର୍ୟ୍ୟକ୍ରମ ସାରି ଟାଟା ଏସିଇ ଗାଡିରେ ୧୨ଟି ଏଲଇଡି, ମିକ୍ସର ମେସିନ, ପ୍ରୋସେସର,
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ ମୃତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଙ୍ଗୋମୁଣ୍ଡା ଥାନା ଦନ୍ଦରା ଗାଁ ନିକଟ ବୁଲାଣି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଗୋଟିଏ ବାଇକ୍‌କୁ ଏକ ଟ୍ରକ ପଛପଟଚ ଧକ୍‌କ୍କା ଦେବା ଫଳରେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ଜଣକ ମୃତ୍ୟୁ ଘଟିଥିବା ବେଳେ
Read More...

କେଶବଚନ୍ଦ୍ର ଆଶ୍ରମରେ ନିଃଶୁକ୍ଳ ଆକ୍ୟୁପ୍ରେସର ଚିକିତ୍ସା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ଭାତୃତ୍ୱ ଦିବ୍ୟାତ୍ମା ପରିଷଦ, ସେକ୍ଟର -୮, ରାଉରକେଲା ଶାଖା ଦ୍ୱାରା ଆଜି ଏକ ନିଃଶୁକ୍ଲ ଆକ୍ୟୁପ୍ରେସର୍ ଚିକିତ୍ସା ଶିବିର କେଶବଚନ୍ଦ୍ର ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ମାନବ ସେବା ହିଁ ମାଧବ ସେବା । ଏହି ଉକ୍ତିଟିକୁ ସାର୍ଥକ କରିବା ପାଇଁ
Read More...

ମହାସମାରୋହରେ ପାଳିତ ହେଲା ଗରିମା-୨୦୨୨

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ 'ଗରିମା-୨୦୨୨ ମହାସମାରୋହରେ ସିଭିକ ସେଣ୍ଟରଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ କାୟଲଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ଶଙ୍କର ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ହରିଶଙ୍କରରେ ସର୍ବଭାରତୀୟ ବି‍ଂଝାଲ ସମାଜ ପକ୍ଷରୁ ବିନ୍ଧ୍ୟବାସିନୀ ପୀଠରେ ଚୈତ୍ର ବାସନ୍ତୀକ ଯାତ୍ରା ପାଇଁ ପ୍ରସ୍ତୁତି…

ପାଟଣାଗଡ, (ଗୋରେଖନାଥ ବରିହା) : ପଶ୍ଚିମ ଓଡିଶାର ପ୍ରମୁଖ ହରିଶଙ୍କର ତିର୍ଥ ସ୍ଥଳୀ ମା' ବିନ୍ଧ୍ୟ ବାସନୀ ମନ୍ଦିର ପ୍ରାଙ୍ଗଣରେ ସର୍ବ ଭାରତୀୟ ସ୍ବାଲାଖ ବିନ୍ଧ୍ୟଗିରୀ ବିଂଝାଲ ସମାଜ ପକ୍ଷରୁ ଚୈତ୍ର ବାସନ୍ତୀକ ପୂଜା ପାଳନ କରିବା ପାଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...