Daily Archives

ବର୍ଷୁଛି ନିଆଁ, ଜନସାଧାରଣ ଛାନିଆଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ବଲାଙ୍ଗିର ସହର ଡହକ ବିକଳ ହୋଇ ପଡ଼ୁଥିବା ବେଳେ ମଧ୍ୟାହ୍ନ ସମୟରେ ପ୍ରବଳ ଖରା ନିଆଁ ବର୍ଷୁଥିବା ଭଳି ଅନୁଭବ ଦେଉଛି । ଏଭଳି ଅସହ୍ୟ ତାତିରେ ସହରବାସୀ ଛାନିଆଁ ହୋଇ ପଡ଼ିଥିବା ଅନୁମାନ କରାଯାଉଛି । ପ୍ରବଳ ଗରବ ସାଂଗକୁ ବିଜୁଳି
Read More...

ସ୍ଥାବର ଅସ୍ଥାବର ସମ୍ପତ୍ତିର ସାର୍ବଜନୀନ ଘୋଷଣା କର : ସିଏମ୍‌ ଯୋଗୀ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଲେ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ଦ୍ୱିତୀୟ କାର୍ଯ୍ୟାକାଳର କ୍ୟାବିନେଟ୍ ବୈଠକରେ କହିଛନ୍ତି ଯେ, ଶପଥ ଗ୍ରହଣ କରିବା ପରେ ଆସନ୍ତା ତିନିମାସ ମଧ୍ୟରେ ସମସ୍ତ ମନ୍ତ୍ରୀ ନିଜ ତଥା ସେମାନଙ୍କ ପରିବାରର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ବିଷୟରେ
Read More...

ଖଡିବାହାଳି ଛକରେ ଗୁଳିମାଡ଼ : ୧ ଗୁରୁତର

ଘଟଗାଁ : କେନ୍ଦୁଝର ଜିଲ୍ଲା ହରିଚନ୍ଦପୁର ଥାନା ଖଡିବାହାଳି ଛକରେ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ସୂଚନାନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ହରିଚନ୍ଦପୁର ଥାନା ଖଡିବାହାଳି ଛକରେ ଥିବା ଜଗବନ୍ଧ ମହାପାତ୍ରଙ୍କ ଗ୍ରୋସରୀ ଦୋକାନକୁ ୨ ଜଣ ଯୁବକ ଆସି ସିଗାରେଟ୍‌ ମାଗିଥିଲେ । ସିଗାରେଟ୍‌
Read More...

୪୦ ଫୁଟ୍‌ ଗଭୀର କୂଅରେ ଖସି ପଡିଲେ ବ୍ୟକ୍ତି : ୨ ଘଣ୍ଟା ପରେ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଭୀମାପଡ଼ା ଗ୍ରାମର ଜଣେ ବ୍ୟକ୍ତି କୂଅରେ ଖସି ପଡ଼ିଥିଲେ । ୨ ଘଣ୍ଟାର ରେସକ୍ୟୁ ଅପରେସନ ପରେ ପରେ ଅଗ୍ନିଶମ ବାହିନୀ ଉକ୍ତ ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରିଛି । ସୂଚନାନୁଯାୟୀ, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଭୀମାପଡ଼ା ଗ୍ରାମର ଲକ୍ଷଣ ମହାନ୍ତ
Read More...

ଚାଲିଗଲେ ଆଗଲପୁରର ବୃନ୍ଦାବନ ଭୋଇ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁରର ବୃନ୍ଦାବନ ଭୋଇଙ୍କ ପରଲୋକ ହୋଇଯାଇଥିବା ଜଣାପଡିଛି । ବୃନ୍ଦାବନ ଅଂଚଳର ଜଣେ ଜଣାଶୁଣା ବ୍ୟକ୍ତି ଥିବା ବେଳେ ବିଙ୍ଗ ହ୍ୟୁମେନ ଫାଉଣ୍ଡେସନର ସକ୍ରିୟ ସଦସ୍ୟ ଥିଲେ । ତାଙ୍କ ପରଲୋକରେ ବିଙ୍ଗ ହ୍ୟୁମେନ ଫାଉଣ୍ଡେସନର ସଭାପତି ଶୋକ
Read More...

ବାଲୁଗାଁର ଏକ ଗରୀବ ବ୍ରାହ୍ମଣ ଭିନ୍ନକ୍ଷମ ପରିବାର ପ୍ରତି ରାଜ୍ୟ ସରକାରଙ୍କ ସହାୟତା ନିମନ୍ତେ ଅନୁରୋଧ

• ଅନ୍ତୋର୍ଦ୍ୱୟ ଯୋଜନାର ୩୫ କିଲୋ ଚାଉଳ, ମାଗଣାରେ ବ୍ୟବସ୍ଥିତ ଚିକିତ୍ସା ସେବା, ଦାରିଦ୍ର୍ୟ ତାଡ଼ନା ସମସ୍ୟା ଲାଗି ସହାୟତା, ଆବାସ ଯୋଜନା ଜରୁରୀ ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଧାର କାର୍ଡ ନାହିଁ, ଶାରୀରିକ ଅକ୍ଷମ ପରିବାର ବର୍ଗଙ୍କୁ ମିଳୁନି ରାସନ ଚାଉଳ । ଗୋଟିଏ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ ରୁ ୧୮ ବର୍ଷ ମଧ୍ୟରେ ୧ ଜଣ ଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

କାମାକ୍ଷାନଗର : କାମାକ୍ଷାନଗର ଭାଲୁମୁଣ୍ଡ ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଖୀବ ମିଳିଛି । ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କାର୍‌ । ବିଳମ୍ଵିତ ରାତିରେ ଚିକିତ୍ସା ନିମନ୍ତେ କେନ୍ଦୁଝରରୁ କଟକ ଯାଉଥିବା ବାଟରେ ଏହି ଦୁର୍ଘଟଣାଟି ଘଟିଥିବା ଜଣାପଡିଛି । ସୂଚନାନୁଯାୟୀ,
Read More...

ଜିଲ୍ଲା କଳା ଓ ଖେଳ ଶିକ୍ଷକ ମହାସଂଘର ବିକ୍ଷୋଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର କଳା ଓ ଖେଳ ଶିକ୍ଷକ ମହାସଂଘ ପକ୍ଷରୁ ମଙ୍ଗଳବାର ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟଠାରେ କଳା ଓ ଖେଳ ଶିକ୍ଷକ ପଦ ପାଇଁ ଆବେଦନ କରିଥିବା ଯୁବକ ଯୁବତୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କଳା ଓ ଖେଳ ଶିକ୍ଷକ ପାଇଁ ଆବେଦନ କରିବା ଦୀର୍ଘ ୨
Read More...

ମଦନପୁର କାଳୀପୀଠ ଠାରେ ଅଷ୍ଟ ପ୍ରହରୀ ନାମଯଜ୍ଞ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମଦନପୁର ମା' କାଳୀପୀଠ ଠାରେ କାମନା ଦଣ୍ଡ ପାଇଁ ବ୍ରତଧାରୀଙ୍କ ୧୩ ବର୍ଷ ପୂର୍ତ୍ତି ଉପଲକ୍ଷେ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ରବିବାର ଅପରାହ୍ନରେ କଳସ ଓ ଅଧିବାସରୁ ଗତକାଲି ଦଧିଭାଣ୍ଡ ନଗର
Read More...