Daily Archives

ଅମ୍ବାଭୋନା ସରପଞ୍ଚଙ୍କ ଅଭିନବ ପ୍ରୟାସ : ଗାଆଁକୁ ଗାଁ ବୁଲି ହିତାଧିକାରୀଙ୍କୁ ବାଣ୍ଟୁଛନ୍ତି ସରକାରୀ ଭତ୍ତା

ବରଗଡ, (ନିରୋଜ କୁମାର ପାଣୀ) : ସରକାରଙ୍କ ଯୋଜନା ପାଇବାକୁ ହେଲେ ସରକାରୀ କାର୍ଯ୍ୟାଳୟକୁ ଯିବାକୁ ପଡେ କିନ୍ତୁ ଏବେ ସରକାରୀ ଯୋଜନା ପହଁଚିଛି ଲୋକଙ୍କ ଘରେ । ଏମିତି ଏକ ପ୍ରୟାସ କରିଛନ୍ତି ବରଗଡ଼ ଜିଲ୍ଲା ଭଟଲୀ ବିଧାନସଭା ଅନ୍ତର୍ଗତ ଅମ୍ବାଭୋନା ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ
Read More...

ରାଉରକେଲା ବିକାଶ ମଞ୍ଚ ୮ ଦଫା ଦାବୀ ନେଇ ସଚେତନତା ସମାବେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ବିଶ୍ରା ଛକଠାରେ ରାଉରକେଲା ବିକାଶ ମଞ୍ଚର ଆବାହକ ଡଃ ସୁମନ ଦତ୍ତଙ୍କ ଆବାହକତ୍ୱରେ ୮ ଦଫା ଦାବୀ ନେଇ ଆୟୋଜିତ ସଚେତନତା ସମାବେଶରେ ରାଉରକେଲାର ବିଭିନ୍ନ ରାଜନୈତିକ ଦଳ, ଶ୍ରମିକ ସଙ୍ଗଠନ, ସାମାଜିକ, ସାହିତ୍ୟ, ସାଂସ୍କୃତିକ, ଶିକ୍ଷାନୁଷ୍ଠାନର
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୧୧ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ
Read More...

କେନ୍ଦୁପତ୍ରର ସଂଗ୍ରହର ମୂଲ୍ୟ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେନ୍ଦୁପତ୍ରର ସଂଗ୍ରହ ମୂଲ୍ୟ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ ୨୦୨୨ ଫସଲ ବର୍ଷ ପାଇଁ ଉଭୟ ପ୍ରୋସେସ ଅଞ୍ଚଳ ଓ ଫାଲ
Read More...

ଏପ୍ରିଲ ୨୧ତାରିଖରେ ଦେଶରେ ୭୦୦ରୁ ଅଧିକ ସ୍ଥାନରେ ଜାତୀୟ ଆପ୍ରେଣ୍ଟିସିପ୍ ମେଳା ଆୟୋଜିତ ହେବ

ନୂଆଦିଲ୍ଲୀ, (ପିଆଇବି) : ଚଳିତମାସ (ଏପ୍ରିଲ)୨୧ରେ ତାରିଖରେ ଦେଶର ୭୦୦ରୁ ଅଧିକ ସ୍ଥାନରେ ଦିନିକିଆ ଜାତୀୟ ଆପ୍ରେଣ୍ଟିସିପ୍ (ଶିକ୍ଷାନବୀସ) ମେଳା ଆୟୋଜିତ ହେବ । ସ୍କିଲ ଇଣ୍ଡିଆ ଏହି କାର୍ୟ୍ୟକ୍ରମକୁ ଡାଇରୋକ୍ଟୋରେଟ ଜେନେରାଲ ଅଫ ଟ୍ରେନିଂ (ଡିଜିଟି) ସହଯୋଗରେ ଆୟୋଜନ କରୁଛି । ଏହି ମେଳା
Read More...

ଦେଶବ୍ୟାପୀ ଆୟୋଜିତ ହେଉଛି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ମେଳା

• ଏପ୍ରିଲ ୧୮ ତାରିଖରେ ୩ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ସ୍ୱାସ୍ଥ୍ୟ ମେଳାରେ ହେଲେ ସାମିଲ; ପ୍ରଥମ ଦିନରେ ଦେଶର ୪୬୪ଟି ବ୍ଲକରେ ଅନୁଷ୍ଠିତ ହେଲା ସ୍ୱାସ୍ଥ୍ୟ ମେଳା• ୬୪ ହଜାରରୁ ଅଧିକ ଆଭା ସ୍ୱାସ୍ଥ୍ୟ ଆଇଡି ପ୍ରସ୍ତୁତ ହେଲା; ୧୭ ହଜାରରୁ ଅଧିକ ପିଏମଜେଏୱାଇ ଗୋଲ୍ଡେନ କାର୍ଡ ଜାରି• ଓଡ଼ିଶାର
Read More...

ଢେଙ୍କାନାଳ ବନଖଣ୍ଡ ଅଧିନ ଜଙ୍ଗଲରେ ବାଘଙ୍କ ବାସସ୍ଥଳୀ ଜମିଛି

• ଏହାକୁ ଜାତୀୟ ଅଭୟାରଣ୍ୟ ଘୋଷଣା କରିବାକୁ ବିଭିନ୍ନ ମହଲରେ ଦାବୀ ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଢେଙ୍କାନାଳ ଜଙ୍ଗଲରେ ବାଘ ସଂଖ୍ୟା ବଢ଼ୁଛନ୍ତି । ଢେଙ୍କାନାଳ ବନଖଣ୍ଡ ଅଧିନ ଜଙ୍ଗଲରେ ୨ଟି କଲରାପତରିଆ ବାଘ ଠାବ ହୋଇଥିବା ନେଇ ବନବିଭାଗ ପ୍ରକାଶ କରିଛନ୍ତି । ଜଙ୍ଗଲ ଭିତରେ
Read More...

ଶ୍ରୀ ଶ୍ରୀ ହରିଶଙ୍କର ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ଚତୁର୍ଦ୍ଦଶୀ ମେଳା ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ଠାରେ ଆଗାମୀ ୧୪ରୁ ୧୬ ତାରିଖ ଯାଏ ତିନି ଦିନ ଧରି ହେବାକୁ ଥିବା ବୈଶାଖ ଚତୁର୍ଦ୍ଦଶୀ ମେଳା ପାଇଁ ପ୍ରସ୍ତୁତି ବୈଠକ ଗତକାଲି ଅନୁଷ୍ଟିତ ହୋଇଯାଇଛି । ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପଟଣାଗଡ଼
Read More...

ଆଜି ଡେଲାଙ୍ଗ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା ହେବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଆଜି ବ୍ଲକସ୍ତରୀୟ ମେଗା ସ୍ୱାସ୍ଥ୍ୟ ମେଳା ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଅନୁଷ୍ଟିତ ହେବ । ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ
Read More...