Daily Archives

କ୍ଳଷ୍ଟରସ୍ତରୀୟ ମୌଳିକ ସାକ୍ଷରତା ଓ ଗଣିତ ଜ୍ଞାନ ଓରିଏଣ୍ଟସନ୍‌ ମିଶନ ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସାରା ରାଜ୍ୟରେ କରୋନା ଯୋଗୁଁ ଦୁଇବର୍ଷ ବିଦ୍ୟାଳୟ ବନ୍ଦ ପରେ ସରକାରଙ୍କ ନିଷ୍ପତ୍ତି କ୍ରମେ ବର୍ତ୍ତମାନ ସମସ୍ତ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ମାନେ ଶିକ୍ଷା ଗ୍ରହଣ ପାଇଁ ଆସୁଛନ୍ତି ହେଲେ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ମୌଳିକ
Read More...

ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ରୁଷ ସେନାକୁ ଦୁନିଆର ସବୁଠାରୁ ବର୍ବର ସେନା ବୋଲି କହିଲେ

କିଭ୍‌(ୟୁକ୍ରେନ) : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ରୁଷର ସେନାକୁ ଦୁନିଆର ସବୁଠାରୁ ବର୍ବର ସେନା ବୋଲି କହିଛନ୍ତି । ସେ କହିଛନ୍ତି ଯେ, ରୁଷର ସକ୍ଷମ ସୈନିକମାନଙ୍କ ସହ ଯାହା ବି ଅସ୍ତ୍ର ଉପଲବ୍ଧ, ସେମାନେ ୟୁକ୍ରେନ ବିରୁଦ୍ଧରେ ବ୍ୟବହାର କରୁଛନ୍ତି । ଜେଲେନସ୍କି ଦେଶକୁ ଏକ
Read More...

ଦିଲ୍ଲୀରେ ମାସ୍କ ନ ପିନ୍ଧିଲେ ଜୋରିମାନା : କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ନିଷ୍ପତ୍ତି

ନୂଆଦିଲ୍ଲୀ : ଦିଲ୍ଲୀରେ କୋଭିଡ -୧୯ର ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିପର୍ୟ୍ୟୟ ପରିଚାଳନା ପ୍ରାଧିକରଣ (ଡିଡ଼ିଏମ୍‌ଏ) ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି । ଏଥିସହ ଉଲ୍ଲଂଘନକାରୀଙ୍କ ଉପରେ ୫୦୦ ଟଙ୍କା ଜୋରିମାନା ଲାଗୁ କରାଯିବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ,
Read More...

ଜାହାଙ୍ଗିରପୁରୀରେ ଚାଲୁଥିବା ବୁଲଡୋଜର ଉପରେ ରାହୁଲ ଗାନ୍ଧୀଙ୍କ ବିସ୍ଫୋରକ ବୟାନ : ବିଜେପିକୁ ଦେଲେ ପରାମର୍ଶ

ନୂଆଦିଲ୍ଲୀ : ଦିଲ୍ଲୀର ଜାହାଙ୍ଗିରପୁରୀର ଅତିକ୍ରମଣ ବିରୋଧୀ ଅଭିଯାନ ଉପରେରେ ବିସ୍ଫୋରକ ବୟାନ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ଭାରତୀୟ ଜନତା ଦଳକୁ ପରାମର୍ଶ ଦେଇଛନ୍ତି । ରାହୁଲ କହିଛନ୍ତି ଯେ, ଗରିବ ଏବଂ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରିବା ପରିବର୍ତ୍ତେ ବିଜେପି ନିଜ ହୃଦୟରେ
Read More...

ଏପ୍ରିଲ ୨୬ରୁ ୨୮ ଲୋକକଳା ଉତ୍ସବ : ଲୋଗୋ ଉନ୍ମୋଚନ କଲେ ପୌରାଧ୍ୟକ୍ଷା, ଯୋଗଦେବେ ୬ଟି ଜାତୀୟ ସାଂସ୍କୃତିକ ଦଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ଏପ୍ରିଲ ୨୬ରୁ ୨୮ ତାରିଖ ତିନି ଦିନ ଧରି ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆ ଠାରେ ସପ୍ତମ ଲୋକକଳା ଉତ୍ସବ ଆୟୋଜନ ହେବା ନେଇ ସାଂବାଦିକ ଭବନ ଠାରେ ଅନୁଷ୍ଠିତ ଏକ ସାଂବାଦିକ ସମ୍ମିଳନୀରେ ଦୁଲଦୁଲି କଳା ପରିଷଦର ସଭାପତି ପ୍ରଭାସ ପାଣିଗ୍ରାହୀ ସୂଚନା
Read More...

ଅସହାୟ ବୃଦ୍ଧାଙ୍କ ଶବ ସତ୍କାର

ସୁନ୍ଦରଗଡ, (କେପିଏନ୍‌ଏସ୍‌) : ଆଜି ପଶ୍ଚିମ ଓଡିଶା ଯୁବାମଞ୍ଚ ଓ ଶ୍ମଶାନ ବନ୍ଧୁ ଟିମ୍‌ ଜଣେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କରିଛନ୍ତି । ହେମଗିର ବ୍ଲକ୍‌ ଅନ୍ତର୍ଗତ ମୁଣ୍ଡରଖେତ ଗ୍ରାମର ଦୁଃଖିନୀ କିସାନ (୭୫) ଭିକ୍ଷାବୃତି କରି ଚଲୁଥିଲେ । ଜୀବନର ଶେଷ ମୁହୂର୍ତରେ ଖରା, ବର୍ଷା, ଶୀତ,
Read More...

୧୯୭୮ ବ୍ୟାଚର ମତ ବିନିମୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୈନଦିନ ଜୀବନ ସଂଘର୍ଷରୁ କିଛି ସମୟ ବାହାର କରି ପୁରୁଣା ସ୍ମୃତିକୁ ମନେପକାଇବା ସହ ପରସ୍ପର ମଧ୍ୟରେ ମତ ବିନିମୟ ପାଇଁ ସମସ୍ତଙ୍କ ମନରେ ଉଦବେଗ ରହିଥିବା ବେଳେ କେତେବେଳେ ତାହା ସମ୍ଭବ ତ ପୁଣି କେତେବେଳେ ସବୁ ପ୍ରସ୍ତୁତି ଥାଇ ମଧ୍ୟ କିଛି ହୋଇପାରେନି ।
Read More...

ଜଳଛତ୍ର ଖୋଲିବାକୁ ଏକା ଏକା ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଏକାଏକା ଧାରଣା ଦେଇଥାନ୍ତି ଡ. ବିପିନ କୁଶଲିଆ । ଆଉ ଏବେ ସହରରେ ଜଳଛତ୍ର ଖୋଲାଯାଇ ନଥିବାରୁ ସେ ପୌର କାର୍ଯ୍ୟାଳୟ ଆଗରେ ଏକା ଏକା ଖରା ତାତିରେ ଧାରଣା ଦେଇଥିଲେ । ଭିଲେଜର୍ସ ଇଣ୍ଡିଆ ପାର୍ଟିର ବ୍ୟାନର ଲଗାଇ
Read More...

ବରପାଲିପଡାରେ ଘର ସାମ୍ନାରୁ ବାଇକ୍‌ ଚୋରି ହୋଇଥିବା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରରେ ଏବେ ଚୋର ଗ୍ୟାଙ୍ଗ ପୁଣି ମାତିଛନ୍ତି । ଦିନ ଦ୍ୱିପହରେ ଉଠାଇ ନେଉଛନ୍ତି ବାଇକ୍‌ । ଏହିପରି ଏକ ଅଭିଯୋଗ ହୋଇଛି ବରପାଲିପଡାରେ । ସୂଚନା ଅନୁସାରେ ସାଲେପାଲିର କୈଳାଶ ବ୍ରହ୍ମ ବରପାଲିପଡାକୁ ଏକ ଘରୋଇ କାମରେ ଯାଇଥିଲେ । ଜଣକ ଘରେ କାମ ସାରି ବାହାରକୁ
Read More...

ଝାରବନ୍ଧଲି ଛକ ନିକଟରେ ସଡକ ଦୁର୍ଘଟଣା : ୧ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଝାରବନ୍ଧଲି ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଲୋଇସିଂହା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ
Read More...