Daily Archives

କାପସିରେ ଷୋହଳ ପ୍ରହରୀ ନାମଯଜ୍ଞ ପ୍ରସ୍ତୁତି ବୈଠକ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ପଞ୍ଚାୟତ କାପସି ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ପ୍ରସ୍ତୁତି ବୈଠକ କାପସି ବରଗଛ ଛକଠାରେ ମଙ୍ଗଳବାର ସଂନ୍ଧ୍ୟା ୬ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । କାପସି ଷୋହଳ ପ୍ରହରୀ ନାମଯଜ୍ଞ କମିଟି ସଭାପତି ଜତିନ୍ଦ୍ର ଦାସଙ୍କ
Read More...

ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତିଙ୍କ ସହିତ ଏନଡିୟୁଜେ ସାମ୍ବାଦିକଙ୍କ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାମ୍ବାଦିକ ଭବନଠାରେ ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ସହିତ ନୂଆପଡାର ନବ ଗଠିତ ସାମ୍ବାଦିକ ସଂଘ ଏନ୍‌ଡିୟୁଜେର ସଦସ୍ୟ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନବଗଠିତ ଏନଡିୟୁଜେର ଆଗାମୀ କାର୍ଯ୍ୟକ୍ରମ ଉପରେ ବିସ୍ତୃତ
Read More...

ତୁହାକୁ ତୁହା ବିଦ୍ୟୁତ କାଟ, ବିଦ୍ୟୁତ ଉପଭୋକ୍ତା ସଂଘର ଆନ୍ଦୋଳନ ଚେତାବନୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବରଗଡ଼ ସହର ସମେତ ଆଖପାଖ ଅଞ୍ଚଳରେ ପ୍ରତ୍ୟେହ ବିଦ୍ୟୁତ ସରବରାହ କାଟ, ଟ୍ରିପିଙ୍ଗ ଓ ମରାମତି ନାମରେ ୮/୯ ଘଣ୍ଟା ବନ୍ଦ ରହିବା ଫଳରେ ଲୋକମାନେ ବହୁ ହନ୍ତସନ୍ତ
Read More...

ଆଜି ହେଉଛି ପବିତ୍ର ବିଷୁବ ସଂକ୍ରାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ହେଉଛି ପବିତ୍ର ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଓ ଓଡିଆ ନବବର୍ଷ । ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛନ୍ତି ଗାଁ ଠାରୁ ସହର । ହନୁମାନଙ୍କ ଜୟନ୍ତୀ ଲାଗି ସଜେଇ ହୋଇଛି ମନ୍ଦିର । ଦୀର୍ଘ ଦୁଇ ବର୍ଷ ପରେ କରୋନା ମହାମାରୀ ସ୍ଥିତିରେ ସୁଧାର ଆସିଥିବାରୁ
Read More...

ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ ସହ ୫ ଗିରଫ

ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଓ ବଇଣ୍ଡା ଅଞ୍ଚଳରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନାନୁଯାୟୀ, ଗିରଫ ହୋଇଥିବା ଅଭିଯୁକ୍ତମାନେ ବଇଣ୍ଡା ଅଞ୍ଚଳର ପୂର୍ଣ୍ଣିମା ବେହେରା, ଦୂରୀକା ମାଝୀ,
Read More...

ସଂଶୋଧିତ କେନ୍ଦ୍ର ପ୍ରାୟୋଜିତ ଯୋଜନା ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ (ଆରଜିଏସଏ) ଅବଧି ସମ୍ପ୍ରସାରଣକୁ କ୍ୟାବିନେଟ…

• ଅଭିଯାନର କାର୍ୟ୍ୟକାରିତା ୦୧.୦୪.୨୦୨୨ ଠାରୁ ୩୧.୦୩.୨୦୨୬ ପର୍ୟ୍ୟନ୍ତ ଜାରି ରହିବ• ଯୋଜନା ପାଇଁ ଖର୍ଚ୍ଚ ହେବ ମୋଟ୍‌ ୫୯୧୧ କୋଟି ଟଙ୍କା, ୩୭୦୦ କୋଟି ଟଙ୍କା କେନ୍ଦ୍ର ସରକାର ଏବଂ ୨୨୧୧ କୋଟି ଟଙ୍କା ରାଜ୍ୟ ଖର୍ଚ୍ଚ କରିବେ• ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ୨.୭୮ ଲକ୍ଷ ଗ୍ରାମୀଣ
Read More...

ଭୁବନେଶ୍ୱରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ପୂର୍ବାଞ୍ଚଳ ଜୋନ୍‌ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

• ସମ୍ମିଳନୀରେ ଅଧ୍ୟକ୍ଷତା କଲେ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ମୁଞ୍ଜପାରା ମହେନ୍ଦ୍ରଭାଇ• ପୋଷଣରେ ସୁଧାର ପାଇଁ ବିଭିନ୍ନ ପିଢ଼ିରେ ସମୟୋପଯୋଗୀ ହସ୍ତକ୍ଷେପର ଆବଶ୍ୟକତା ରହିଛି : ଡକ୍ଟର ମୁଞ୍ଜପାରା ମହେନ୍ଦ୍ରଭାଇ• ଲକ୍ଷ୍ୟବଦ୍ଧ ହସ୍ତକ୍ଷେପ ଜରିଆରେ ଏକ ସୁସ୍ଥ ସମାଜ ଗଠନ କରିବା ଲାଗି
Read More...

କୋଇଲା ଗଚ୍ଛିତ ଅଞ୍ଚଳରେ ଅଧିଗୃହୀତ ଜମିରେ (ଅଧିଗ୍ରହଣ ଓ ଉନ୍ନୟନ) ଆଇନ ୧୯୫୭ ବ୍ୟବହାର ପାଇଁ ନୀତିକୁ କେନ୍ଦ୍ର…

ଏହି ପରିବର୍ତ୍ତନ ଫଳରେ କୋଇଲା ଓ ଶକ୍ତି ଭିତ୍ତିଭୂମି ବିକାଶ କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ନୂଆଦିଲ୍ଲୀ, (ପିଆଇବି) : କୋଇଲା ଖୋଳା ସରିଥିବା ଜମି ବା କୋଇଲା ଖଣି ନିମନ୍ତେ ଅନୁପଯୁକ୍ତ ଜମିରେ ପୁଞ୍ଜି ବିନିଯୋଗ ବୃଦ୍ଧି ବା କୋଇଲା କ୍ଷେତ୍ରରେ କର୍ମନିଯୁକ୍ତି ସୁଯୋଗ
Read More...