Daily Archives

ଜିଲ୍ଲା ପ୍ରଶାସନ ପକ୍ଷରୁ ନବ ନିର୍ବାଚିତ ଅଧ୍ୟକ୍ଷା ଓ କାଉନ୍‌ସିଲର୍‌ଙ୍କୁ ଶୁଭେଚ୍ଛା : ଦାୟିତ୍ୱ ଗ୍ରହଣ କଲେ ଅଧ୍ୟକ୍ଷା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ନବ ନିର୍ବାଚିତ ଅଧ୍ୟକ୍ଷା ଓ କାଉନ୍‌ସିଲର୍‌ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି । ଏହି ଅବସରରେ ସ୍ଥାନୀୟ ମ୍ୟୁନିସିପାଲିଟିରେ ଏକ ସ୍ୱାଗତ ସମାବେଶର ଆୟୋଜନ କରାଯାଇଥିବା ବେଳେ ଏଥିରେ ଉପ-ଜିଲ୍ଲାପାଳ ଲମ୍ବୋଦର ଧରୁଆ,
Read More...

ଶିକ୍ଷା ସଚେତନତା ରଥ ଲୋକାର୍ପିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସମଗ୍ର ଶିକ୍ଷା ସୁବର୍ଣ୍ଣପୁର ପକ୍ଷରୁ ଗ୍ରାମୀଣ କ୍ଷେତ୍ରରେ ଶିକ୍ଷା ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏକ ଅଭିଯାନ ଆଜି ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାର ସମସ୍ତ ଛଅଟି ବ୍ଲକ ପାଇଁ ସ୍ୱତନ୍ତ୍ର ଭାବେ ସଜ୍ଜିତ ୬ଟି ଶିକ୍ଷା
Read More...

ମାରୱାଡି ଯୁବା ମଞ୍ଚ ବିକାଶ ଶାଖା ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ମାରୱାଡି ଯୁବା ମଞ୍ଚ ବିକାଶ ଶାଖା ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ସ୍ଥାନୀୟ ବିଜୁ ପଟ୍ଟନାୟକ ରକ୍ତ ଭଣ୍ଡାରରେ ଆୟୋଜିତ ହୋଇଥିବା ରକ୍ତଦାନ ଶିବିରରେ କଣ୍ଟାବାଞ୍ଜି ରେଳବାଇ ସୁରକ୍ଷା ବଳର ଥାନା ଅଧିକାରୀ ଏନ୍‌. ଜି. ରମନ ମୁଖ୍ୟ ଅତିଥି
Read More...

ସଡକ ଦୁର୍ଘଟଣା : ବସ ଓ ବାଇକକୁ ଧକ୍କା ଦେଲା ହାଇୱା

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ଥାନା ଅଞ୍ଚଳର ବେଲପଡାର ମୁଖ୍ୟରାସ୍ତା ତାରିଣୀ ମନ୍ଦିର ଠାରେ ଏକ ହାଇୱା (ଓଆର୍‌୧୮ବି୩୦୭୪) ଏକ ଯାତ୍ରୀବାହୀ ବସ୍‌ ଓ ବାଇକ ଧକ୍କା ଦେଇଥିଲା । ତେବେ ଏଥିରେ ବାଇକ ଚଳକ ସାମାନ୍ୟ ଆହତ ହୋଇଥିଲେ । ବେଶୀ କିଛି କ୍ଷୟକ୍ଷତି ହୋଇନଥିବା ଜଣାଯାଇଛି । ଅଭିଯୋଗ
Read More...

ଜ୍ୟୋତିର୍ବିଦ ଅଜିତ କରଙ୍କୁ ଡକ୍ଟର ଅଫ୍‌ ଆଷ୍ଟ୍ରୋଲୋଜି ସମ୍ମାନ

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ବ୍ଲକ କାନୁଟ ଗ୍ରାମର ପଣ୍ଡିତ ଅଜିତ କରଙ୍କୁ କାଶୀ(ବାରାଣାସୀ)ର ବିଦ୍ୟାନଗରୀଠାରେ ରବିବାର ଭେଦିକ ସରଇନ୍ସ ପକ୍ଷରୁ ଡକ୍ଟର ଅଫ୍‌ ଆଷ୍ଟ୍ରୋଲୋଜି ସମ୍ମାନରେ ସମ୍ମାନିତ କରାଯାଇଛି । ସେଠାରେ ଅନୁଷ୍ଠିତ ପଞ୍ଚମ ଆନ୍ତର୍ଜାତିକ ଜ୍ୟୋତିଷ ସମ୍ମିଳନୀରେ
Read More...

କୁଟୁରାପାଲି ହାଇସ୍କୁଲରେ ବ୍ଲକସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ

ଝାରମୁଣ୍ଡା : ଲୋଇସିଂହା ବ୍ଲକସ୍ତରୀୟ ବିଜ୍ଞାନମେଳା ଗତକାଲି କୁଟୁରାପାଲି ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୭୧ଟି ସ୍କୁଲରୁ ୧୦୫ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ସେଥିମଧ୍ୟରୁ ପ୍ରେମକୁମାର ସାହୁ, ରିଙ୍କୁ ବେହେରା, ସ୍ନେହାଙ୍ଗିନୀ ଷଡଙ୍ଗୀ, ପ୍ରତିମା ପ୍ରଧାନ, ଖୁସବୁ ବାରିକ,
Read More...

ଖରିଆର ଏନ୍‌ଏସି ୩୫୩ ରାସ୍ତା ପାର୍ଶ୍ଵରୁ ଜବରଦଖଲ ଉଚ୍ଛେଦ ଆରମ୍ଭ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖରିଆର ଏନ୍‌ଏସି ଜାତୀୟ ରାଜପଥ ୩୫୩ କଡ଼ରୁ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ଚାରି ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ଉପ ଜିଲ୍ଲାପାଳ, ଦୁଇ ତହସିଲଦାର, ଆର୍‌ଆଇ, ଖରିଆର ଏସ୍‌ଡିପିଓଙ୍କ ସମେତ ତିନି ଥାନା ଅଧିକାରୀ ଉପସ୍ଥିତ ଅଛନ୍ତି
Read More...

ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘରେ ଭିଜିଲାନ୍ସ ଚଢାଉ

ଭଞ୍ଜନଗର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର କ୍ଷୁଦ୍ର ଜଳସେଚନ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ଜଣାପଡିଛି । ଭୁବନେଶ୍ୱରର ଏକ ଭିଜିଲାନ୍ସ ଟିମ୍ ଭଞ୍ଜନଗର ଠାରେ ପହଁଚି ତଦନ୍ତ କରୁଛି । କାର୍ତ୍ତିକେଶ୍ୱରଙ୍କ ବାସଭବନରେ ଚଢାଉ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୩୨ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ
Read More...

ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ କ୍ଷେତ୍ର(ଏଲ୍‌ଡବ୍ଲ୍ୟୁଇ)ର ବିକାଶ

ନୂଆଦିଲ୍ଲୀ, (ପିଆଇବି) : ଭାରତ ସମ୍ବିଧାନର ସପ୍ତମ ଅନୁସୂଚୀ ଅନୁସାରେ, ‘ପୁଲିସ୍ ଏବଂ ଜନସାଧାରଣଙ୍କ ପାଇଁ ଶାନ୍ତି ଶୃଙ୍ଖଳା ରକ୍ଷା' ବ୍ୟାପାର ରାଜ୍ୟ ସରକାରଙ୍କ ନିକଟରେ ରହିଛି । ତେବେ, ବାମପନ୍ଥୀ ଉଗ୍ରବାଦ (ଏଲ୍‌ଡବ୍ଲ୍ୟୁଇ) ବିପଦକୁ ସମ୍ପୂର୍ଣ୍ଣ ଭାବରେ ସମାଧାନ କରିବା ପାଇଁ ୨୦୧୫ରେ ଏକ
Read More...