Monthly Archives

March 2022

ବଲାଙ୍ଗିର ପୌରାଧ୍ୟକ୍ଷା ପଦ ପାଇଁ ଲଢେଇ ହେବ ଜୋର୍‌ଦାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିଧାସଳଖ ପୌରାଧ୍ୟକ୍ଷା ପଦ ପାଇଁ ଲଢେଇ ଚଳିତ ପୌର ନିର୍ବାଚନକୁ ଅଧିକ ସର୍‌ଗରମ୍‌ କରିଛି । ଡାଇରେକ୍ଟ ଫାଇଟିଂରେ ଚଳିତ ଥର ତିନି ପ୍ରମୁଖ ଦଳର ପ୍ରାର୍ଥନୀମାନେ ରହିଥିବା ବେଳେ କାହା ମୁଣ୍ଡରେ ସୁନା କଳସ ଢାଳିବ ହାତୀ, ତାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌
Read More...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିପିଡବ୍ଲ୍ୟୁଓଡିଏଲ୍ ଜେନେରାଲ୍ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢାଉ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ବୁର୍ଲା ଟିପିଡବ୍ଲ୍ୟୁଓଡିଏଲ୍ ଜେନେରାଲ୍ ମ୍ୟାନେଜର ସନ୍ତୋଷ କୁମାର ଦର୍ଜୀଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଥିବା ବେଳେ ଏହି ଚଢାଉରେ ଜଣେ ଡିଏସ୍‌ପି ୬ଜଣ ଇନସ୍‌ପେକ୍ଟର, ୨ଜଣ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ୬୦ ନମ୍ଵର ଜାତୀୟ ରାଜପଥ ରାଜଘାଟଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣେ ବାଇକ୍ ଆରୋହୀଙ୍କ ଜୀବନ ଯାଇଥିବା ଖବର ମିଳିଛି । ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଆରୁହା ଗ୍ରାମର ଅଶୋକ ନନ୍ଦୀ ନାମକ ଜଣେ ବ୍ୟକ୍ତି ଆଜି ସକାଳ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୧୦୫କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ ରହିଛନ୍ତି । ଏନେଇ ରାଜ୍ୟ
Read More...

କଟୁରୀରେ ହାଣି ଯୁବକଙ୍କୁ ହତ୍ୟା

ଯାଜପୁର : ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଚଷାଖଣ୍ଡ ଗାଁରେ ମାଛ ମରାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ମାଛ ମରାକୁ କେନ୍ଦ୍ର କରି ଧୀରେନ୍ଦ୍ର ଜେନା ନାମକ ଜଣେ ବ୍ୟକ୍ତିଙ୍କୁ କଟୁରୀରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣାରେ
Read More...

ସାଧା ପୋଷାକରେ ସ୍ତ୍ରୀଙ୍କ ନାମାଙ୍କନ ଦାଖଲ ପଡିଲା ମହଙ୍ଗା : ଏଏସ୍‌ଆଇ ନିଲମ୍ବିତ

ଢେଙ୍କାନାଳ, (ତାପସ ଦାସ) : ସାଧା ପୋଷାକରେ ଆସି ସ୍ତ୍ରୀଙ୍କ ସହ ନାମାଙ୍କନ ଦାଖଲ କରାଇବା ଏଏସ୍‌ଆଇଙ୍କ ପାଇଁ ମହଙ୍ଗା ପଡିଲା । କାର୍ଯ୍ୟରୁ ନିଲମ୍ବିତ ହେଲେ ଏଏସ୍‌ଆଇ ବିଚିତ୍ରାନନ୍ଦ କର । ଏନେଇ ଢେଙ୍କାନାଳ ଏସ୍‌ପି ଲୋଗାନ ଆଗଭି ସୂଚନା ଦେଇଛନ୍ତି । ସୂଚନାମତେ ଗତ ୭ ତାରିଖରେ ପୌର
Read More...

ୟୁପି ସମେତ ୪ ଟି ରାଜ୍ୟରେ ବିଜେପିର ବାଜିମାତ୍‌, ପଞ୍ଜାବରେ ବିଜୟର ଶକ୍ତି ପ୍ରଦର୍ଶନ କଲା ଆପ୍‌, କଂଗ୍ରେସର ସ୍ଥିତି…

ନୂଆଦିଲ୍ଲୀ : ୟୁପି ସମେତ ୪ ଟି ରାଜ୍ୟରେ ବିଜେପିର ବାଜିମାତ୍‌ ଦେଖିବାକୁ ମିଳିଛି । ପଞ୍ଜାବରେ ବିଜୟର ଶକ୍ତି ପ୍ରଦର୍ଶନ କରିଛି ଆମ୍‌ ଆଦ୍‌ମୀ ପାର୍ଟି । ଭାରତତୀୟ ଜନତା ପାର୍ଟି ଉତ୍ତରପ୍ରଦେଶ ପ୍ରବଳ ବହୁମତ ସହ ବିଜୟର ବାନା ଉଡ଼ାଇଥିବା ବେଳେ ଉତ୍ତରାଖଂଡ଼, ଗୋଆ ଏବଂ ମଣିପୁର ରାଜ୍ୟରେ
Read More...

ଗ୍ରୀଷ୍ମ ପ୍ରବାହର ମୁକାବିଲା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନିକସ୍ତରୀୟ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ଓସୱାନ ଭିଡ଼ିଓ-କନଫେରରେନ୍ସିଂ ସଭା ଗୃହଠାରେ ଆଗାମୀ ଗ୍ରୀଷ୍ମ ପ୍ରବାହରେ ସତର୍କ ରହିବା ଓ ଅଂଶୁଘାତ ପାଇଁ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୁଷ୍ଟିଙ୍କ ଅଧ୍ୟକ୍ଷତାରେ
Read More...

ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ତିନି ଶିଶୁ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଘୁଟିଆ ଗାଁର କାଞ୍ଚନ ରଣା ଗତ ବର୍ଷ କରୋନା ସମୟରେ ଜ୍ୱରରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ । ତାଙ୍କର ଦେହାନ୍ତ ପରେ ସେ ଦେଇଥିବା ତାଙ୍କର କିରାନା ଦୋକାନ ବନ୍ଦ ହୋଇଥିଲା । ନିଜର ଜମିବାଡ଼ି କମ୍‌ ହେତୁ ସେମାନେ
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ଦିବ୍ୟାଙ୍ଗ ପୁଅ ରୁପା ପାଇଲେ ହୁଇଲଚେୟାର

କେସିଙ୍ଗା, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପରେଲସିଙ୍ଗା ଗ୍ରାମ ପଂଚାୟତ ଅଧୀନସ୍ଥ ସଉରାପଦର ଗ୍ରାମର ଚେରୁ ମହାନନ୍ଦଙ୍କ ଦିବ୍ୟାଙ୍ଗ ପୁଅ ରୂପା ମହାନନ୍ଦ ଜନ୍ମରୁ ଦିବ୍ୟାଙ୍ଗ ଅଟନ୍ତି । ସେ ଜନ୍ମରୁ ଚାଲି ପାରନ୍ତି ନାହିଁ । ତାଙ୍କର ୭୫% ଦିବ୍ୟାଙ୍ଗ ପ୍ରମାଣପତ୍ର
Read More...