Monthly Archives

March 2022

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବେଲପଡା ବ୍ଲକ ପଣ୍ଡିରିଜୋର ଗ୍ରା.ପ.ରୁ ଜଣେ ଓ ଲୋଇସିଂହା ବ୍ଲକ କୁଶଙ୍ଗ ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ସରୋଜ ଖମାରୀଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚନ୍ଦନଭାଟି ନିବାସୀ ଅବସରପ୍ରାପ୍ତ ଫରେଷ୍ଟର ସରୋଜ ଖମାରୀ (୭୫)ଙ୍କ ଆଜି ବୁର୍ଲା ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ତାଙ୍କ ଶେଷ ସମୟରେ ତାଙ୍କ ଦୁଇ ପୁତ୍ର, ଅଶୋକ, ଅମ୍ବରେଶ, ଝିଅ ସୀମା, ଜ୍ୱାଇଁ ବାବୁଲା, ବୋହୁ କମଳିନୀ, କଳ୍ପନା ଓ ତାଙ୍କ ବନ୍ଧୁବର୍ଗ
Read More...

ଛତ୍ରପୁର ଏନ୍ଏସିର ପୌର ଅଧ୍ୟକ୍ଷା ନିମନ୍ତେ ବିଜେଡି ପ୍ରାର୍ଥିନୀ ଟି.ଲଷ୍ମୀଙ୍କ ଭୋଟପ୍ରଚାର ଜୋରସୋର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହାକୁମା ଛତ୍ରପୁର ଏନ୍ଏସିର ପୌର ନିର୍ବାଚନ ନିମନ୍ତେ ଆଜି ଅନୁଷ୍ଠାନିକ ଭାବେ ପ୍ରଚାର ଗାଡିର ଶୁଭାରମ୍ଭ ହୋଇଛି । ପ୍ରାକ୍ତନ ବିଧାୟକ ଅଶୋକ କୁମାର ଚୌଧୁରୀଙ୍କ କରକମଳରେ ନଡ଼ିଆ ଭାଙ୍ଗି ଶୁଭ-ମନସା ଯାଇଥିବା ବେଳେ ଛତ୍ରପୁର
Read More...

ଗ୍ରାମୀଣ ଦିନଦୟାଲ ଉପାଧ୍ୟାୟ ମାଧ୍ୟମରେ ଯୁବକ ଯୁବତୀଙ୍କୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ଶିବିର ମେଳା ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକର ବେଲପଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଡିଡିୟୁ ଜିକେଓ ସିକ୍ୟୁରିଟି ଗାର୍ଡ ପାଇଁ ଯୁବକ ଯୁବତୀକୁ ନେଇ ଏକ ମିଟିଙ୍ଗ ଅନୁଷ୍ଠିତ ହୋଇଯାଇଛି । ବେଲପଡା ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତର ଯୁବକ ଯୁବତୀମାନେ ଉପସ୍ଥିତ ଥିଲେ ।
Read More...

ସ୍ୱଚ୍ଛତା ଏବଂ ପ୍ଳାଷ୍ଟିକ ବର୍ଜନ ସଂପର୍କରେ ସଚେତନତା ସଭା ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସ୍ୱଚ୍ଛତା ଏବଂ ପ୍ଳାଷ୍ଟିକ ବର୍ଜନ ସଂପର୍କରେ ସଚେତନତା କରିବା ପାଇଁ ଗ୍ରାମୀଣଲୋକ ମାନଙ୍କୁ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କ୍ଷେତ୍ର ଜନସଂପର୍କ ବ୍ୟୁରୋ ଭବାନୀପାଟଣା ଆନୁକୂଲ୍ୟରେ ତୁରେକେଲା ବ୍ଳକର ଚଟୁଅନକା
Read More...

ମ୍ୟୁଜିକ୍ ସର୍କଲର ୪୫ତମ ବସନ୍ତ ସମାରୋହ ୨୦୨୨ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ କଳା ସଂସ୍କୃତି ଅନୁଷ୍ଠାନ 'ମ୍ୟୁଜିକ୍ ସର୍କଲ'ର ୪ ଦିନବ୍ୟାପୀ ପାଳନ ହେବାକୁ ଥିବା ବସନ୍ତ ଉତ୍ସବର ପ୍ରଥମ ଦିନରେ ଏହାଦ୍ୱାରା ପରିଚାଳିତ 'ସଂଗୀତ ଏବଂ ନୃତ୍ୟ ମହାବିଦ୍ୟାଳୟ'ର ୪୫ତମ ବାର୍ଷିକ ଉତ୍ସବ ତଥା 'ସ୍ପ୍ରିଂ ଭେଲି ଓଡ଼ିଆ ଓ
Read More...

ଘର ହିଁ ବିଦ୍ୟାଳୟର ଶେଷ ପର୍ଯ୍ୟାୟ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପଦ୍ମପୁରର ଶିକ୍ଷା ବର୍ଷ ୨୦୨୨-୨୩ ପାଇଁ ଶିଶୁ ବାଟିକା ବିଭାଗର ଘର ହିଁ ବିଦ୍ୟାଳୟ ପକଳ୍ପର ଶେଷ ପର୍ୟ୍ୟାୟ ରବିବାର ଦିନ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଯାପନୀ ସମାରୋହରେ ଲୋକନାଥ ମିଶ୍ର
Read More...

ପଦ୍ମପୁର ଏବିଡିଓ ସୋନୁ ବାଗଙ୍କ ବଦଳି ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କଲେ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ସମୟରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ପଦ୍ମପୁର ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୋନୁ ବାଗଙ୍କ ପତ୍ନୀ ସାବିତ୍ରୀ ବାଗ ବିଜୁ ଜନତା ଦଳ ପକ୍ଷରୁ ପଦ୍ମପୁର ଏନ୍‌ଏସି ଅଧ୍ୟକ୍ଷ
Read More...

ନୃସିଂହ ଓ ମହାଦେବ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଗନିଆଁପାଲି ଗ୍ରାମରେ ଶ୍ରୀ ଶ୍ରୀ ନୃସିଂହ ମହାପ୍ରଭୁ ଓ ମହାଦେବ ମହାପ୍ରଭୁଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ଗ୍ରାମର ଶହ ଶହ ପୁରୁଷ ଓ ମହିଳା ଗ୍ରାମ
Read More...

୧୦ କେଜି କୁଟୁରା ମାଂସ ଜବତ : ୪ ଅଟକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଝଲିଆଲିଟି ଗ୍ରାମରୁ ୧୦ କେଜି ଜଙ୍ଗଲି କୁଟୁରା ମାଂସ ଜବତ କରିବା ସହ ୪ ଜଣଙ୍କୁ ଅଟକ ରଖିଛି ଲାଠୋର ବନବିଭାଗ । ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇ ଲାଠୋର ବନବିଭାଗ ପକ୍ଷରୁ ଚଢ଼ାଉ
Read More...