ଯୋରନ୍ଦା ଫାଣ୍ଡି ଅଧିନସ୍ଥ ମହିମା ଗାଦି ନଡ଼ିଆ ପୋଖରୀରେ ଯୁବକଙ୍କ ମୃତଦେହ ଠାବ
ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକର ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ନଡ଼ିଆ ପୋଖରୀ ଭିତରୁ ଯୋରନ୍ଦା ଫାଣ୍ଡି ଅଧିକାରୀଙ୍କ ନେତୃତ୍ୱରେ ଏକ ମୃତଦେହ ଠାବ କରାଯାଇ ପୋଷ୍ଟମର୍ଟମ କରିବାକୁ ପଠାଯାଇଥିବା ସୂଚନା ମିଳିଛି । ମୃତକ ଜଣକ ଯୋରନ୍ଦା ମାଟିଆ ସାହିର ବ୍ୟକ୍ତି!-->…
Read More...
Read More...