ରଙ୍ଗାରଙ୍ଗ ଓ ସାରସ୍ୱତ ସାମାରୋହରେ ୟୁରୋ ସ୍କୁଲର ତୃତୀୟ ବାର୍ଷିକୋତ୍ସବ ପାଳିତ
ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଇଂରାଜୀ ମାଧ୍ୟମ ଶିକ୍ଷାନୁଷ୍ଠାନ ‘ୟୁରୋ ସ୍କୁଲ’ ତୃତୀୟ ବାର୍ଷିକୋତ୍ସବ ରଙ୍ଗାରଙ୍ଗ ଓ ସାରସ୍ୱତ ସାମାରୋହ ମଧ୍ୟରେ ପାଳିତ ହୋଇଯାଇଛି । "ଅସ୍ତ୍ର" ଅନୁଷ୍ଠାନର ଅଧ୍ୟକ୍ଷ ରଞ୍ଜନ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।!-->…
Read More...
Read More...