ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼
ଚାନ୍ଦବାଲି : ଆଜି ପବିତ୍ର ମହାଶିବରାତ୍ରୀରେ ଚଳଚଞ୍ଚଳ ଶୈବପୀଠ । ଏଥିପାଇଁ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ନୀତି ନିର୍ଘଣ୍ଟ ଅନୁଯାୟୀ ବାବାଙ୍କ ନୀତିକାନ୍ତି ହୋଇ ଭୋର ୪ଟାରେ ପହଡ ଖୋଲିବା ପରେ ମଙ୍ଗଳ ଆଳତୀ କରାଯାଇଛି । ପରମ୍ପରା ଅନୁଯାୟୀ, କନିକା ରାଜାଙ୍କ!-->…
Read More...
Read More...