ଚାରିପଟୁ ୟୁକ୍ରେନ୍ ଉପରେ ରୁଷର ଅସଂଭାଳ ବୋମାମାଡ଼ : ସ୍ଥିତି ବେହାଲ୍
କିଭ୍ : ଆଜି ହେଉଛି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ନବମ ଦିନ । ରୁଷର ସାମରିକ ଗୁଳି ବିନିମୟ ହେତୁ ଜାପୋଜିରିଆ ପରମାଣୁ କାରଖାନାରେ ନିଆଁ ଲାଗିଯାଇଛି । ତୁହାକୁ ତୁହା ଗୁଳି ଓ ବୋମା ବର୍ଷଣ ପରେ ରୁଷର ସେନା ୟୁକ୍ରେନ୍ ପ୍ରଶାସନ ଏବଂ ନିୟନ୍ତ୍ରଣ ଭବନକୁ କାବୁ କରିଛି । ତେବେ ବୋମା!-->…
Read More...
Read More...