Monthly Archives

March 2022

ବଲାଙ୍ଗିରରେ ସର୍ବ ଭାରତୀୟ ଧର୍ମଘଟ : ପ୍ରଥମ ଦିନରେ ଅଖ ଚକ ଦୋକାନ ବଜାର ସମ୍ପୂର୍ଣ୍ଣ ଠପ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ରରେ ଶାସନାଧିନ ଜନ ବିରୋଧୀ କୃଷି ଓ କୃଷକ ବିରୋଧୀ, ଶ୍ରମ ଶ୍ରମିକ ବିରୋଧୀ ଏବଂ କର୍ପୋରେଟ ସପକ୍ଷବାଦୀ ମୋଦୀ ସରକାରଙ୍କ ବିମୁଦ୍ରିକରଣ ଓ ପେଟ୍ରୋଲ ଜାତ ଦ୍ରବ୍ୟରୁ ସର୍ବାଧିକ ଟିକସ ଅସୁଲ ଯୋଗୁଁ ଗତକାଲିି ସମ୍ପୂର୍ଣ୍ଣ ଭାରତ ବର୍ଷରେ ଖଟିଖିଆ ଗରିବ
Read More...

ଜଙ୍ଗଲ ଭିତରେ ନିଆଁ ଲଗାଉଥିବା ସମୟରେ ୫ ଦୁର୍ବୃତ୍ତଙ୍କୁ ଧରିଲା ବନବିଭାଗ

କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟ ନଅଣା ରେଞ୍ଜ ଅଞ୍ଚଳରେ ଜଙ୍ଗଲ ଭିତରେ ନିଆଁ ଲଗାଉଥିବା ସମୟରେ ୫ ଦୁର୍ବୃତ୍ତଙ୍କୁ ବନବିଭାଗ କାବୁ କରିଥିବା ଖବର ମିଳିଛି । ଆଜି ତାଳବନ୍ଧ ରେଞ୍ଜର ୬ଟି ଏବଂ ଚହଲା ରେଞ୍ଜର ଗୋଟିଏ ପଏଣ୍ଟରେ ନିଆଁ ଲାଗିଥିବା ସୂଚନା ମିଳିଛି । ନିଆଁକୁ ଆୟତ୍ତ କରିବାକୁ
Read More...

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଶ୍ରୀମନ୍ଦିର ଦର୍ଶନ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ସୋମବାର ରାତି ୯ଟା ବେଳେ ପୁରୀ ଗସ୍ତରେ ଆସିଥିଲେ । ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ଏହା ପରେ ସେ ଶ୍ରୀମନ୍ଦିର ଦର୍ଶନକୁ ଆସିଥିଲେ ।
Read More...

୧୬ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୧୬ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ ହୋଇଯାଇଛି । ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ଏହି ମେଳା ଆସନ୍ତା ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଅପରାହ୍ନ ୩ଟାରୁ ରାତି ୧୦ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଏହା ଖୋଲାରହିବ । ଏନେଇ ରାଜ୍ୟ
Read More...

ଜଳସେଚିତ ହେବ ମୟୂରଭଞ୍ଜର ୮୧୮୧.୩୨୯ ହେକ୍ଟର ଜମି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୟୂରଭଞ୍ଜରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ବଇଶିଙ୍ଗା ଶାଖା କେନାଲର ୩୦.୦୦ କି.ମିରୁ ୪୦.୦୦କି.ମି ପର୍ଯ୍ୟନ୍ତ ସିମେଣ୍ଟ କଂକ୍ରିଟ ଲାଇନିଙ୍ଗ ଓ ସର୍ଭିସ ରୋଡ ନିର୍ମାଣ ପାଇଁ କ୍ୟାବିନେଟ ପକ୍ଷରୁ ୯୨.୭୪ କୋଟିର ଖର୍ଚ୍ଚ ଅଟକଳ ଅନୁମୋଦିତ ହୋଇଛି
Read More...

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ୭ମ ବେତନ କମିଶନ ସୁପାରିଶକୁ ଗ୍ରହଣ କରି ଏହାକୁ ୨୦୧୬ ଜାନୁଆରୀ ମାସ ଠାରୁ ଲାଗୁ କରିଥିଲେ ଏବଂ ୨୦୧୭ ସେପ୍ଟେମ୍ବର ମାସଠାରୁ ବର୍ଦ୍ଧିତ ଦରମା ପ୍ରଦାନ କରିଥିଲେ । ୭ମ ବେତନ କମିସନ ସୁପାରିଶ ଅନୁଯାୟୀ ଜାନୁଆରୀ ୨୦୧୬ରୁ ଅଗଷ୍ଟ ୨୦୧୭ ମଧ୍ୟରେ ୨୦
Read More...

‘ସମଲେଇ’ ଯୋଜନା ପାଇଁ ଖର୍ଚ୍ଚ ଆବଣ୍ଟିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମା’ ସମଲେଶ୍ଵରୀ ମନ୍ଦିର କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାବିନେଟ ବୈଠକରେ ୧୧୪.୨୦ କୋଟି ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପରେ ପର୍ୟ୍ୟଟକଙ୍କ ପାଇଁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ସହ ମନ୍ଦିର ପରିସରର ଭିତ୍ତିଭୂମି ଓ ବିଭିନ୍ନ
Read More...

ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପଗୁଡିକର ପୁନରୁଦ୍ଧାର ଓ ଆଧୁନିକୀକରଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପଗୁଡିକର ଆଧୁନିକୀକରଣ କରି ୪୨୬୫୮ ହେକ୍ଟର ସେଚାଞ୍ଚଳ ପୁନରୁଦ୍ଧାର ଓ ୭୪୪୨ ହେକ୍ଟର ଚାଷ ଜମିକୁ ଜଳସେଚନ ପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଛି । ଏଥିପାଇଁ ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାରେ ୮୨୩.୪୫ କୋଟିର
Read More...

ଭବାନୀପାଟଣାଠାରେ ସ୍ଥାପନ ହେବ ସରକାରୀ ଭେଷଜ ଚିକିତ୍ସାଳୟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବାକୁ ଭବାନୀପାଟଣାଠାରେ ୬୫୦ ଶଯ୍ୟା ବିଶିଷ୍ଟ ସରକାରୀ ଭେଷଜ ଚିକିତ୍ସାଳୟ ସ୍ଥାପନ ପାଇଁ କ୍ୟାବିନେଟ ବୈଠକରେ ୧୬୧.୧୫ କୋଟିର ଖର୍ଚ୍ଚ ଅଟକଳ ଅନୁମୋଦିତ ହୋଇଛି। ଭେଷଜ ଶିକ୍ଷାର ପ୍ରସାର ସହ ଡାକ୍ତରୀ ଛାତ୍ରଙ୍କ
Read More...

ରାଜ୍ୟ କ୍ୟାବିନେଟ ବୈଠକରେ କୃଷି ସମୃଦ୍ଧି ପାଇଁ ୨୫୫ କୋଟି ଖର୍ଚ୍ଚ ଅଟକଳକୁ ଅନୁମୋଦନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚାଷ ଜମିରେ ଜଳ ବ୍ୟବହାର କ୍ଷମତା ଓ ଉତ୍ପାଦନ ବୃଦ୍ଧି ସହ ଚାଷୀଙ୍କ ଆୟ ବଢାଇବା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ରାଜ୍ୟ କ୍ୟାବିନେଟ ବୈଠକରେ ୨୫୫ କୋଟି ଖର୍ଚ୍ଚ ଅଟକଳକୁ ଅନୁମୋଦନ ମିଳିଛି । ଏହା ମାଧ୍ୟମରେ ଚାଷୀମାନଙ୍କୁ ‘ପ୍ରଧାନମନ୍ତ୍ରୀ କୃଷି
Read More...